ଅଭିନେତ୍ରୀ ଦିପୀକା ପାଦୁକୋଣ ସବୁବେଳେ ନିଜ ଫ୍ୟାନ୍ସଙ୍କ ସମ୍ପର୍କରେ ରହିଥାନ୍ତି। ସେ ସବୁବେଳେ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥାନ୍ତି ଏବଂ ଅନେକ ସ୍ଥଳରେ ତାଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ଅନେକ ଥର ଅଭିନେତ୍ରୀଙ୍କ ଏହି ଉଦାରହୃଦୟ ତାଙ୍କ ଉପରେ ଭାରି ପଡ଼ିଥାଏ।
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଦିପୀକାଙ୍କର ଗୋଟିଏ ଭିଡିଓ ଜୋରରେ ଭାଇ-ରାଲ ହେଉଛି। ଭିଡିଓରେ ଜଣେ ମହିଳା ଟିସୁ ବିକିବା ବାହାନାରେ ଦିପୀକାଙ୍କ ପର୍ସକୁ ଟାଣି ନେବାପାଇଁ ଚେଷ୍ଟା କରିଛନ୍ତି।
View this post on Instagram
ଦିପୀକା ମଧ୍ୟ ଭିଡିଓରେ ଏହି ଘଟଣାକୁ ବି-ରୋଧ କରୁଥିବାର ଦେଖାଯାଇଛି। ଅଭିନେତ୍ରୀଙ୍କ ବଡିର୍ଗାଡ ସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଦିପୀକାଙ୍କ ପର୍ସକୁ ମଧ୍ୟ ଟାଣି ନେବରୁ ବଞ୍ଚାଇଥିଲେ। କିନ୍ତୁ ଏହି ଘଟଣା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଜଣାଯାଇଛି କି ଦିପୀକା ମୁମ୍ବାଇ ଖାରର ଗୋଟିଏ ଫୁଡ ଆଉଟଲେଟର ସ୍ପଟକୁ ଯାଇଥିଲେ। ଯେତେବେଳେ ସେ ସେଠାରୁ ବାହାରକୁ ବାହାରିଥିଲେ ସେତେବେଳେ ଅନେକସାରା ଫ୍ୟାନ୍ସ ତାଙ୍କୁ ଘେରି ଯାଇଥିଲେ। ସେହି ସମୟ ପର୍ଯ୍ୟନ୍ତ ଅଭିନେତ୍ରୀ ମଧ୍ୟ ଖୁସିଥିବାର ନଜର ଆସିଥିଲେ ଏବଂ ଫ୍ୟାନଙ୍କୁ ସ୍ଵାଗତ କରିଥିଲେ।
କିନ୍ତୁ ଯେତେବେଳେ ଅଭିନେତ୍ରୀ ନିଜ ଗାଡିରେ ବସିବାକୁ ଯାଉଥିଲେ, ସେତେବେଳେ ହଠାତ ଜଣେ ମହିଳା ତାଙ୍କ ପର୍ସ ଟାଣିବାକୁ ଚେଷ୍ଟା କରିଥିଲେ। ଏହା ଅଲଗା କଥା ହେଉଛି କି ସେ ସେମିତି କରି ପାରିନଥିଲେ ଏବଂ ଦିପୀକା ମଧ୍ୟ ସୁରକ୍ଷିତ ଥିଲେ।
ଏହାଛଡା ଭିଡିଓ ବ୍ୟତୀତ ସୋସିଆଲ ମିଡିଆରେ ଦିପୀକାଙ୍କର ଅନେକ ସାରା ଫଟୋ ମଧ୍ୟ ଭାଇ-ରାଲ ହେଉଛି। ସାଧାରଣ ପୋଷାକରେ ଅଭିନେତ୍ରୀଙ୍କ ଲୁକ ସୁନ୍ଦର ଦେଖା ଯାଉଛି। ସେହି ଡେନିମ ମଧ୍ୟ ତାଙ୍କ ଲୁକକୁ ଆହୁରି ସୁନ୍ଦର କରି ଦେଉଛି।
କାର୍ଯ୍ୟ କ୍ଷେତ୍ରରେ ଦିପୀକା, ରଣବୀର ସିଂହଙ୍କ ସହିତ 83ରେ ନଜର ଆସିବାକୁ ଯାଉଛନ୍ତି। ସେ ପ୍ରଥମ ଥର ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ମଧ୍ୟ ଗୋଟିଏ ସିନେମା କରିବାକୁ ଯାଉଛନ୍ତି।ଶକୁନ ବତ୍ରାଙ୍କ ନିର୍ଦ୍ଦେଶନାର ସେହି ସିନେମାକୁ ନେଇ ଭଲ ବଜେଟ ହେବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।