ଏହି ଦିନ ଧୁଅନ୍ତୁ ନାହିଁ ନିଜର କେଶ। ନଚେତ ଘରକୁ ଆସିବ ଦାରିଦ୍ର୍ୟତା।

ବନ୍ଧୁଗଣ ମହିଳା ମାନଙ୍କୁ ଏହି ଦିନ ନିଜର ମୁଣ୍ଡର ବାଳ ନଧୋଇବା ଉଚିତ। ବନ୍ଧୁଗଣ ଭାରତରେ କେତେକ ଏମିତି ଧାରଣା ପ୍ରଚଳିତ ଅଛି। ଯାହାର ସମ୍ବୋଦ୍ଧ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସହିତ ରହିଛି। ଏହି ପରମ୍ପରା ଅନୁସାରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ କରିବାକୁ ବର୍ଜିତ କରାଯାଇଛି। କାହିଁକିନା ଆମର ଧର୍ମରେ ପ୍ରତ୍ୟକ ଦିନର ଅଲଗା ଅଲଗା ହିଁ ମହତ୍ତ୍ୱ ରହିଥାଏ। ଏହି ସବୁ ଦିନର ମହତ୍ତ୍ୱ ଗ୍ରହ ମାନଙ୍କ ସହିତ ମଧ୍ୟ ଯୋଡ଼ା ହୋଇ ରହିଥାଏ।

ଆମର ପ୍ରାଚୀନ ହିନ୍ଦୁ ଧର୍ମରେ ସମୟରେ ପରିଣାମ ଦେବତା ଏବଂ ମନୁଷ୍ୟ ପାଇଁ ଅଲଗା ଅଲଗା ହୋଇଥାଏ। ଦେବତାଙ୍କର ଗୋଟେ ଦିନ ମନୁଷ୍ୟର ହଜାର ଦିନ ସହିତ ସମାନ ହୋଇଥାଏ। ଏହି ପ୍ରକାରରେ ଦେବତାଙ୍କର ଆୟୁ ଲମ୍ବା ହୋଇଥାଏ। ଏବଂ ମନୁଷ୍ୟଙ୍କର ଆୟୁ କମ ହୋଇଥାଏ। ଏହି ପ୍ରକାରରେ ସୃଷ୍ଟିର ସଂଚାଳନ ଚାଲିଥାଏ। ତାହା ସହିତ ଆମର ଶାସ୍ତ୍ରରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଦରକାର ଏହା ବିଷୟରେ ମହତ୍ତ୍ୱପୂର୍ଣ କଥା ଦେଖିବାକୁ ମିଳିଥାଏ। ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଦିନ ଅଛି ଯେଉଁ ଦିନ ମହିଳା ମାନଙ୍କୁ ନିଜର ବାଳ ନଧୋଇବା ଉଚିତ ଏବଂ କେଉଁ ବ୍ରତ କରିବା ସମୟରେବି ଏହି କଥାର ଧ୍ୟାନ ରଖିବା ଉଚିତ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବାଳ କାଟିବା, ଶେଭିଂ ହେବା ଏବଂ ନଖ କାଟିବା ଅଶୁଭ ମାନାଯାଇ ଥାଏ। ଏହା ଦ୍ବାରା ପୁତ୍ର ଉପରେ ସଙ୍କଟ ଆସିଥାଏ। ଆମର ହିନ୍ଦୁ ପୋଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା,ଏକାଦଶୀ, ପୂର୍ଣ୍ଣିମା ତିଥିର ଦିନରେ ଚନ୍ଦ୍ରମା ଉଚ୍ଚ ସ୍ଥିତିରେ ରହିଥାଏ ନୀଚ ସ୍ଥିତିରେ ରହିଥାଏ। ଏହି ପରିସ୍ଥିତିରେ ଯଦି କୌଣସି ସୁହାଗିନି ମହିଳା ନିଜର ବାଳ ଧୋଇଥାଏ ତ ଏହାର ପରିଣାମ ନିଜକୁ ସ୍ୱୟଂ ଭୋଗିବାକୁ ପଡ଼ିଥାଏ। ତାଙ୍କର ଘର ପରିବାରରେ ଅଶାନ୍ତି ଉତ୍ପନ ହୋଇପାରେ। ସୋମବାର ଦିନ ସୁହାଗିନି ସ୍ତ୍ରୀ ମାନେ ନିଜର ବାଳକୁ ଧୋଇ ପାରିବେ। ଯଦି ସୋମବାର ଦିନ ସୁହାଗିନି ସ୍ତ୍ରୀ ବ୍ରତ ରଖିଥାଏ ତ ବାଳ ନଧୋଇବା ଉଚିତ।

ଏହାର ଅତିରିକ୍ତ ଯଦି ସୁହାଗିନି ମହିଳାର ଛୁଆର ଜନ୍ମ ସୋମବାର ଦିନ ହିଁ ହୋଇଥାଏ ତ ଏହି ଦିନ ବି ସୁହାଗିନି ସ୍ତ୍ରୀ ନିଜର ବାଳ ନଧୋଇବା ଉଚିତ। କାହିଁକିନା ଏମିତି କରିବା ଦ୍ବାରା ତାଙ୍କର ପିଲାର ଅମଙ୍ଗଳ ହୋଇପାରେ। ଏଥିପାଇଁ ଯଦି ଆପଣଙ୍କ ପିଲାର ଜନ୍ମ ସୋମବାର ଦିନ ହୋଇଥାଏ ତ ବିଲକୁଲ ବି ସୋମବାର ଦିନ ନିଜର ମୁଣ୍ଡର ବାଳ ନଧୋଇବା ଉଚିତ। ମଙ୍ଗଳବାର ଦିନ ସୁହାଗିନି ମହିଳାକୁ ବାଳ ନଧୋଇବା ଉଚିତ। ଏହି ଦିନ ବାଳ ଧୋଇବା ଦ୍ବାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତାହା ସହିତ ବୈବାହିକ ଜୀବନରେ ବାଧା ଉତ୍ପନ୍ନ ହୋଇପାରେ।

ଏହି କାରଣରୁ ମଙ୍ଗଳବାର ଦିନ ବାଳ ନଧୋଇବା ଅନୁଚିତ। ଯଦି ମଙ୍ଗଳବାର ଦିନ ବାଳ ଧୋଇବାକୁ ପଡ଼ିଥାଏ ତେବେ ଏହାର ଦୋଷରୁ ଅଁଳାର ପେଷ୍ଟ ବନେଇକରି ନିଜର ବାଳରେ ଲଗେଇ ମୁଣ୍ଡ ଧୋଇପାରିବେ। ବୁଧବାର ଦିନ ସ୍ୟହାଗିନି ମହିଳା ମାନେ ବାଳ ଧୋଇ ପାରିବେ। ଯଦି ସ୍ତ୍ରୀର ଛୋଟ ଭାଇ ଅଛି ତ ତାଙ୍କୁ ବୁଧବାର ଦିନ ବଳ ନଧୋଇବା ଉଚିତ। କାହିଁକିନା ଏହି ଦିନ ବାଳ ଧୋଇବାର ଦୋଷ ସ୍ତ୍ରୀର ଛୋଟ ଭାଇକୁ ଲାଗିଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ବୁଧବାରର ସ୍ୱାମୀ ଶ୍ରୀ ଗଣେଷଙ୍କର ଆରାଧନା କରିପାରିବେ।

ଗୁରୁବାର ଦିନ ସୁହାଗିନି ନାରୀ ଏବଂ ପୁରୁଷ ମାନଙ୍କୁ ବି ନିଜର ବାଳ ନଧୋଇବା ଉଚିତ। ଏହି ଦିନ ଘରେ ପୋଛା ବି ନଲଗେଇବା ଉଚିତ। ଏମିତି ମାନାଯାଇ ଥାଏ କି ଗୁରୁବାର ଦିନ ବାଳ ଧୋଇବା ଦ୍ବାରା ଆପଣଙ୍କର ଘରକୁ ଗରିବୀ ଆସିଥାଏ। ଯଦି ସୁହାଗିନି ମହିଳା ଗୁରୁବାର ଦିନ ନିଜର ବାଳ ଧୋଇଥାଏ ତ ତାଙ୍କର ପତିଙ୍କର ଆୟୁଷ କମ ହୋଇଥାଏ। ଯଦି କୌଣସି କାରଣରୁ ବାଳ ଧୋଇବାକୁ ପଡ଼ିଥାଏ ତ ହଳଦୀ ଆଉ ବେସନକୁ ବାଳରେ ଲଗେଇ ଧୋଇବେ। ଶୁକ୍ରବାର ଦିନ ସୁହାଗିନି ମହିଳାମାନେ ନିଜର ବାଳକୁ ଧୋଇ ପାରିବେ। କିନ୍ତୁ ଯଦି ସ୍ତ୍ରୀକୁ ପୁତ୍ର ପାଇଁ କାମନା ଥାଏ ତେବେ ଶୁକ୍ରବାର ଦିନ ବାଳ ନଧୋଇବା ଉଚିତ।ଶୁକ୍ରବାର ଦିନ ଯଦି କୌଣସି କାରଣରୁ ବାଳ ଧୋଇବାକୁ ପଡ଼ିଥାଏ ତ ନିଜର ବାଳରେ ଅଳ୍ପ ଦହି ଲଗାଇ ବାଳକୁ ଧୋଇ ପାରିବେ।

ଶନିବାର ଦିନ ସୁହାଗିନି ମହିଳାଙ୍କୁ ବାଳ ନଧୋଇବା ଉଚିତ। କାହିଁକିନା ସବୁ ଦେବତା ମାନଙ୍କ ମଧ୍ୟରୁ ଭଗବାନ ଶନିଦେବଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ଦିଆ ଯାଇଅଛି। ଏବଂ ସବୁ ଲୋକ ଶନିଦେବଙ୍କ କୋପକୁ ଡରି ଥାନ୍ତି। ଶନିଦେବଙ୍କ କୋପରୁ ବଞ୍ଚିବା ପାଇଁ ଆପଣ ନିଜର ବାଳରେ କ୍ଷୀର ଲଗାଇ ଧୋଇ ପାରିବେ। ଏମିତି ମାନାଯାଇ ଥାଏ କି ଶନିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ ଗ୍ରହ ନକ୍ଷତ୍ର ମାନଙ୍କର ଦିଶା ତଥା ଅନନ୍ତ ବ୍ରମ୍ହାଣ୍ଡରୁ ଆସୁଥିବା ହାନିକାରକ ସୂକ୍ଷ୍ମ କିରଣ ମାନବିୟ ମସ୍ତିଷ୍କ ଉପରେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରଭାବ ପକାଇଥାଏ। ଏହା ସ୍ପଷ୍ଟ ଯେ ମନୁଷ୍ୟର ଆଙ୍ଗୁଳିର ଅଗ୍ରଭାଗ ଏବଂ ଶିର ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ନଖ ଏବଂ ବାଳ ଦ୍ବାରା ଏମାନଙ୍କର ସୁରକ୍ଷା ହୋଇଥାଏ। ଏଥି ପାଇଁ ଏହିସବୁ ସମୟରେ ଏଗୁଡ଼ିକୁ କାଟିବା ଶାସ୍ତ୍ରରେ ବର୍ଜିତ ଅଟେ। ଏଥି ପାଇଁ ମହିଳାଙ୍କୁ ସୋମବାର, ବୁଧବାର ଏବଂ ଗୁରୁବାରକୁ ବାଳ ନଧୋଇବା ଉଚିତ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *