ବୋଧହୁଏ ବରଣମାଳା ସମୟରେ ବାହାଘରରେ ହ-ଙ୍ଗା-ମା ଏବଂ ପୁଣି କଥା ବଢିଯିବାକୁ ନେଇ ବାହାଘର ଭାଙ୍ଗିବାର ଖବର ଅନେକ ଥର ଶୁଣିଥିବେ, କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି କନିଆଁ ବାହା ହେବାକୁ କେବଳ ଏଥିପାଇଁ ମନା କରିଦେଇଛନ୍ତି କି ବର ତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ବାସ୍ତବରେ ଶିକ୍ଷିତ କନିଆଁ ବରଙ୍କୁ ଦୁଇକ ପଣିକିଆ ପଚାରି ନେଇଥିଲେ, କିନ୍ତୁ ବର ଦୁଇକ ପଣିକିଆ ଶୁଣାଇ ପାରିନଥିଲେ।
ଏହାପରେ ଏଥିରେ ଆ-ଘା-ତ କନିଆଁ ବାହାଘର ପାଇଁ ମନା କରିଦେଇଥିଲେ। ଘଣ୍ଟାଘଣ୍ଟା ଧରି ନିବେଦନ କରିବା ପରେ ମଧ୍ୟ କଥା ହୋଇ ପାରିନଥିଲା। ଘ-ଟ-ଣା ଥା-ନା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ପରିଶେଷରେ ବରଯାତ୍ରୀ ବିନା କନିଆଁରେ ଫେରି ଯାଇଥିଲେ। ଘ-ଟ-ଣା ମହୋବା ଜିଲ୍ଲା ଖରେଲା ଥାନା ବଲ୍ଲାୟଂ ଗାଁର ଅଟେ। ଏଠାରେ ରହୁଥିବା ରତୀରାମ ଅହିରବାର ନିଜ ଝିଅ ମାୟାଙ୍କ ବାହାଘର ମହୋବକଣ୍ଠ ଥା-ନା-ର ଧବାର ଗାଁ ନିବାସୀ ରଞ୍ଜିତ ଅହିରବାରଙ୍କ ପୁଅ ରାମକିଶୁନଙ୍କ ସହିତ ସ୍ଥିର ହୋଇଥିଲା। ୩୦ଅପ୍ରେଲକୁ ବାହାଘର ତିଥି ସ୍ଥିର ହୋଇଥିଲା ଏବଂ ବର ବରଯାତ୍ରୀ ନେଇ ପହଞ୍ଚି ଯାଇଥିଲେ। ବରଣମାଳାର ପ୍ରସ୍ତୁତି ଚାଲୁଥିଲା।
କନିଆଁ ଷ୍ଟେଜ ଉପରେ ପହଞ୍ଚି ଥିଲେ, ତାଙ୍କୁ ବରଙ୍କ ଛିଡ଼ା ହେବାର ଷ୍ଟାଇଲ ଠିକ ଲାଗିନଥିଲା। କନିଆଁଙ୍କୁ ବରଙ୍କ ଅଶିକ୍ଷିତ ହେବାର ସନ୍ଦେହ ହୋଇଥିଲା ତ ଷ୍ଟେଜ ଉପରେ ହିଁ ବରଙ୍କ ଠାରୁ ଦୁଇକ ପଣିକିଆ ଶୁଣିବା ପାଇଁ କହିଥିଲେ। କନିଆଁଙ୍କ ପ୍ରଶ୍ନ ପରେ ବର ଥଙ୍ଗେଇ ହେବାକୁ ଲାଗିଥିଲେ ଏବଂ ତାଙ୍କ ର-ହ-ସ୍ୟ ଖୋଲି ଯାଇଥିଲା। ପୁଣି କ’ଣ ହୋଇଥିଲା କନିଆଁ ଅଶିକ୍ଷିତ ବରଙ୍କ ସହିତ ସାତଫେରା ନେବାପାଇଁ ମନା କରିଦେଇଥିଲେ। କନିଆଁଙ୍କ ନିଷ୍ପତ୍ତିରେ ସେଠାରେ ଆ-ତ-ଙ୍କ ଖେଳି ଯାଇଥିଲା ଏବଂ ଦୁଇପକ୍ଷର ଲୋକମାନେ କଥା ପକେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କନିଆଁ ଜଣଙ୍କ ନିଜ ଜିଦିରେ ଅଟଳ ରହିଥିଲେ।
ପରେ ଘ-ଟ-ଣା ପୋ-ଲି-ସ-ଙ୍କ ପାଖରେ ପହଞ୍ଚିଥିଲା। ପୋ-ଲି-ସ ଦୁଇପକ୍ଷଙ୍କ ମଧ୍ୟରେ ବୁଝାସୁଝା କରାଇଥିଲେ ଏବଂ କନିଆଁ ପକ୍ଷକୁ ବାହାଘରରେ ଖର୍ଚ୍ଚ କରା ଯାଇଥିବା ଚାରିଲକ୍ଷ ଟଙ୍କା ଫେରାଇ ଥିଲେ। କନିଆଁଙ୍କ ନିଷ୍ପତ୍ତିକୁ ଲୋକମାନେ ପ୍ରଶଂସା କରିଛନ୍ତି, କିନ୍ତୁ କଣ ଏହା ପ୍ରଥମରୁ ଜାଣିବା ଆବଶ୍ୟକ ଥିଲା। ଥା-ନା ପ୍ରଭାରୀ ବିନୋଦ କୁମାର ୟାଦବଙ୍କ କହିବା କଥା ହେଉଛି କି ବର ଏବଂ କନିଆଁ ପକ୍ଷଙ୍କ ମଧ୍ୟରେ ବିବାଦ ହେବାରୁ ବାହାଘର ହୋଇପାରିଲା ନାହିଁ। ପରେ ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାସୁଝା ହୋଇ ଯାଇଥିଲା।