କୁକୁରକୁ ଘରେ ଏକାକି ଛାଡ଼ି ବୁଲିବାକୁ ଯାଇଥିଲେ ଘରଲୋକ, ତେବେ ପୋଷା କୁକୁର କଲା କିଛି ଏଭଳି – ଦେଖନ୍ତୁ video

ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବୁଝିପାରିବେ କି କୁକୁର ନିଜର ମାଲିକ ପ୍ରତି କେତେ ପ୍ରେମ ରହିଛି ଏବଂ ସେ ସବୁକିଛି ବୁଝୁଛନ୍ତି। ଏହି ଭିଡିଓ ବହୁତ ମଜାଳିଆ ଅଟେ ଏବଂ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

କୁକୁରକୁ ସମସ୍ତେ ପସନ୍ଦ କରନ୍ତି:-

ସୋସିଆଲ ମିଡ଼ିଆରେ ପ୍ରାୟ ସମୟରେ କୁକୁର ମାନଙ୍କର ମଜାଳିଆ ଓ ପ୍ୟାରା ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଆମର ଦିନ ସାରିଯାଇଥାଏ। କୁକୁରକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ କୁକୁର ମାନେ ମାଲିକ ମାନଙ୍କର ବିଶ୍ୱସ୍ତ ହୁଅନ୍ତି। ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଆପଣ ଦେଖି ବୁଝିପାରିବେ ଯେ, କୁକୁର ନିଜର ମାଲିକ ପ୍ରତି କେତେ ପ୍ରେମ ରହିଛି ଏବଂ ସେ ସବୁକିଛି ବୁଝୁଛନ୍ତି। ଏହି ଭିଡିଓ ବହୁତ ମଜାଳିଆ ଅଟେ ଏବଂ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

ଇଂଷ୍ଟଗ୍ରାମରେ ସେୟାର ହୋଇଛି:-

ଇଣ୍ଟରନେଟରେ ଭାଇରାଲ ହେଉଛି କୁକୁରର ପ୍ୟାରା ଭିଡିଓ। ଯେଉଁ ଭିଡିଓକୁ ଇଂଷ୍ଟଗ୍ରାମରେ wanderlust_samoyed ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡ଼ିଓରେ ଆପଣ ଦେଖିପାରିବେ ଘରଲୋକ ବୁଲିବା ପାଇଁ ରେଡି ହୋଇ ବାହାରକୁ ଯାଉଛନ୍ତି। ସେମାନେ କୁକୁରକୁ ମଧ୍ୟ ବେଲ୍ଟ ପିନ୍ଧାଇଛନ୍ତି। କିନ୍ତୁ କୁକୁରକୁ ଭିତରେ ଛାଡି କବାଟ ବନ୍ଦ କରି ନିଜେ ବାହାରକୁ ଚାଲିଯାଉଛନ୍ତି। ଏହା ଦେଖି କୁକୁର ମଜାଳିଆ ଆକ୍ସନ ଦେଉଛି। ତାକୁ ଦେଖି ଏମିତି ଲାଗୁଛି, ଯେପରି ସେ କହୁଛି ଆପଣ ଏହା ଠିକ କଲ ନାହିଁ। ମତେ ଛାଡି କାହିଁ ଚାଲିଗଲ। କୁକୁରଟି ବାରମ୍ବାର ଭୋକୁଥାଏ। ସେତେବେଳେ ଘରଲୋକ ଫେରି ପୁଣି ତାକୁ ସାଙ୍ଗରେ ନେଉଛନ୍ତି।

ଘରଲୋକ କରୁଥିଲେ ମଜାକ:-

କୁକୁରଟି ବହୁତ ଖୁସି ହୋଇଯାଉଛି। ଏହି ଭିଡିଓରେ ଘରଲୋକ କୁକୁର ସହ ଜାଣିଶୁଣି ମଜାକ କରୁଥିଲେ। ସେମାନେ ଦେଖିବାକୁ ଚାହୁଁଥିଲେ ଯେ, ତାକୁ ଏକାକି ଛାଡ଼ିଲା ପରେ ସେ କିପରି ରିଆକ୍ସନ ଦେଉଛି। ସୋସିଆଳରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଭିଡିଓ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଥର ଦେଖାସରିଛି। ଲୋକମାନେ ଭିଡ଼ିଓରେ ପ୍ୟାରେ-ପ୍ୟାରେ ବୋଲି ଅଧିକାଂଶ କମେଣ୍ଟ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *