ବନ୍ଧୁଗଣ ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାର ର ସ୍ବପ୍ନ ଦେଖି ଥାଉ। ଯେମିତିକି କିଛି ଭୟଙ୍କର ସପ୍ନ ଦେଖିଥାଉ ବା କିଛି ଭଲ ସ୍ବପ୍ନ ଦେଖି ଥାଉ। ଆମେ ଯେଉଁ ସ୍ବପ୍ନ ଦେଖି ଥାଉ ଅନ୍ୟ ମାନଙ୍କ ଆଗରେ ପ୍ରକାଶ ମଧ୍ୟ କରିଦେଇ ଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଠାରେ ୪ ଟି ସ୍ବପ୍ନ ବିଷୟରେ କହିବୁ ଯାହା ଅନ୍ୟ ମାନଙ୍କ ଆଗରେ କହିବା ସମ୍ଭବ ହୋଇନଥାଏ। ଏଭଳି କରିବା ଦ୍ଵାରା ମନୁଷ୍ୟ କୌଣସି କାର୍ଯ୍ୟରେ ସଫଳ ହୋଇନଥାଏ।
୧. ଯଦି ଆପଣ ଶୋଇବା ସମୟରେ ନିଜ ମୃତୁ ବିଷୟରେ ସ୍ବପ୍ନ ଦେଖୁଛନ୍ତି ତେବେ ଏହି କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହା ଅତ୍ୟନ୍ତ ଶୁଭ ଦାୟାକ ହୋଇଥାଏ। ଯଦି ଆପଣ ଏଭଳି ସ୍ବପ୍ନ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ବହୁତ ବଡ଼ ସମସ୍ୟା ଦୂର ହେବାକୁ ଯାଉଛି । ଯଦି ଆପଣ ଏହି ସ୍ବପ୍ନ ର କଥା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେବେ ତେବେ ଏହି ସ୍ବପ୍ନ ର ପ୍ରଭାବ ନଷ୍ଟ ହୋଇ ଯାଇଥାଏ । ତେଣୁ ଭୁଲରେ ମଧ୍ୟ ଏହି ସ୍ବପ୍ନ କଥା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ।
୨. ବନ୍ଧୁଗଣ ଯଦି ଆପଣ ସ୍ୱପ୍ନରେ କୌଣସି ଜଙ୍ଗଲରେ ବୁଲୁଥିବାର କିମ୍ଵା ନଦୀ ପାଖରେ ବସି ଥିବାର ଦେଖୁଛନ୍ତି ତେବେ ଏହି କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଏବଂ ଆପଣ ବହୁତ ବଡ଼ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି ।
୩. ଯଦି ଆପଣ ଏକ ଗାଈ ଓ ତା ବାଛୁରୀ ଏକା ସାଙ୍ଗରେ ଚରୁଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଆପଣ ଭବିଷ୍ୟତରେ କୋଟି ପତି ବନିବାର ଆଶଙ୍କା ରହିଛି । ଯଦି ଆପଣ ଏହି କଥାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଆପଣଙ୍କ ଆସା ଆଶାରେ ହିଁ ରହିଯିବ। ଏହାର ମାନେ ଯଦି ଆପଣ କାହାକୁ ଏହି କଥା ପ୍ରକାଶ କରୁଛନ୍ତି ତେବେ ଏହାର ପ୍ରଭାବ କମିଯାଇଥାଏ । ତେଣୁ ଭୁଲରେ ମଧ୍ୟ ଏହି ସ୍ବପ୍ନ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ।
୪. ଯଦି ଆପଣ ଶୋଇବା ସମୟରେ ସାପ ର ସ୍ବପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ ମାନ ସମ୍ମାନ ବୃଦ୍ଧି ଘଟିବାକୁ ଯାଉଛି । ତେଣୁ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟକୁ ଜଣାଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ ।
ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଭକ ଲାଗିଥାଏ ତେବେ ଗୋଟେ ଲାଇକ କରି ସେୟାର ନିଶ୍ଚିନ୍ତ କରନ୍ତୁ। ଏବଂ ନିଜର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।