ଦୁଇ ବାଘଙ୍କ ମଧ୍ୟରେ ଲ-ଢେ଼-ଇର ଭିଡିଓ ଟୁଇଟରରେ ଆଇଏଫ୍ଏସ୍ ଅଧିକାରୀ ପ୍ରବୀଣ କାସବାନ୍ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇ-ରାଲ ହେବାରେ ଲାଗିଛି।
ଏକ ଅଭୟାରଣ୍ୟରେ ଦୁଇଟି ବାଘ କାନ୍ଧରେ କାନ୍ଧ ମିଳାଇ ବୁଲୁଥିବାର ପରିଲକ୍ଷିତ ହୁଏ। ଗୋଟିଏ ବାଘ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଅନ୍ୟ ବାଘଟି ଦୂରକୁ ଚାଲି ଯାଉଛି। କିନ୍ତୁ କିଛି ସେକେଣ୍ଡରେ, ଗୋଟିଏ ବାଘ ଦିଗ ବଦଳାଇ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲା ଓ ଦୁହିଁଙ୍କ ମଧ୍ୟରେ ଭୀଷଣ ଲଢେଇ ହେଲା।ଯିଏ ପଡ଼ିଲା ସିଏ ପରାସ୍ତ ହେଲା। ଦୁଇ ବାଘଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସବାନ୍ ଟୁଇଟରରେ ସେୟାର କରିଛନ୍ତି।
ଭିଡ଼ିଓରେ ଏହା ଦେଖିବାକୁ ମିଳେ ଯେ ଦୁଇଟି ବାଘ ଏକାଠି ବୁଲୁଛନ୍ତି। ଠିକ ସେତିକିବେଳେ ଗୋଟିଏ ବାଘ ଅନ୍ୟ ଉପରେ ଆକ୍ରମଣ କରେ।ଏହିପରେ ଦୁହେଁ ଠିଆ ହୋଇ ଯୁ-ଦ୍ଧ ଆରମ୍ଭ କରନ୍ତି। ତାପରେ ସେମାନେ ପରସ୍ପରକୁ ପଞ୍ଜଝା ମାରି-ବାକୁ ଲାଗିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରେ ଲଢେ଼ଇ କମି ଆସିଲା। ସେମାନେ ସେଠାରୁ ଚାଲିଗଲେ।
Clash of the titans. Only from India. Best thing you will watch. Received via whatsapp. pic.twitter.com/36qqvhkG5F
— Parveen Kaswan, IFS (@ParveenKaswan) January 19, 2021
ଏହି ଭିଡିଓଟି କେଉଁଠାରୁ ଓ କେବେ ନିଆଯାଇଛି ତାହା ଜଣାପଡ଼ି ନାହିଁ।କେବଳ ଜଣିପଡୁଛି ଯେ ଏହା ଅଭୟାରଣ୍ୟ ଦେଇ ଯାଉଥିବା ଏକ ଚଳନ୍ତା ଗାଡିରୁ ଭିଡିଓ ନିଆଯାଇଛି। ଜୁଲାଇ ୨୦୧୯ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ବଣୁଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ଏହା ଏକ ଗର୍ବର କଥା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।