ଓଲିଉଡ ଜଗତର ସମସ୍ତ ଗାୟିକା ମାନଙ୍କୁ ଆପଣ ଜାଣିଥିବେ ଏବଂ ଦେଖି ମଧ୍ୟ ଥିବେ। ଓଲିଉଡ ଜଗତର ସମସ୍ତ ଗାୟିକା ମାନେ ବହୁତ ସ୍ଟ୍ରଗଲ କରିବା ପରେ ସଫଳତା ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ଓଲିଉଡର ଜଣେ ଏପରି ଗାୟିକା ବିଷୟରେ କହିବାକୁ ଯାଉଛୁ ଯିଏ କିଛି ଦିନ ହେବ ନିଜର ବିବାହ ପାଇଁ ସୋଶିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ବନିଥିଲେ।
ସେହି ଗୟିକା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡର ଫେମସ ଗାୟିକା ଦିପ୍ତିରେଖା। ଆପଣମାନେ ନିଶ୍ଚିତ ଗାୟିକା ଦିପ୍ତିରେଖାଙ୍କର ଗୀତ ଶୁଣିଥିବେ। ଦିପ୍ତିରେଖା ଆମ ଓଲିଉଡ ଜଗତର ସୁପରହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ଲାଭ କରିଛନ୍ତି।
ଦିପ୍ତିରେଖାଙ୍କର କେତେ ସମ୍ପତି ଅଛି କ’ଣ ଆପଣ ମାନେ ଜାଣିଛନ୍ତି? ଆସନ୍ତୁ ଆମେ ଆପଣଙ୍କୁ ଗାୟିକା ଦିପ୍ତିରେଖାଙ୍କ ସମ୍ପତି ବିଷୟରେ ଜଣାଉଛୁ।
ଦିପ୍ତିରେଖାଙ୍କର ଗତ ମାସରେ ବିବାହ ହୋଇଥିଲା , ଯାହାପାଇଁ ସେ ସୋଶିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଆସିଥିଲେ। ଦିପ୍ତିରେଖା ଭଲ ଗାୟିକା ସହିତ ଭଲ ଅଭିନେତ୍ରୀ ମଧ୍ୟ। ସେ କେତେକ ଓଡିଆ ସିରିଏଲରେ ନିଜର ଅଭିନୟ ଦେଖାଇଛନ୍ତି। ଦିପ୍ତି ନିଜ ସୁନ୍ଦରତା ପାଇଁ ସୋଶିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହି ଆସିଛନ୍ତି।
ଭୁବନେଶ୍ବରରେ ହେଉଛି ଗାୟିକା ଦିପ୍ତିରେଖାଙ୍କ ଘର। କିଛି ଦିନ ପୂର୍ବେ ସେ ଶିଳ୍ପପତୀ ସୌମ୍ୟରଞ୍ଜନଙ୍କୁ ବିବାହ କରିଛନ୍ତି। ଦିପ୍ତିରେଖା ଏବଂ ସୌମ୍ୟରଞ୍ଜନଙ୍କର ବିବାହ ଖୋର୍ଦ୍ଧାରେ ହୋଇଥିଲା। ସେମାନଙ୍କ ବିବାହରେ ଓଲିଉଡର ବଡ ବଡ କଳାକାର ମନେ ମଧ୍ୟ ସାମିଲ ହୋଇ ଦୁଈ ଜଣଙ୍କୁ ଶୁଭେତ୍ସା ଯଣାଇଥିଲେ। ଦିପ୍ତି ଗୋଟିଏ ଗୀତ ପାଇଁ ୬୦ ହଜାର ଟଙ୍କା ନେଇଥାନ୍ତି। ଦିପ୍ତି ଅଧିକାଂଶ ସୁପରହିଟ ଫିଲ୍ମର ଗୀତ ଗାଇ ଥାନ୍ତି।
୧୦ କୋଟି ଟଙ୍କାର ମାଲିକ ଅଟନ୍ତି ଦିପ୍ତିରେଖା। ତାଙ୍କର ଭୁବନେଶ୍ବରରେ ଏକ ଆଲିସାନ ଘର ଏବଂ ଲଗଜରି କାର ମଧ୍ୟ ତାଙ୍କ ପାଖରେ ଅଛି। ସେ ତାଙ୍କ ବିବାହ ପରେ ମଧ୍ୟ ଓଲିଉଡରେ ଗୀତ ଗାୟିବେ। ତାଙ୍କ ବିବାହକୁ ନେଇ ଫାନ୍ସମାନେ ବହୁତ ଖୁସି ଅଛନ୍ତି। ତାଙ୍କ ବିବାହର ଫଟୋ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ଆପଣଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଛି ତେବେ ଆପଣ ଆମର ପେଜ କୁ ଲାଇକ କରି ଶେୟାର ମଧ୍ୟ କରନ୍ତୁ। ଓଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।