କେତେଲୋକ ଅଛନ୍ତି, ଯାହାର ମାନବିକତା ନାହିଁ। ସେମାନେ କେତେବେଳେ ନିରୀହ ପଶୁମାନଙ୍କୁ ଛାତ ଉପରୁ ତଳକୁ ଓ ଅସହନୀୟ ପୀଡ଼ା ଦେଇଥାନ୍ତି। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଆମେ ଦେଖିବାକୁ ପାଇବା ଯେ, ୨ ଜଣ ବ୍ୟକ୍ତି ନିଜର ମାନବିକତା ଭୁଲି କିଭଳି ଭାବେ ଏକ ରସି ଦ୍ୱାରା କୁକୁରକୁ ବାନ୍ଧି ରାସ୍ତାରେ ୧ କି.ମି ବାଇକ ସାହାଯ୍ୟରେ ଘୋଷାରିଛନ୍ତି। ଏହି ଘଟଣାଟି ସୁରଟ ସହରର ବେସୁ ଏରିଆରେ ହୋଇଥିଲା।
ଜଣେ ବ୍ୟକ୍ତି ଏହାକୁ ଭିଡିଓ କରିନେଇଛି:
ସେହି ନିର୍ଦୟ ଭିଡିଓଟି ସେଠାରେ ଯାଉଥିବା ଏକ ବ୍ୟକ୍ତି ଉଠାଇନେଇଥିଲେ। ଯାହାଫଳରେ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ପୋ-ଲିସ ଜଣକୁ ଗି-ରଫ କରିପାରିଛି। ଏହି ଘଟଣାଟି ବେସୁ ଏରିଆର ଭଗବାନ ମହାବୀର କଲେଜ ପାଖ ରାସ୍ତାରେ ହୋଇଥିଲା।
ହିତେଶ କ’ଣ କହିଥିଲେ:
ହିତେଶର କହିବା ଅନୁସାରେ ପୂର୍ବରୁ କୁକୁରଟି ମରିସାରିଥିଲା। ସେମାନେ ତାକୁ ଡିସପୋଜ କରିବାକୁ ନେଉଥିଲେ। କିନ୍ତୁ ପଶୁମାନଙ୍କ ଅଧିକାରୀ ସଂସ୍ଥାରେ ସାମିଲ ଥିବା ଦର୍ଶନ ଦେସାଇଙ୍କ କହିବା ଅନୁସାରେ, ଭିଡିଓରେ ଆମେ ଦେଖିପାରିବା ଯେ, କୁକୁରଟି ମୁଭ କରୁଛି। ଅର୍ଥାତ କୁକୁରଟି ସେତେବେଳେ ବଞ୍ଚିଥିଲା।
ହିତେଶର ମାମଲା ଦାଖଲ ହେବା:
ଯେଉଁ ବାଇକ ସାହାଯ୍ୟରେ କୁକୁରକୁ ଘୋଷରା ଯାଇଥିଲା, ସେହି ବାଇକଟି ହିତେଶର ଅଟେ। ଯିଏ ସେହି ବାଇକ ଚଳାଉଥିଲା ସେ ତା’ର ସାଙ୍ଗ ଥିଲା। କିନ୍ତୁ ତା’ର ସାଙ୍ଗ ଫେରାର ହୋଇଯାଇଛି। ପୋଲିସ ହିତେଶ ନାମରେ ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଅଭିଯୋଗ ଦାଖଲ କରି ଗି-ରଫ କରିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।