ସମ୍ପର୍କ ଏତେ ଖରା-ପ ହୋଇଯାଏ କି ଜଣେ ଅନ୍ୟ ଜଣଙ୍କ ମୁହଁ ମଧ୍ୟ ଦେଖିବାକୁ ଚାହାନ୍ତି ନାହିଁ। କିନ୍ତୁ ଏସବୁକୁ ନେଇ ବଲିଉଡରେ ଅନେକ ଏମିତି କପଲ ଅଛନ୍ତି ଯେଉଁମାନେ ଛାଡ଼ପତ୍ର ନେବା ପରେ ମଧ୍ୟ ଗୋଟିଏ ସମ୍ପର୍କର ଡୋରିରେ ବା-ନ୍ଧି ହୋଇ ରହିଛନ୍ତି। ସମ୍ପର୍କ ଯଦିଓ ଭାଙ୍ଗି ଯାଇଛି କିନ୍ତୁ କେବେବି ଜଣେ ଅନ୍ୟ ଜଣଙ୍କୁ ଘୃ-ଣା କରି ନାହାନ୍ତି। ସମ୍ପର୍କ ଖରାପ ହେବାପରେ ମଧ୍ୟ ପରିବାର ପାଇଁ ସବୁବେଳେ ଛିଡ଼ା ହୋଇଥାନ୍ତି।
ଫରହାନ ଅଖ୍ତତର-ଅଧୁନା ଭବାନୀ
ଫରହାନ ଅଖ୍ତତର ଏବଂ ଅଧୁନା ଭବାନୀ ବର୍ଷ ୨୦୦୦ରେ ବାହା ହୋଇଥିଲେ ଏବଂ ବାହାଘରର ୧୭ବର୍ଷ ପରେ ବର୍ଷ୨୦୧୭ରେ ଏହି ସମ୍ପ-ର୍କରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇଜଣଙ୍କର ଦୁଇଟି ଝିଅ ଅଛନ୍ତି ଶାକ୍ୟା ଏବଂ ଅକୀରା। ଫରହାନ ଏବଂ ଅଧୁନା ଦୁଇଜଣ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି କିନ୍ତୁ ଛୁଆମାନଙ୍କ ପାଇଁ ମାଆ ବାପାଙ୍କର ଦାୟିତ୍ଵ ତୁଲାଉଛନ୍ତି। ସେମାନେ ନିଜର ଭାଙ୍ଗି ଯାଇଥିବା ବାହାଘରର ପ୍ରଭାବ ଛୁଆମାନଙ୍କ ଉପରେ ପଡ଼ିବାକୁ ଦେଇ ନାହାନ୍ତି।
ଅରବାଜ ଖାନ-ମଲାଇକା ଅରୋଡା
ଅରବାଜ ଖାନ ଏବଂ ମଲାଇକା ଅରୋଡା ଯଦିଓ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ବାହାଘର ଭାଙ୍ଗି ଯାଇଛି କିନ୍ତୁ ଆଜି ମଧ୍ୟ ପରିବାର ସହିତ ସ-ମ୍ପର୍କ ଶେ-ଷ ହୋଇନାହିଁ। ଯେଉଁଠାରେ ମଲାଇକା ନିଜ ଦେବରାନୀ ସହିତ ଖୁସି କରୁଥିବାର ନଜର ଆସିଛନ୍ତି ତ ସେଠାରେ ଅ-ମୃତା ଅରୋଡାଙ୍କ ସହ ସମ୍ପର୍କ ଆଜି ମଧ୍ୟ ସେମିତି ରହିଛି। ଏତିକି ନୁହେଁ ଦୁଇଜଣ ନିଜ ପୁଅ।
ରଣବୀର ଶୌରୀ-କୋଙ୍କଣା ସେନ
ଏହି କପଲ ବର୍ଷ ୨୦୧୦ରେ ବାହା ହୋଇଥିଲେ ଏବଂ ବର୍ଷ ୨୦୧୫ରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଇଜଣ ନିଜ ପୁଅ ହାଋନ ପାଇଁ ଆଜି ମଧ୍ୟ ସାଥିହୋଇ ଅଛନ୍ତି। ଦୁଇଜଣ ଏହି କଥାକୁ ଭଲ ଭାବରେ ଜାଣିଛନ୍ତି କି ମାଆ-ବାପାଙ୍କର ଅଲଗା ହେବାଟା ଛୁଆର ଭାବାତ୍ମକ ଏବଂ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ।
ହ୍ରିତିକ ରୋଶନ ଏବଂ ସୁଜୈନ ଖାନ
ଏମାନେ ବଲିଉଡର ସେହି ଯୋଡି ଅଟନ୍ତି ଯେଉଁମାନେ ପ୍ରଥମରୁ ଜଣେ ଅନ୍ୟ ଜଣଙ୍କର ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ପୁଣି ସ୍ବାମୀ ସ୍ତ୍ରୀ। ବର୍ତମାନ ଦୁଇଜଣଙ୍କର ଛାଡ଼ପତ୍ର ହୋଇ ସାରିଛି କିନ୍ତୁ ଦୁଇଜଣ ନିଜର ଦୁଇ ଛୁଆଙ୍କ ପାଇଁ ବହୁତ ଭଲ ବାପାମାଆ ହୋଇ ସବୁବେଳେ ତାଙ୍କ ସହିତ ଛିଡ଼ା ହେଉଛନ୍ତି। ଦୁଇଜଣ ଏହି ସମ୍ପ-ର୍କର ସମ୍ମାନ କରୁଛନ୍ତି ଏବଂ ପୁଣି ବନ୍ଧୁତାର ସଂପର୍କକୁ ତୁଲାଇ ଜଣେ ଅନ୍ୟ ଜଣଙ୍କ ସହିତ ଛିଡ଼ା ହେଉଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।