କ’ଣ ଆପଣ ମଧ୍ୟ କ୍ଷୀର ପ୍ୟାକେଟ କିଣି ନେଇ କରୁଛନ୍ତି ବ୍ୟବହାର? ଯଦି ହଁ ତେବେ ଏହି ଖବର ପର ଠାରୁ ଆପଣ ଆଉ ଏହା କରିବେ ନାହିଁ। ସୋଶିଆଲ ମିଡିଆରେ ର୍ତୁକୀ ରୁ ଏକ କ୍ଷୀର ଫ୍ୟାକ୍ଟ୍ରିରୁ ଏମିତି ଘୃଣନିୟ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଚମକି ପଡିବେ ଏବଂ ଏହା ପରେ ଏହି ପ୍ୟାକେଟ କୁ କିଣିବେ ନାହିଁ। ଏହି ଫ୍ୟାକ୍ଟ୍ରିରେ ଲେବର ମାନେ କ୍ଷୀର ଟ୍ୟାବ ରେ ଗାଧଉ ଥିବାର ନଜର ଆସିଛନ୍ତି। ଏହା ପରେ ଏହି କ୍ଷୀର କୁ ପ୍ଲାଷ୍ଟିକ ରେ ପ୍ୟାକ କରି ମାର୍କେଟ କୁ ପଠାଯାଏ। ବର୍ତ୍ତମାନ ଫ୍ୟାକ୍ଟ୍ରିର ଭିଡିଓ ଭାଇରାଲ ହେବା ପରେ କମ୍ପାନୀ ସଫେଇ ଦେଇ କହିଛି କି ଲେବର ମାନେ ଏହି କମ୍ପାନୀ କୁ ବଦନାମ କରିବା ପାଇଁ ଏମିତି ଭିଡିଓ ବନେଇ ଭାଇରାଲ କରୁଛନ୍ତି। ପ୍ରକୃତ ରେ ସେମାନେ କ୍ଷୀର ରେ ନୁହେଁ ସର୍ଫ ଏବଂ ପାଣି ରେ ଗାଧଉ ଥିଲେ। ଟିକ୍ ଟକ୍ ରେ ବର୍ତ୍ତମାନ ଏହି ଭିଡିଓ କୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି।
ଏହି ଭିଡିଓ ର୍ତୁକୀ ର ସେଣ୍ଟ୍ରାଲ ଅନଟୋଲିଅନ ପ୍ରାନ୍ତି ର କୋନ୍ୟା ରେ ବନା ହୋଇଛି। ଏହି ଭିଡିଓ ରେ ଜଣେ ବ୍ୟକ୍ତି କ୍ଷୀର ଭରା ଏକ ଟ୍ୟାବ ରେ ଗାଧଉ ଥିବାର ନଜର ଆସିଛନ୍ତି।ବ୍ୟକ୍ତି ଜଣକ ଏହି ଭିଡିଓ ବନେଇ ନିଜର ଟିକ୍ ଟକ ଆକାଉଣ୍ଟ ରେ ସେୟାର କରିଥିଲେ।
ସେହି ଭିଡିଓ ସେ ବ୍ୟକ୍ତି ଜଣଙ୍କ ର ପରିଚୟ ମିଳିଥିଲା। ସେ ହେଉଛନ୍ତି ଏମରେ ସାୟର। ପୋଲିସ ତାଙ୍କୁ ଗିରଫ କରି ନେଇଛି। କୁହାଯାଉଛି କି ଏମରେ ଏହି କମ୍ପାନୀ କୁ ବଦନାମ କରିବା ପାଇଁ ଏମିତି କରିଛନ୍ତି। ଟିକ୍ ଟକ ୟୁଜର ଉଗୂର ତୁର୍ଗୁତ ଏବଂ ସାୟର ଫେକ୍ଟ୍ରି ର ପ୍ରୋସେସିଙ୍ଗ ଫୁଟେଜ ରେ ଦେଖାଗଲେ। ସେମାନେ ଜଗ ରେ ଟ୍ୟାବ ରେ କ୍ଷୀର ପରି କିଛି ଲିକ୍ୟୁଡି ଢାଳି ଏବଂ ଏହାକୁ ନିଜ ମୁହଁ ରେ ଘସିବା ର ନଜର ଆସିଥିଲା।
