ଦିବ୍ୟାଙ୍ଗ ଛାତ୍ର ର ସ୍ୱପ୍ନ ପାଇଁ ୫୧ ଥର ପାହଡ ଚଢିଲେ। ଏମିତି ଗୁରୁ ଭାଗ୍ୟରେ ଥିଲେ ମିଳନ୍ତି…

ଜୀବନ ରେ ଖୁବ କମ୍ ଲୋକ ଏମିତି ମିଳନ୍ତି ଯିଏ ତୁମର ସ୍ବପ୍ନ କୁ ନିଜର ସ୍ବପ୍ନ ବୋଲି ଭାବି ସାଥୀରେ ଚାଲିଥାନ୍ତି। ଏବଂ ହଁ ଯଦି ଆପଣଙ୍କୁ ଏମିତି ମଣିଷ ମିଳି ଯାଇଛନ୍ତି ତ ଖୁବ ଶିଘ୍ର ଆପଣଙ୍କ ସ୍ବପ୍ନ ପୁରଣ ହେବାକୁ ଯାଉଛି। ଯେମିତି ଏହି ଛାତ୍ର ସହିତ ହୋଇଛି। ଘଟଣା ଗ୍ରୀସ୍ ର। ଯେଉଁଠି ଏକ ଏରଥଲୀଟ ମାରିଅସ୍ ଜିନିକଉ ନିଜର ୨୨ ବର୍ଷୀୟ ଦ୍ବିବ୍ୟାଙ୍ଗ ଛାତ୍ର ଙ୍କୁ ନେଇ ଯାହା କଲେ ତାକୁ ନେଇ ବହୁତ ଲୋକ ସୌଲୂଟ ମାରୁ ଛନ୍ତି।

View this post on Instagram

Με την Ελευθερία θα προσπαθήσουμε να ανέβουμε την επόμενη εβδομάδα στην ψηλότερη κορυφή της Ελλάδας, κουβαλώντας την στην πλάτη με ένα ειδικά τροποποιημένο σακίδιο. Αν το καταφέρουμε θα γίνει ο πρώτος άνθρωπος με αναπηρία που θα δει την Ελλάδα από το πιο ψηλό σημείο της. Για μένα όλοι οι αγώνες του κόσμου , τα μετάλλια και οποίες διακρίσεις μέχρι τώρα είναι πολύ λίγα μπροστά σε αυτόν τον σκοπό. Προσωπικά νιώθω πιο έτοιμος από ποτέ για κάτι τέτοιο και ευχαριστώ πολύ την Ελευθερία που δίνει την ευκαιρία να γίνω καλύτερος άνθρωπος και να μου υπενθυμίσω αυτό που ξεχνάμε όλοι μας συχνά : ότι την ζωη πρέπει να την ζούμε χωρίς φόβο . 10 days left #mtolympus

A post shared by Marios Giannakou (@marios_giannakou) on

ସେପ୍ଟେମ୍ବର ର ମାସ ଥିଲା। ଯେତେବେଳେ ମାରିଅସ ପ୍ରଥମ ଇଲଥେରିଆ (ବାୟୋଲୋଜୀ ଛାତ୍)ର ଙ୍କ ସହ ଦେଖା ହୋଇଥିଲ। ଏହି ଦେଖାରେ ଛାତ୍ର ତାଙ୍କୁ କହିଲେ କି ସେ ସବୁବେଳେ ମାଉ୍ନଟ ଓଲିମ୍ପୁସ୍ ରେ ଚଢିବାକୁ ଛାହୁଁଛନ୍ତି। ପୁଣି କିଛି ମାସ ପରେ ମାରିଅସ ନିଷ୍ପତି ନେଲେ ଯେ ସେ ତା ଙ୍କ ଛାତ୍ର ର ସ୍ବପ୍ନ ପୁରା କରିବେ।

https://www.instagram.com/p/CGATld0gz7o/?utm_source=ig_web_copy_link

ଏହା ପରେ ମାରିଅସ ଇନ୍ଷ୍ଟାଗ୍ରାମ ରେ ପାହାଡ ଛଢିବାର ଉପାୟ ପ୍ରକାଶିତ କଲେ। ଏବଂ ଫର୍ଲ୍ବୋସ୍ ଙ୍କୁ କହିଲେ କି ତାଙ୍କ ଛାତ୍ର ଇଲଥେରିଆ ଏତେ ଉପରେ ପହଁଚିବା ପ୍ରଥମ ଦ୍ବିବ୍ୟାଙ୍ଗ ହେବେ। ଯେତେବେଳେ ପାହାଡ ଚଢିବା ସମୟ ଆସିଲା ତ ସେତେବେଳେ ସେ ଇଲଥେରିଆ ଙ୍କୁ ନିଜ କାନ୍ଧ ରେ ଲଦି ଲେ ଯାହାପାଇଁ ଇଲଥେରିଆ ଗୋଟିଏ ବ୍ୟାଗ୍ ବନି ଯାଇଥିଲେ।

https://www.instagram.com/p/CGQAvl9guui/?utm_source=ig_web_copy_link

ଅକ୍ଟୋବର ୫ ସକାଳ ୯.୦୨ ରେ ଦୁଇ ଜଣ ମାଉନ୍ଟ ଓଲିମ୍ପୁସ୍ ସବୁଠାରୁ ଉଚ୍ଚା ମାଉନ୍ଟ ମେଟିକାସ୍ ରେ ପହଁଚିଲେ। ଏହା ପୂର୍ବ ରୁ ସେମାନେ ୨,୪୦୦ ମିଟର ଉଚ୍ଚତା ରେ ବିଶ୍ରାମ ନେଇଥିଲେ। ଏବଂ ତା ପର ସକାଳେ ୨,୯୧୮ ମିଟର ସ୍ଥିତ ଉଚ୍ଚତା ରେ ଥିବା ମାଉନ୍ଟ ମେଟିକାସ୍ ଯାଏ ଚଢିଥିଲେ। କୁହାଯାଉଛି ଯେ ସେ ୧୦ ଘଣ୍ଟା ରେ ପାହାଡ ଚଢିବା ଶେଷ କରିଛନ୍ତି। ରିର୍ପୋଟ ଅନୁସାରେ ମାରିଅସ୍ ତାଙ୍କ ଜୀବନରେ ୫୦ ଥର ମାଉଉନ୍ଟ ଓଲିମ୍ପୁସ୍ ରେ ଚଢି ସାରିଛନ୍ତି। କିନ୍ତୁ ନିଜ ଛାତ୍ର ପାଇଁ ସେ ୫୧ ଥର ବି କରିଦେଲେ। ଯାହାକୁ ଜାଣି ତାଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇ ଯାଇଥିଲେ।

https://www.instagram.com/p/CF6nE3RAn-h/?utm_source=ig_web_copy_link

ଏମିତି ମହାନ ଗୁରୁଙ୍କ ପାଇଁ ହୃଦୟରୁ ଗୋଟିଏ ଲାଇକ ସହିତ କମେନ୍ଟ ଏବଂ ଶେୟାର କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *