ଝିଅର ବେଣୀ ପକେଇବା ପାଇଁ ବାପା ଏକ ସୁନ୍ଦର ଜୁଗାଡ ଭିଡିଓ ପ୍ରସ୍ତୁତ କଲେ । ସେ ଭ୍ୟାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଝିଅର ବେଣୀ ତିଆରି କରିଥିଲେ, ତାହା ମଧ୍ୟ 5 ସେକେଣ୍ଡରେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇ-ରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଆପଣ ନିଶ୍ଚୟ ଅନେକ ପିତା ଏବଂ ପିଲାମାନଙ୍କର ମଜାଳିଆ ଭିଡିଓ ଦେଖିଥିବେ। ଯେଉଁଠାରେ ବାପା ତାଙ୍କ ସହିତ ଅଜବ ଅଜବ ମସ୍ତି କରୁଛନ୍ତି। ଅନେକ ଭିଡିଓରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ପିତାଙ୍କ ଉପରେ ନିର୍ଭର କରି ପତ୍ନୀ ପିଲାମାନଙ୍କୁ ଘରେ ଏକୁଟିଆ ଛାଡନ୍ତୁ ନାହିଁ। ଯଦି ସେମାନେ ତାହା କରନ୍ତି, ତେବେ ଏପରି ପରିସ୍ଥିତି ଘଟିବ । ଏଥର ମଧ୍ୟ ସମାନ କିଛି ଦେଖାଗଲା । ଝିଅର ବେଣୀ କରିବା ପାଇଁ ବାପା ଏକ ସୁନ୍ଦର ଜୁଗାଡ଼ ଭିଡିଓ ପ୍ରସ୍ତୁତ କରିଥିଲେ । ସେ ଭ୍ୟାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଝିଅର ବେଣୀ ତିଆରି କରିଥିଲେ ତାହା ମଧ୍ୟ ୫ ସେକେଣ୍ଡ ମଧ୍ୟରେ। ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇ-ରାଲ ହେବାରେ ଲାଗିଛି, ଯାହା ଆଇପିଏସ୍ ଅଧିକାରୀ ଦିପାଂଶୁ କାବ୍ରାଙ୍କ ଦ୍ୱାରା ସେୟାର କରାଯାଇଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଝିଅଟି ଦର୍ପଣ ସାମ୍ନାରେ ଛିଡା ହୋଇଛି । ତାର କେଶ ଅଡୁଆ ହୋଇଛି। ସେ ତା ପିତାଙ୍କୁ ବେଣୀ ପକେଇବାକୁ କହୁଛି। ବାପା ପଛରୁ ଭାକ୍ୟୁମ୍ କ୍ଲିନର୍ ଆଣି ଏହାକୁ କେଶ ତଳେ ରଖନ୍ତି । ଝିଅର ପୁରା କେଶ ଭାକ୍ୟୁମ୍ କ୍ଲିନର୍ ଭିତରକୁ ଯାଏ ଏବଂ ସେ ବ୍ୟାଣ୍ଡ ଦ୍ଵାରା ତାକୁ ବାନ୍ଧେ। ଏହିପରି ପିତା ୫ସେକେଣ୍ଡ ମଧ୍ୟରେ ଝିଅର କେଶ ତିଆରି କରିଦେଲେ ।
ଭିଡିଓ ସେୟାର କରିବାବେଳେ ଆଇପିଏସ୍ ଅଧିକାରୀ ଦିପାଂଶୁ କାବ୍ରା କ୍ୟାପସନରେ ଲେଖିଛନ୍ତି, ‘Men will be Men ,ପିତା + ଝିଅ- ସର୍ବଶ୍ରେଷ୍ଠ ଯୋଡ଼ି।’
#MenWillBeMen 😂😂.
Dad + Daughter = Coolest Besties ever.😎
VC – Social Media. pic.twitter.com/r1YX86SWHu
— Dipanshu Kabra (@ipskabra) February 11, 2021
ଆଇପିଏସ୍ ଏହି ଭିଡିଓକୁ ଫେବୃଆରୀ 11 ରେ ସେୟାର କରିଛନ୍ତି, ଯାହା ଏପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଭ୍ୟୁ ହୋଇସାରିଲାଣି । ଆହୁରି ମଧ୍ୟ ୭୦୦ ରୁ ଅଧିକ ଲାଇକ୍ ଏବଂ ଅନେକ ରି-ଟ୍ୱିଟ୍ କରାଯାଇଛି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରନ୍ତି । ଲୋକମାନେ ମନ୍ତବ୍ୟ ବିଭାଗରେ ଏପରି ପ୍ରତିକ୍ରିୟା ଦେଇଛନ୍ତି…
There is no doubt that dad is the only hero of girl's life❤️
But those daughters are super lucky who get the chance to live with dad♥️— Manu Mehra (@iammehramanu) February 12, 2021
Dad is the first hero for every daughter.
— Devika (@Devika26452365) February 11, 2021
https://twitter.com/jayotibanerjee/status/1359874844205092867?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359874844205092867%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fviral-video-father-makes-daughter-hairs-in-just-5-second-with-this-jugaad-ias-gives-epic-reaction-2369071
https://twitter.com/DuaAnuradha/status/1359872805601386497?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359872805601386497%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fviral-video-father-makes-daughter-hairs-in-just-5-second-with-this-jugaad-ias-gives-epic-reaction-2369071
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।