ଭିଡିଓ ଭାଇରାଲ ହେବା ପରେ ସାୟର ଏବଂ ତୁର୍ଗୁତ ଦୁଇ ଜଣଙ୍କୁ ଆରେଷ୍ଟ କରାଯାଇଛି। ଦୁଇ ଜଣଙ୍କୁ ଅନହାଇଜିଙ୍ଗ ଭାଇରାଲ କରିଥିବାରୁ ଆରେଷ୍ଟ କରାଯାଇଛି। ପ୍ରୋସେସିଙ୍ଗ ରୂପ ରେ ଫ୍ୟାକ୍ଟ୍ରିର ସେହି ର୍ପାଟ ରହିଥାଏ ଯେଉଁଠି କ୍ଷୀର ଫୋପାଡି ଆଗକୁ ବଢାଇବା ଯାଇଥାଏ।
ଭିଡିଓ ଭାଇରାଲ ହେବାପରେ ଫ୍ୟାକ୍ଟ୍ରି ଏହି ବିଷୟରେ ସଫେଇ ଦେଇଛି କି ସେ ଦୁଇ ଜଣ ଯେଉଁ ଟ୍ୟାବ ରେ ଗାଧୋଉ ଥିବାର ଦେଖିଲେ ସେ କ୍ଷୀର ଟ୍ୟାବ ନୁହେଁ। ସେ ସର୍ଫ ଏବଂ ପାଣି ର ମିଶ୍ରଣ ଥିଲା ଯାହା କ୍ଷୀର ପରି ଦିସୁଛି।
ପୋଲିସ ମଧ୍ୟ ପଛରେ କନର୍ଫମ ହେଲା କି ଏହା ସତ୍ୟ ଯେ କମ୍ପାନୀ କୁ ବଦନାମ କରିବା ପାଇଁ ଏହି ଭିଡିଓ ଭାଇରାଲ କରାଯାଇଥିଲା। ଅଲୀ ଇରଗୀନ , ଯିଏ କୋନ୍ୟା ର ଡାଇରେକ୍ଟୋରେଟ ଅଫ ଏଗ୍ରିକ୍ଲଚର ଆଣ୍ଡ ଫରେସ୍ରି ର ହେଡ ଅଟନ୍ତି। ସେ କହିଛନ୍ତି ଘଟଣା ର ଜାଞ୍ଚ ନ ସରିବା ଯାଏ ଫ୍ୟାକ୍ଟ୍ରି ବନ୍ଦ କରାଯାଇଛି।
ଏହା ପ୍ରଥମ ନୁୁହେଁ କି ଫ୍ୟାକ୍ଟ୍ରି ଓ୍ବାର୍କର ଏହି ପ୍ରକାରର ହରକତ କରି ଫ୍ୟାକ୍ଟ୍ରିର ନାମ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଏହା ପୂର୍ବରୁ ଆଉ ଏକ ଭିଡିଓ ଇକ୍ବାଡୋର ରୁ ସାମ୍ମନା କୁ ଆସିଥିଲା। ଏକ ଲେବର ସେହି ଫ୍ୟାକ୍ଟ୍ରିର ବ୍ରେଡରେ ନିଜର ନାକର ମଳି କୁ ମିଶାଇ ଦେଇଥିଲା।
ଇକ୍ବାଡୋର ଏହି ଘଟଣା ପରେ ସେହି ବ୍ୟକ୍ତି ଜଣଙ୍କୁ ଆରେଷ୍ଟ କରାଯାଇଥିଲା ଏବଂ ସେହି ଅନୁସାରେ ତାକୁ ସଜା ମଧ୍ୟ ଦିଆ ହୋଇଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।