ଛାଡପତ୍ର ନେଇଥିବା ସ୍ତ୍ରୀ ହ୍ରିତିକ ରୋଶନଙ୍କୁ ଅତ୍ୟନ୍ତ ଖାସ ରୂପରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ

ମୁମ୍ବାଇ ; ହ୍ରିତିକ ରୋଶନଙ୍କୁ ୪୭ ବର୍ଷ ବୟସ ହୋଇଗଲାଣି। ଏହି ସମୟରେ ବଲିଉଡର ସେଲିବ୍ରେଟିଙ୍କ ସହିତ ସୋଶିଆଲ ମିଡିଆରେ ଫ୍ୟାନ୍ସ ମାନେ ବାର୍ଥଡେ ଓ୍ବିସ କରିଛନ୍ତି। ଏହି ମଧ୍ୟରେ ହ୍ରିତିକ ରୋଶନଙ୍କ ଏକ୍ସ ଓ୍ବାଇଫ ସୁଜୈନ ଖାନ ମଧ୍ୟ ତାଙ୍କୁ ଜନ୍ମ ଦିନର ବଧାଇ ଦେଇଛନ୍ତି। ସୁଜୈନଙ୍କ ପୋଷ୍ଟ ସମସ୍ତଙ୍କ ଠାରୁ ଅଲଗା ଏବଂ ଖାସ ଅଟେ। ନିଜର ପୋଷ୍ଟ ସହିତ ସୁଜୈନ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି , ଭିଡିଓରେ ହ୍ରିତିକ ଏବଂ ତାଙ୍କ ଦୁଇ ପୁଅଙ୍କୁ ଦେଖିବାକୁ ମିଳିଛନ୍ତି।

ଏହି ଭିଡିଓକୁ ସୁଜୈନ ସେୟାର କରି ଲେଖିଛନ୍ତି , ଜନ୍ମଦିନର ବହୁତ ବହୁତ ଶୁଭକାମନା Rye। ୨୦୨୧ ତୁମ ପାଇଁ ବହୁତ ଶୁଭ ହେଉ। ସୁଜୈନଙ୍କ ଏହି ଭିଡିଓରେ ହ୍ରିତିକ ନିଜର ଦୁଇ ପୁଅ ଋହାନ ଏବଂ ଋଦାନଙ୍କ ସହ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି।

Google

ସୁଜୈନ ଏବଂ ହ୍ରିତିଙ୍କ ବାଟ ବହୁତ ବର୍ଷ ପୂର୍ବେ ଅଲଗା ହୋଇଯାଇଛି କିନ୍ତୁ ଦୁଇ ଜଣ ଆଜି ମଧ୍ୟ ବହୁତ ଭଲ ସାଙ୍ଗ ଅଟନ୍ତି। ସୁଜୈନ ହ୍ରିତିକଙ୍କ ଠାରୁ ଅଲଗା ହେବାର ନିସ୍ପତି ନେଇଥିଲେ ସତ କିନ୍ତୁ ଆଜି ମଧ୍ୟ ତଙ୍କ ନଜରରେ ହ୍ରିତିକ ତାଙ୍କ ପିଲାଙ୍କର ସବୁଠାରୁ ଭୟ ବାପା ଅଟନ୍ତି।

ସୁଜୈନ ଏବଂ ହ୍ରିତିକଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା କିନ୍ତୁ ୧୪ ବର୍ଷ ପରେ ୨୦୧୪ ତାଙ୍କର ତଲାଖ ହୋଇଯାଇଥିଲା। ସେମାନେ ଅଲଗା ହେବା ସମୟରେ ବହୁତ ପ୍ରକରର କାରଣ କୁହାଯାଉ ଥିଲା କିନ୍ତୁ ତା ଭିତରୁ କେଉଁଟି ସତ ଜଣା ନଥିଲା। ବର୍ତ୍ତମାନ ସେମାନେ ଛିଡପତ୍ର ପରେ ମଧ୍ୟ ଭଲ ସାଙ୍ଗ ଏବଂ ନିଜ ପିଲା ମାନଙ୍କ ପାଇଁ ସେମାନେ ଏକାଠି ଏନଜୟ କରନ୍ତି।

