ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି। ଏବଂ ୧୨ ଗୋଟି ରାଶିର ରାଶିଫଳ ଗ୍ରହ ମାନଙ୍କ ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ। ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କର ଉପରେ ପଡ଼ିଥାଏ। ପ୍ରତ୍ୟକ ବ୍ୟକ୍ତିର କୁଣ୍ଡଳି ବା ଜାତକ ଏହି ରାଶି ମାନଙ୍କର ସହିତ ଜଡ଼ିତ ରହିଥାଏ। ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପକାଇଥାଏ। ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ପ୍ରତ୍ୟକ ଦିନ ଗ୍ରହରେ କିଛି ନାଁ କିଛି ପରିବର୍ତନ ଘଟିଥାଏ।
ସେହିପରି ୪ ଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡ଼ିବାକୁ ଯାଉଛି। ଏହି ୪ ଗୋଟି ରାଶିର ଲୋକମାନଙ୍କୁ ସାବଧାନତାର ସହିତ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ ଯେଉଁ ରାଶି ମାନଙ୍କ ଉପରେ ଆଗାମୀ ଦିନ ମାନଙ୍କରେ ଅଘଟଣ ମାଡ଼ି ଆସୁଛି।
ମିଥୁନ ରାଶି:
ଏହି ରାଶିର ଲୋକମାନଙ୍କର ଲୋକପ୍ରିୟତା ହ୍ରାସ ପାଇବ। ନିଜର ଆସ୍ଥା ହରାଇବେ। ଅର୍ଥ ଅଭାବ ଅନୁଭବ କରିପାରନ୍ତି। ଆକସ୍ମିକ କୌଣସି କଳାହରେ ପଡ଼ୀପାରନ୍ତି। ଆର୍ଥିକ କ୍ଷତି ସହି ପାରନ୍ତି। ପାଇଥିବା ଦ୍ରବ୍ୟ ହରାଇ ବସିବେ। କୌଣସି ବଡ଼ ଧରଣର ଯୋଜନାରେ ପରିବର୍ତନ କରିବେ। ପରିବାରରେ ଯୋଂଯାଳ ବଢ଼ିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ। କୌଣସି ଆତ୍ମୀୟ ମାନଙ୍କର ଦ୍ବାରା ଅସୁବିଧାରେ ପଡିପାରନ୍ତି। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
କର୍କଟ ରାଶି:
ଆପଣ ମାନଙ୍କର ମାନସିକ ଅଶାନ୍ତି ବଢ଼ିପାରେ। ଦୂର ବନ୍ଧୁଙ୍କର ଦ୍ବାରା ଅପମାନିତ ହୋଇପାରନ୍ତି। ଅଯଥା କାମରେ ଟଙ୍କା ବିନିଯୋଗ କରିବେ। କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି। ଅବାଚ୍ଛିତ ପରିସ୍ଥିତିରେ ପଡିଯିବେ। ଶାରୀରିକ କଷ୍ଟ ଭୋଗିବେ। ଆପଣଙ୍କର ପାଇଁ ପରିବାରରେ କଳାହଳ ସୃଷ୍ଟି ହୋଇପାରେ। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ କିଛି ଅନ୍ନ ବା କିଛି ସାହାର୍ଯ୍ୟ କରନ୍ତୁ।
ମୀନ ରାଶି:
ଆପଣଙ୍କୁ ଅର୍ଥ ଅଭାବର ଆଭାସ ମିଳିବ। ନିଜର ପରିବେଶରେ ପରିବର୍ତନ ହେବ। ମାନ ସମ୍ମାନରେ ହାନି ଘଟିବ। ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ। ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ। ଉପରିସ୍ଥ କତୃପକ୍ଷଙ୍କ ଚାପ ବଢ଼ିଯିବ। ଆଳସ୍ୟ ଅନୁଭବ କରିବେ। ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି। ତେଣୁ ସର୍ବଦା ସାବଧାନ ରୁହନ୍ତୁ।ମାନସିକ ଉଦବେଗ ବଢ଼ିଯିବ। କାର୍ଯ୍ୟରେ ଅବନତି ଘଟିବ। ଆପଣଙ୍କର ପାଇଁ ପ୍ରତିକାର ହେଉଛି ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିସାର ପାଠ କରନ୍ତୁ। ଏବଂ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କର ଚରଣରେ ମୁଣ୍ଡିଆ ମାରନ୍ତୁ।
ବିଛା ରାଶି:
ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ। ବହୁତ ଡିନର ଅନୁସଦ୍ଧାନରେ ବିଫଳ ହେବେ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପ ବଢ଼ିପାରେ। ବ୍ୟସ୍ତତା ଭିତରେ ସମୟ କଟି ପାରେ। ଗୃହରେ କ୍ଳେସ ଦେଖା ଦେଇପାରେ। ଅଭାବ ଅନାଟନରେ ଦିନ କଟିପାରେ। ବିଶ୍ୱାସଘାତକତାର ଶିକାର ହୋଇପାରନ୍ତି। ନିଜର ଦେହ ଉପରେ କଷ୍ଟ ରହିଛି। ସତର୍କ ରୁହନ୍ତୁ। ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି। ଆପଣଙ୍କର ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ।