ଡାଇନସର ସବୁଦିନ ପାଇଁ ଏକ ରହସ୍ୟ ହୋଇ ରହିଛି। ବୈଜ୍ଞାନିକ ମାନେ ଏମାନଙ୍କର ଉତ୍ପତିର ସନ୍ଧାନ ଜାଣିବା ପାଇଁ ଚେଷ୍ଟା କରି ଆସୁଛନ୍ତି। ଏକ ରିସର୍ଚରେ ଉଡୁଥିବା ଡାଇନସର ମାନଙ୍କ ବଂଶଜର ସନ୍ଧାନ ମିଳିଛି। ଉଡୁଥିବା ଡାଇନସରଙ୍କୁ ଟେରୋସୋର କୁହାଯାଏ। ଗୋଟିଏ ସୟମ ଏପରି ଥିଲା , ଯେତେବେଳେ ଆକାଶରେ ଟେରୋସୋର ମାନଙ୍କର ରାଜ ଚାଲିଥିଲା। ଏମାନଙ୍କ ଉତ୍ପତିର କାହାଣୀ ଟ୍ରିୟାସିକ କାଳରୁ ଆରମ୍ଭ ହୋଇଛି। ଏହି ସରିସୃପ ଗ୍ରୁପର ଜୀବ ଥିଲେ। ଲୈଗରପେଟିଡ ସର୍ବ ପ୍ରଥମେ ପାଖାପାଖି ୨୩ କୋଟି ୭୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀକୁ ଆସିଥିଲେ। ଏହା ଛୋଟ ଆକାରର ଦୁଇଟି ପାଦ ଥିବା ଜୀବ ଅଟନ୍ତି। ଯିଏ ପୋକ ଖାଇଥାନ୍ତି , କିନ୍ତୁ ଏମାନେ ଉଡି ପାରନ୍ତି ନାହିଁ।
ଲୈଗରପେଟିଡ ଗ୍ରୁପର ଜୀବାଶ୍ମ ଆମେରିକା, ଆର୍ଜେଟିନା, ବ୍ରାଜିଲ ଏବଂ ମୈଡାଗାସ୍କର ରେ ମିଳିଥିଲା। ରିସର୍ଚରେ କୁହାଯାଉଛି କି ଲୈଗରପେଟିଡ ସର୍ବ ପ୍ରଥମେ ପାଖାପାଖି ୨୩ କୋଟି ୭୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀକୁ ଅସ୍ତିତ୍ବରେ ଆସିଥିଲେ।
ଲୈଗରପେଟିଡ ଦେଖିବାକୁ ବହୁତ ଛୋଟ ଏବଂ ତାଙ୍କର ଦୁଇଟି ଗୋଡ ଥିଲା। ଏମେନେ ପୋକ, ଜୋକ ଖାଇ ନିଜର ଜୀବନ ଜାପନ କରୁଥିଲେ। ଏମେନେ ଉଡି ପାରୁ ନଥିଲେ କିନ୍ତୁ ପରେ ଜୀବନର କ୍ରମିକ ବିକାଶରେ ଏମାନେ ଟେରୋସୋରରେ ବଦଳି ଗଲେ।
ରୋସୋର ପୃଥିବୀର ପ୍ରଥମ ଉଡୁଥିବା ଓ୍ବର୍ଟିବରେଟ ବା ମେରୁଦଣ୍ଡ ଥିବା ଜୀବ ବୋଲି କୁହାଯାଏ। ଚେମେରି ଏମାନଙ୍କର ବଂଶଜ ଅଟନ୍ତି।
ଏହି ସମନ୍ଧରେ ନେଚର ଜର୍ନଲରେ ବ୍ୟୁନସ ଆୟର୍ସ ସ୍ଥିତି ଅର୍ଜେଟାଇନ ମ୍ୟୁଜିୟମ ଅଫ ନେଚୁରାଲ ସାଇଂସେସ ର ଜୀବାଶ୍ମ ବିଜ୍ଞାନୀ ମାର୍ଟିନ ଇଜକୂରାର ଏକ ରିସର୍ଚ ପବ୍ଲିଶ ହୋଇଛି। ଟେରୋସୋରର ଜୀବାଶ୍ମ ୧୮ ବିଂଶ ସପ୍ତାଦ୍ଧୀରେ ସାମ୍ମନାକୁ ଆସିଥିଲା।
ଟେରାସୋରର ଜୀବାଶ୍ମ ୨୨ କୋଟି ବର୍ଷ ପୁରୁଣା ମନା ଯାଇଥାଏ। ରିସର୍ଚରେ ଏହାର ପର ବ୍ୟତିତ ଖପୁରୀର ୩୩ଟି ବିଶେଷତା ର ସନ୍ଧାନ ପାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।