ଏହି କୁକୁରଟି ଜଗୁଆଳୀ କାମ କରେ । ଗାଡି ଆସିଲେ ଫାଟକ ଖୋଲିଥାଏ ଏବଂ ପ୍ରବେଶ କରିବା ପୂର୍ବରୁ ରେଜି-ଷ୍ଟ-ର କରିଥାଏ । ଦେଖନ୍ତୁ video

ସୋସିଆଲ ମିଡିଆରେ କେବେକେବେ କୁକୁରମାନଙ୍କର ସୁନ୍ଦର ଏବଂ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ । କୁକୁର ଯେତେ ସୁନ୍ଦର ସେତେ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଘରେ ପାଳିତ କୁକୁର ସର୍ବଦା ମାଲିକଙ୍କର ଯତ୍ନ ନେଇଥାନ୍ତି । କୁକୁରମାନଙ୍କ ମସ୍ତିଷ୍କ ଏତେ ତୀକ୍ଷ୍ଣଣ ହୋଇଥାଏ ଯେ ସେ ଜାଣି ନିଅନ୍ତି କିଏ ଘରର ସଦସ୍ୟ ଆଉ କିଏ ନୁହେଁ ? ସେଥିପାଇଁ ଯେବେ ବାହାରଲୋକ ଘରକୁ ଆସନ୍ତି ସେ ଜୋ-ରରେ ଭୋ-କିବାକୁ ଲାଗନ୍ତି ।

ଘର ଜଗୁଥିବା କୁକୁର ବିଷୟରେ ତ ସମସ୍ତେ ଯାଣିଛନ୍ତି କିନ୍ତୁ ଆପଣ କେବେ କୁକୁରକୁ ଜଗୁଆଳୀ କାମ କରିବାର ଦେଖିଛନ୍ତି କି ? ଏହି କଥା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହୋଇଛି ତାହା ଦେଖି ଆପଣଙ୍କୁ ବିଶ୍ୱାସ ହୋଇଯିବ ଯେ କୁକୁର ବି ଜଗୁଆଳୀ କାମ କରୁଛନ୍ତି ।

ଇଣ୍ଟରନେଟରେ ଏକ ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ କୁକୁର ଜଗୁଆଳୀ କାମ କରୁଥିବାର ନଜର ଆସୁଛି । ଏହି ଭିଡିଓରେ ଆପଣ ଦେଖିପାରିବେ କି କୁକୁରଟି ଜଗୁଆଳୀ ୟୁନିଫର୍ମରେ ଫାଟକ ନିକଟରେ ବସିଛି । କିଛି ସମୟପରେ ଏକ ଗାଡି ଆସିବାପରେ କୁକୁର ଫାଟକ ଖୋଲେ, ଗାଡି ଟିକେ ଭିତରକୁ ଆସି ଅଟକିଯାଏ । କୁକୁରଟି ଗାଡି ନମ୍ବରକୁ ଦେଖେ,ଫେରିଆସି ରେଜିଷ୍ଟର ଉଠାଏ ଏବଂ ଗାଡ଼ିରେ ବସିଥିବା ଲୋକଟିକୁ ନିକଟକୁ ପ୍ରବେଶ କରିବା ପାଇଁ ରେଜିଷ୍ଟର ନେଇଯାଏ । ପୁନଃ ରେଜିଷ୍ଟରକୁ ତା ସ୍ତାନକୁ ନେଇ ଆସିଥାଏ ।

ଇଣ୍ଟରନେଟରେ ଏହି ଭିଡ଼ିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ 2 ଲକ୍ଷଥର ଦେଖାଯାଇ ସରିଛି । ଭିଡ଼ିଓ ଦେଖି ଲୋକମାନେ କୁକୁରକୁ ପ୍ରଶଂସା କରିଛନ୍ତି ଏବଂ ବହୁତ କମେଣ୍ଟ ମଧ୍ୟ କରିଛନ୍ତି । ଏହା ସହିତ ଲୋକମାନେ ନିଜନିଜ ଭିତରେ ଏହି ଭିଡ଼ିଓକୁ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *