ଏହି ଭିଡିଓଟି ଗୋଟିଏ ହାତୀ ଏବଂ ତା ଛୁଆର ଅଟେ, ଭିଡିଓରେ ଆପଣ ଦେଖି ପାରିବେ କି ହାତୀର ଛୁଆ ନିଜ ମାଆ ପାଖରେ ଛିଡ଼ା ହୋଇଛି ଏବଂ ସେ ସେଠାରେ ଠିଆ-ଠିଆ ଶୋଇ ଯାଇଛି, କିନ୍ତୁ ହଠାତ ନିଦରେ ସେ ସଙ୍ଗେସଙ୍ଗେ ମାଟି ଉପରେ ପଡ଼ିଯାଇଛି। ଭିଡ଼ିଓଟି ଦେଖିବାକୁ ବହୁତ ମଜାଦାର ଅଟେ।
ସୋସିଆଲ ମିଡିଆରେ ବୋଧହୁଏ ପଶୁମାନଙ୍କର ମଜାଦାର ଭିଡିଓ ଭାଇ-ରାଲ ହେବାରେ ଲାଗିଥାଏ, ଯାହାକୁ ଦେଖି ଆମ ସମସ୍ତଙ୍କୁ ବହୁତ ମଜା ଲାଗିଥାଏ। କିଛି ଭିଡିଓ ତ ଏମିତି ମଧ୍ୟ ହୋଇଥାଏ, ଯାହା ଆମ ହୃଦୟକୁ ଜିତି ନେଇଥାଏ ଏବଂ ଆମେ ଏମିତି ଭିଡିଓକୁ ବାର-ବାର ଦେଖିବାକୁ ପସନ୍ଦ କରିଥାଉ। ଗୋଟିଏ ଏମିତି ହିଁ ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି, ଯାହାକୁ ଦେଖି ଆପଣଙ୍କୁ ବହୁତ ମଜା ଲାଗିବ ଏବଂ ଆପଣ ଏହାକୁ ବାର-ବାର ଦେଖିବେ।
ଏହି ଭିଡିଓଟି ଗୋଟିଏ ହାତୀ ଏବଂ ତା ଛୁଆର ଅଟେ, ଭିଡିଓରେ ଆପଣ ଦେଖି ପାରିବେ କି ହାତୀର ଛୁଆ ନିଜ ମାଆ ପାଖରେ ଛିଡ଼ା ହୋଇଛି ଏବଂ ସେ ସେଠାରେ ଠିଆ-ଠିଆ ଶୋଇ ଯାଇଛି, କିନ୍ତୁ ହଠାତ ନିଦରେ ସେ ସଙ୍ଗେସଙ୍ଗେ ମାଟି ଉପରେ ପଡ଼ି ଯାଇଛି। ଭିଡିଓଟି ଦେଖିବାକୁ ବହୁତ ମଜାଦାର ଅଟେ। ଏହି ଭିଡିଓକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ଠିଆ-ଠିଆ ଶୋଇଗଲା, ମୋତେ ମୋର ସୈନିକ ସ୍କୁଲ କଥା ମନେ ପଡ଼ିଯାଇଛି।’
https://twitter.com/susantananda3/status/1365225239886532613?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1365225239886532613%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Felephant-baby-fell-asleep-standing-suddenly-something-like-that-happened-watch-funny-video-2379738
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ଉପରେ ବହୁ ମାତ୍ରାରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୫୧ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।