ପିଆଜକୁ ଏହି ଉପାୟରେ ଖାଆନ୍ତୁ, ଅର୍ଶ ଶୁଖିକି ଝଡ଼ିଯିବ

ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଗୋଟେ ସହଜ ଘରୋଇ ଉପଚାର ନେଇ ଆସିଛୁ ଯାହାର ପେୟୋଗରେ ଆପଣଙ୍କର ଅର୍ଶ ଶୁଖିକି ଝଡି ଯିବ।ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ଅର୍ଶ ଗୋଟେ ଏମିତି ରୋଗ ଅଟେ ଯାହା କୌଣସିବି ବୟସର ଲୋକଙ୍କୁ ହୋଇପାରେ। ଯେଉଁ ଲୋକଙ୍କୁ କବଜ ଏବଂ ପେଟ ଖରାପ ସମସ୍ୟା ରହିଥାଏ ଏମିତି ଲୋକଙ୍କୁ ଅର୍ଶ ହେବାର ଅଧିକ ସମ୍ଭାବନା ଥାଏ। ସାଥିରେ ଏହି ରୋଗ ଅଧିକାଂଶ ମହିଳାଙ୍କୁ ଗର୍ଭ ଧାରଣ ବା ପ୍ରେଗନେନ୍ସି ସମୟରେ ହୋଇଥାଏ। ଏହା ଛଡ଼ା ଯେଉଁ ବ୍ୟକ୍ତିଙ୍କୁ ହାଇବ୍ଲଡ଼ପ୍ରେସର ବା ଉଚ୍ଚ ରକ୍ତ ଚାପର ସମସ୍ୟା ଥାଏ ସେମାନଙ୍କୁ ବି ଅର୍ଶ ହେବାର ଆଶଙ୍କା ଥାଏ। ଆଜିର ଏହି ପୋଷ୍ଟରେ ଆମେ ଅର୍ଶ ବା ପାଇଲସ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ପୁରୁଣାରୁ ପୁରୁଣା ଅର୍ଶକୁ ସମ୍ପୂର୍ଣ ଭାବେ ଠିକ କରିଦେବ। ଆପଣଙ୍କୁ ଅପରେସନ କରିବାକୁ ପଡ଼ିବ ନାହିଁ।କିନ୍ତୁ ଆମେ ଆପଣଙ୍କୁ ଯାହା କହିବୁ ତାହା ଆପଣଙ୍କୁ କରିବା ପାଇଁ ପଡ଼ିବ। ଯଦି ଆପଣ ଏହା କରିନେବେ ତେବେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ଶେଷ ହୋଇଯିବ। ଏଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ଏଥି ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ପିଆଜ। ପିଆଜ ତ ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। ପିଆଜରେ ଆଣ୍ଟିଅକ୍ସିଡ଼େନ୍ଟ ଏବଂ ଏସଟ୍ରିମଜେଟ ପ୍ରୋପଟିଜ ମିଳିଥାଏ। ଯାହା ଆମ ପାଇଲଶ ବା ଅର୍ଶ ଭଳି ସମସ୍ୟାକୁ ଭଲ କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ବନ୍ଧୁଗଣ ଆପଣଙ୍କୁ ଗୋଟେ ବଡ଼ ସାଇଜର ପିଆଜ ନେବାକୁ ହେବ। ପାଖାପାଖି ୧୫ ଗ୍ରାମ ପିଆଜର ଆବଶ୍ୟକତା ପଡ଼ିବ। ଏଥି ପାଇଁ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି କଳାରାଶି ବନ୍ଧୁଗଣ କଳାରାଶି ଆପଣଙ୍କୁ କୌଣସି ବି ତେଜରାତି ଦୋକାନରୁ ବହୁତ ସହଜରେ ମିଳିଯିବ।

ଏହି କଳାରାଶି ୩ ପ୍ରକାରର ହୋଇଥାଏ କଳା, ପାଉଁସିଆ ଏବଂ ଧଳା। କିନ୍ତୁ କଳାରାଶିରୁ ମିଳୁଥିବା ଆଣ୍ଟିଅକ୍ସିଡ଼େନ୍ଟ ଏବଂ କ୍ୟାଲସିୟମ ଶରୀର ଅନେକ ପ୍ରକାରର ରୋଗକୁ ଦୂର କରିଥାଏ। ଏହା ଆମ ଅର୍ଶ ବା ପାଇଲସ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ।ଏଥି ପାଇଁ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ମିଶ୍ରୀ। ଏହି ମିଶ୍ରୀ ତ ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ।ଚତୁର୍ଥ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ଦେଶୀ ଗାଈ ଘିଅ। ତେବେ ଆସନ୍ତୁ ଜାଣିବା ଅର୍ଶ ବା ପାଇଲସ ଭୋଳି ସମସ୍ୟାକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାରକୁ କେମିତି କରିବେ।

ବନେଇବାର ପ୍ରଣାଳୀ

ଆପଣ ପ୍ରଥମେ ଗୋଟେ ପିଆଜ ନିଅନ୍ତୁ। ଏହାକୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ। ଏବେ ଏହାକୁ ଦେଶୀ ଗାଈ ଘିଅରେ ଭାଜି ନିଅନ୍ତୁ। ଏକ ଚାମଚ ଦେଶୀ ଗାଈ ଘିଅ ନେଇ ଏହି ପିଆଜକୁ ଭାଜି ନିଅନ୍ତୁ। ଆପଣ ଏହାକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ୟ୍ଯନ୍ତ ଏହାର ରଙ୍ଗ ନ ବଦଳି ଯାଇଛି ମାନେ ବ୍ରାଉନ କଲର ହୋଇଯିବ। ପିଆଜକୁ ଭାଜି ସାରିବା ପରେ ଏହାକୁ ଏକ ପାତ୍ରକୁ କାଢି ଆଣନ୍ତୁ।ଏହା ପରେ ଆପଣ ୧୦ ଗ୍ରାମ ମିଶ୍ରୀ ନିଅନ୍ତୁ ଏବଂ ଆଉ ୧୦ ଗ୍ରାମ କଳାରାଶି ନିଅନ୍ତୁ। ଏହାକୁ ଦୁଇଟି ଜିନିଷ କୁ ଭଲ ଭାବରେ କଟି ନିଅନ୍ତୁ। କଳାରାଶି ଏବଂ ମିଶ୍ରୀକୁ ଭଲ ଭାବରେ କୁଟି ନେବା ପରେ ଏହି ମିଶ୍ରଣକୁ ପୁର୍ବରୁ ଭାଜି ରଖିଥିବା ପିଆଜ ସହିତ ମିଶାଇ ଦିଅନ୍ତୁ।

ଏହା ପରେ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ବନ୍ଧୁଗଣ ଏହି ଘରୋଇ ଉପଚାର ଅର୍ଶ ବା ପାଇଲସ ଭୋଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ପୂରାତନ କାଳରୁ ବ୍ୟବହାର ହୋଇ ଆସୁଛି। ଆମର ପୂର୍ବ ପୁରୁଷମାନେ ଆଗରୁ ଅର୍ଶ ବା ପାଇଲସ ଭୋଳି ସମସ୍ୟାକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାରର ପ୍ରୟୋଗ କରୁଥିଲେ ଏହା ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ। ଆପଣ ଏହାକୁ ଘରେ ବନେଇ ଏହାର ସେବନ କରିପାରିବେ। ଏବେ ଆସନ୍ତୁ ଜାଣିବା ଆପଣ ଏହାର ସେବନ କିପରି କରିବେ।

ସେବନ କରିବାର ପ୍ରଣାଳୀ

ବନ୍ଧୁଗଣ ଏହାର ସେବନ ଦିନରେ କୌଣସି ବି ସମୟରେ କରିପାରିବେ। ଏହିପରି ଭାବରେ ଏହାକୁ ବିନେଇ ଆପଣ ଏହାକୁ ଚବାଇ ଚବାଇ ଖାଆନ୍ତୁ। କୌଣସି ବି ସମୟରେ ଏହାର ସେବନ କରିପାରିବେ। ଅର୍ଶ ବା ପାଇଲସ ଭୋଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହାକୁ ମାତ୍ର କିଛିଦିନ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଅର୍ଶ ବା ପାଇଲସ ଭୋଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ବା ଅର୍ଶ ବା ପାଇଲସ ଆପଣଙ୍କର ସବୁଦିନ ପାଇଁ ଠିକ ହୋଇଯିବ। ଏହ ବହୁ ପରୀକ୍ଷିତ ଉପଚାର ଅଟେ। ଏହାର ପ୍ରୟୋଗ ଦ୍ବାରା ଆପଣଙ୍କର ୧୦୦% ରେଜାଲ୍ଟ ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *