ଧନ ଟଙ୍କା ପଇସା ଫଳୁଥିବା ଗଛ ଆଜି ହିଁ ଘରେ ନିଶ୍ଚିନ୍ତ ଲଗାନ୍ତୁ ଓ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ କଣ ଆପଣ ଏହା ଜାଣିଛନ୍ତି କି କିଛି ଏମିତି ଗଛ ଅଛି ଯାହାକୁ ଆପଣ ଆପଣଙ୍କ ଘରେ ଲଗାଇବା ଦ୍ବାରା ଆପଣ ମଧ୍ୟ ଧନବାନ ହୋଇପାରିବେ। ଧନୀ ହେବାର ଇଛା ଆମ ସମସ୍ତଙ୍କର ଅଛି ଏବଂ ଧନବାନ ହେବାରେ ଏବେ ଆମର ପ୍ରକୃତି ମାତା ଆମକୁ ସହାୟକ ହୋଇଥାଏ ତେବେ ଆମ ମାନଙ୍କୁ ପ୍ରକୃତିର ବରଦାନ ସ୍ୱରୂପ ସେହିସବୁ ଗଛକୁ ଆମ ଘରେ ନିଶ୍ଚୟ ଲଗେଇବା ଆବଶ୍ୟକ। ଆଜ୍ଞ ହଁ ଏହି ସଂସାରରେ ଏପରି ଗଛ ଅଛି ଯାହାକୁ ଘରେ ଲଗେଇବା ଦ୍ବାରା ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଯାଣିନେବା ସେହି ଗଛ ଗୁଡ଼ିକ ସବୁ କଣ କଣ ହୋଇଥାଏ।

ପୋଳାସ ଗଛ ଏହାର ଅନ୍ୟ ନାମ ଲକ୍ଷ୍ମଣ ଗଛ। ଏହି ପୋଳାସ ଗଛଟି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଗଛ ହୋଇଥାଏ। ଏହି ଗଛକୁ ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ପୋଳାସ ଗଛ ଲଗାଇବା ତେବେ ଏହା ବହୁତ ସୁଫଳ ମିଳିଥାଏ। ଏହି ଗଛକୁ ବହୁତ ଆଦର ଯତ୍ନ ନେବା ଦ୍ବାରା ଘରେ ସୁଖ ସମୃଦ୍ଧି ଘଟାଇ ଥାଏ। ଏବଂ ବନ୍ଧୁଗଣ ଏହା ମଧ୍ୟ ଧ୍ୟାନ ଦେବେକି ଏହି ଗଛଟିକୁ କେବେବି ଶୁଖିବାକୁ ଦେବେ ନାହିଁ। କାରଣ ଏହି ଗଛଟି ଶୁଖିଯିବା ଘର ପାଇଁ ବହୁତ ଅଶୁଭ ହୋଇଥାଏ।

କଦଳୀ ଗଛ। ବନ୍ଧୁଗଣ ଯଦି ଭଗବାନ ବିଷ୍ଣୁଙ୍କ ସମେତ ମା ଲକ୍ଷ୍ମୀଙ୍କର ମଧ୍ୟ ଏହି କଦଳୀ ଗଛ ଅତି ପ୍ରିୟ ଅଟେ। ଯେଉଁମାନଙ୍କର ବୃହସ୍ପୋତି ଗ୍ରହ ଖ-ରାପ ଚାଲୁଥାଏ ସେମାନେ ଗୁରୁବାର ଦିନ ଉପବାସ ରହି ଏହି କଦଳୀ ଗଛକୁ ଘରେ ଲଗାଇ ପୁଜା କରିବା ଦ୍ବାରା ସେମାନଙ୍କର ବୃହସ୍ପୋତି ଗ୍ରହ ମଜବୁତ ହୋଇଥାଏ। ଏବଂ ସେମାନଙ୍କ ଉପରେ ବୃହସ୍ପୋତି ଗ୍ରହଙ୍କର କୃପା ମିଳିଥାଏ। ଏହା ବ୍ୟତିତ ଧନ ଐଶର୍ଯ୍ୟ ଓ ବୈଭବ ପ୍ରାପ୍ତି ମଧ୍ୟ ମିଳିଥାଏ। ଯଦି ଆପଣ ଘରର ଚତୁରଦିଗରେ ଏହି ଗଛ ଲଗାନ୍ତି ତେବେ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ।ଏହା ପ୍ରୟାସ କରନ୍ତୁ କି ଗୁରୁବାର ଦିନକୁ ଆପଣ ଆପଣଙ୍କର ଘରକୁ କଦଳୀ ଗଛ ଲଗାଇବା ପାଇଁ।

ନଡିଆ ଗଛ। ବନ୍ଧୁଗଣ ଅନେକ ଲୋକଙ୍କୁ ଏହା ଜଣା ନଥାଏ କି ନଡିଆ ଗଛ ଘରକୁ ନାକା-ରାତ୍ମକ ପ୍ରଭାବକୁ ପ୍ରବେଶ କରିବାକୁ ଦିଏ ନାହିଁ। ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଘରେ ନଡିଆ ଗଛ ଥାଏ ସେହି ଘରେ କୌଣସି ବି ଅମଙ୍ଗଳକାରୀ ଘ-ଟଣା ଘଟି ନଥାଏ। ଏହା ଛଡ଼ା ଘରେ ଧନ ସୁଖ ଶାନ୍ତି ବଜାୟ ରହିବା ସହିତ ଘରର ସାମ୍ନାରେ ନଡିଆ ଗଛ ନିଶ୍ଚିତ ଲଗାନ୍ତୁ।

ତୁଳସୀ ଗଛ। ବନ୍ଧୁଗଣ ତୁଳସୀ ଗଛଟିଏ ଯେତିକି ପବିତ୍ର ପାବନ କରିଥାଏ ସେତିକି ଉପକାରୀ ମଧ୍ୟ ହୋଇଥାଏ। ମାନ୍ୟତା ଅଛି କି ତୁଳସୀ ଗଛ ମା ଲକ୍ଷ୍ମୀଙ୍କର ଅନ୍ୟ ଏକ ରୁପ ହୋଇଥାଏ। ଯେଉଁ ଘରେ ତୁଳସୀର ବୃକ୍ଷ ସଠିକ ସ୍ଥାନରେ ଥାଇ ସଠିକ ଭାବରେ ପୁଜା ପାଇଥାଏ ସେହି ଘରେ କେବେବି ଧନର ଅଭାବ ଦେଖା ଦେଇନଥାଏ। ଖାଲି ଏତିକି ନୁହେଁ ଜେବେବି ଆପଣଙ୍କ ଘର ଉପରକୁ କୌଣସି ବି-ପଦ ଆସିଥାଏ ଆପଣଙ୍କୁ ତାହାର ସଂକେତ ଦେବା ସହିତ ଆପଣଙ୍କୁ ସେହି ବିପଦରୁ ରକ୍ଷା କରିଥାଏ। କାହିଁକିନା ବି-ପ-ଦ ଆସିବା ପୁର୍ବରୁ ତୁଳସୀ ଗଛ ଝାଉଁଳିବାକୁ ଲାଗିଥାଏ।

ଅଶ୍ଵଗଦ୍ଧା ଗଛ। ବନ୍ଧୁଗଣ ଏହି ଅଶ୍ଵଗଦ୍ଧା ଗଛ ଘରେ ସୁଖ ସମୃଦ୍ଧି ଆଣିଥାଏ। ଏହା ଦ୍ବାରା ଏହି ଗଛର ଅନେକ ଔଷଧୀୟ ଗୁଣ ମଧ୍ଯ ରହିଛି।ସେଥି ପାଇଁ ଅଶ୍ଵଗଦ୍ଧା ଗଛର ଫଳ ଘରେ ରଖିବାକୁ ଶୁଭ ମାନି ଥାନ୍ତି।

ଶ୍ୱେତ ଅପରାଜିତା ଫୁଲ ଗଛ। ବନ୍ଧୁଗଣ ଧନ ଲକ୍ଷ୍ମୀଙ୍କୁ ଆ-କ-ର୍ଷିତ କରିବାରେ ଏହି ଗଛ ଅତ୍ୟନ୍ତ କ୍ଷ-ମ-ତା ରଖିଥାଏ। ଏହାର ଅନ୍ୟ ନାମ ବିଷ୍ଣୁ କାନ୍ତା, ବିଷ୍ଣୁ ପ୍ରିୟା ମଧ୍ୟ ଅଟେ। ଏହି ଗଛ ଘରେ ରହିବା ଅତ୍ୟ-ନ୍ତ ଶୁଭ ହୋଇଥାଏ।

ରଜନୀଗଦ୍ଧା ଗଛ। ବନ୍ଧୁଗଣ ରଜନୀଗଦ୍ଧାର ଗଛ ସମଗ୍ର ଭାରତରେ ଦେଖିବାକୁ ମିଳିଥାଏ। ଏହି ଗଛଘରକୁ ସୁଖ ସମୃଦ୍ଧି ଆଣିବା ସହିତ ମା ଲକ୍ଷ୍ମୀଙ୍କୁ ଆକ-ର୍ଷିତ କରିଥାଏ।

ବନ୍ଧୁଗଣ ଏହିସବୁ ଗଛ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହେବା ସହିତ ଘରକୁ ଧନ ସୁଖ ସମୃଦ୍ଧି ଆଣିବାରେ ସହାୟକ ହୋଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *