ବିଷଧର ସାପ କା-ମୁଡ଼ିବା ସତ୍ତ୍ୱେବି ଯୁକ୍ତ ୨ ପରୀକ୍ଷା ଦେଲେ ଛାତ୍ରୀ । ଅଧା ପରୀକ୍ଷାରେ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା ଆଉ ତାପରେ……….

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିଛି । ଆଉ ଏହି ପରୀକ୍ଷାକୁ ଛାତ୍ରଛାତ୍ରୀ ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବୋଲି ଭାବିଥାନ୍ତି । ଏହି ସମୟରେ କୌଣସି ଅବହେଳାକୁ ଏଡ଼େଇ ଦେଇ ଛାତ୍ର ଛାତ୍ରୀ ଭଲରେ ପରୀକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ଛାତ୍ରୀ ଗୁରୁ-ତର ଭାବରେ ଅସୁସ୍ଥ ଥିବା ସତ୍ତ୍ୱେବି ପରୀକ୍ଷା ଦେଇଥିଲେ । ଯାହା ଜାଣିଲେ ଆପଣ ମଧ୍ୟ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।

ଘଟଣା ଏହା ଯେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏକ ବି-ଷଧର ସାପ କା-ମୁଡ଼ି ଥିବା ସତ୍ତ୍ୱେବି ସେ ପରୀକ୍ଷା ଦେଇଛନ୍ତି । ମାତ୍ର ପୁରା ପରୀକ୍ଷାକୁ ସେ ଦେଇ ପାରି ନଥିଲେ । ପରୀକ୍ଷା ଦେବାକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଏକ ଘ-ଟଣା ଘଟିଥିଲା । ଫାଇନାଲ ପରୀକ୍ଷା ଦେବାକୁ ଯିବା ଆଗରୁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏକ ବି-ଷଧର ସାପ କା-ମୁଡ଼ିଛି । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେ ହସ୍ପିଟାଲକୁ ଯିବା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ପୁରା ପରୀକ୍ଷା ସେ ଶେଷ କରିପାରି ନଥିଲେ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବା ଲିପ୍ସା ରାଣୀ ସାହୁଙ୍କ ସହିତ ଏଭଳି କିଛି ଘ-ଟଣା ଘଟି ଯାଇଛି । ତାଙ୍କର ଫାଇନାଲ ପରୀକ୍ଷା ଯିବା ପୂର୍ବରୁ ସେ ଘର ପଛପଟ ବାରିପଟକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ଏକ ବି-ଷାକ୍ତ ସାପ କା-ମୁଡ଼ି ଦେଇଥିଲା । ଲିପ୍ସା ଘରକୁ ଆସି ନିଜ ମା’ଙ୍କୁ ମଧ୍ୟ ଜଣାଇ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ମା’ ଯେତେବେଳେ ତାଙ୍କୁ ହସ୍ପିଟାଲକୁ ନେବେ କହିଥିଲେ ସେତେବେଳେ ସେ ମନା କରି ଦେଇଥିଲେ ଏବଂ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଜିଦ ଧରି ବସିଥିଲେ । ପରିବାର ଲୋକେ ତାଙ୍କ ଜିଦ କ୍ରମେ ପରୀକ୍ଷା କେନ୍ଦ୍ରକୁ ନେଇ ଯାଇଥିଲେ ।

କିନ୍ତୁ ସେଠାରେ ଲିପ୍ସା ପୁରା ପରୀକ୍ଷା ଦେଇ ପାରି ନଥିଲେ । ପରୀକ୍ଷା ମଝିରେ ଅତ୍ୟନ୍ତ ଯ-ନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଭଳି ଘ-ଟଣା ଘଟିବା ପରେ ତାଙ୍କ ମା’ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲିପ୍ସାଙ୍କ ପରିବାର ଲୋକଙ୍କ ଚିନ୍ତା ଯେ ଦୁଇ ଦୁଇଟି ପରୀକ୍ଷା ବନ୍ଦ ହୋଇଛି ତେବେ ଝିଅର ଭବିଷ୍ୟତ କଣ ହେବ । ତେବେ ମା’ ବର୍ତ୍ତମାନ ଗୁହାରି କରିଛନ୍ତି ଯେ ତାଙ୍କ ଝିଅର ପରୀକ୍ଷା ମୁନର୍ବାର କରାଯାଉ ବୋଲି ।

Leave a Reply

Your email address will not be published. Required fields are marked *