ସୁଜୈନ କିଛି ବର୍ଷ ପୂର୍ବେ ହ୍ରିତିକଙ୍କ ସହିତ ଛାଡପତ୍ରର କାରଣ କହିଥିଲେ। ଏକ ଇଣଟରବ୍ୟୁରେ ସଜୈନ ଛାଡପତ୍ରର କେତେକ କାରଣ କହିଥିଲେ। ସେ କହିଥିଲେ ଆମେ ଲାଇଫର ଏମିତି ଷ୍ଟେଜକୁ ଆସି ଯାଇଥିଲୁ କି ଏବେ ଏକାଠି ରହିବା ଅସମ୍ଭବ ଅଟେ। କାରଣ ଥିଲା କି ମିଛ ସାହାରାରେ ଆମେ ଦୁଇ ଜଣ ଏକାଠି ରହି ପାରିବୁ ନାହିଁ।

Google

ସୁଜୈନ ଆଗକୁ କହିଥିଲେ କି ଆମ ଭିତରେ ଯେତେ ବି ମତ ଭେଦ ରହୁନା କାହିଁକି ଆମେ ଆମ ପିଲା ଉପରେ ଏହାର ପ୍ରଭାବ ପକାଉ ନାହିଁ। ଆମର ଚେଷ୍ଟା ପିଲାଙ୍କୁ ଭଲ ଶିକ୍ଷା ଦେବାର , ଏଥିପାଇଁ ଆମେ ଦୁଇ ଜଣ ପରସ୍ପରକୁ ସମ୍ମାନ ଦେଇଥାଉ।

ସୁଜୈନ ଏକ ଇଣ୍ଟିଳିୟର ଫେମସ ଡିଜାଇନର ଅଟନ୍ତି। ଅଭିନେତ୍ରୀ ନ ହେଇଥିଲେ ବି ସେ ତାଙ୍କର ଗ୍ଲାମରେସ ଲୁକ ପାଇଁ ବହୁତ ଫେମସ ଅଟନ୍ତି। ତାଙ୍କର ଫ୍ୟାନ୍ସ ଫର୍ଲୋସ ମଧ୍ୟ କୌଣସି ହିରୋଇନ ଠାରୁ ମଧ୍ୟ କମ ନୁହଁ।

ସୁଜୈନ ଇଣ୍ଟିରିୟର ଡିଜାଇନର ପାଠ ଆମେରିକାରର ବ୍ରୁକ୍ସ କଲେଜରେ ପଢିଥିଲେ। ସେ ତାଙ୍କର କାରିୟରର ଆରମ୍ଭ ୧୯୯୬ ମସିହାରେ କରିଥିଲେ। ଏହାପରେ ସେ ଲମ୍ବା ସମୟ ପର୍ଯ୍ୟନ୍ତ କେତେକ ଫେମସ ବ୍ରାଣ୍ଡ ଏବଂ ଈ-କମର୍ସ କମ୍ପନୀ ପାଇଁ କାମ କରିଥିଲେ।

Google

ସୁଜୈନ ଏକ ଇଣ୍ଟରବ୍ୟୁରେ ତାଙ୍କର କାରିଅର ବିଷୟରେ କହିଥିଲେ କି ସେ ଯେତେବେଳେ ପାଞ୍ଚ ବର୍ଷର ଥିଲେ ସେତେବେଳେ ଠାରୁ ତାଙ୍କର ଡିଜାଇନଙ୍ଗ ପାଇଁ ର୍ଦୁବଳତା ଥିଲା। ମୋ ମା ସେହି ଦିନରେ ଇଣ୍ଟିରିୟର ଡିଜାଈନିଙ୍ଗରେ ଗଭୀର ରୂଚି ରଖିଥିଲେ। ମୁଁ ତାଙ୍କ ସହ ସାଇଟକୁ ଯାଉଥିଲି। ମତେ ସେ ରଙ୍ଗର ଦୁନିଆ ଭଲ ଲାଗୁଥିଲା।

Leave a Reply

Your email address will not be published. Required fields are marked *