ସେଲରେ ଟିଭି ଏବଂ ଉପକରଣ ଉପରେ ବମ୍ପର ରିହାତି ଅଫର କରାଯାଉଛି। ରିହାତିକୁ ଛାଡିଲେ ଆପଣଙ୍କ ପାଖରେ ଏହି ଜିନିଷ ଗୁଡିକ ନୋ କଷ୍ଟ EMIରେ କିଣିବା ପାଇଁ ମଧ୍ୟ ଅବସର ରହିଛି। ସ୍ମାର୍ଟ ଟିଭି ଉପରେ ଆପଣଙ୍କୁ ସେଲ ଚାଲିଥିବା ବେଳେ ୭୦ ପ୍ରତିଶତ ରିହାତି ମିଳିବ।
Flipkart ନିକଟରେ Big Savings Daysର ଘୋଷଣା କରିଥିଲା। ଏହି ଇ-କମର୍ସ ପ୍ଲାଟଫର୍ମରେ ଅଗଷ୍ଟ ୬ ତାରିଖ ଠାରୁ Big Savings Daysର ସେଲ ଆରମ୍ଭ ହୋଇଯିବ। ୫ଦିନ ଚାଲିବାକୁ ଥିବା ଏହି ସେଲ ଅଗଷ୍ଟ ୧୦କୁ ଶେଷ ହୋଇଯିବ। ବର୍ତ୍ତମାନ ଆମାଜନ ମଧ୍ୟ ନିଜର ପ୍ଲାଟଫର୍ମରେ ସେଲ ଆରମ୍ଭ କରିବାର ପ୍ରସ୍ତୁତି କରୁଛି।
ଆମାଜନରେ ୬ରୁ ୭ ଅଗଷ୍ଟ ଭିତରେ ପ୍ରାଇମ ଡେ ସେଲ ଆରମ୍ଭ ହେବାକୁ ଯାଉଛି। Flipkart ଉପରେ ଚାଲୁଥିବା ସେଲ ସମୟରେ ପ୍ରଡକ୍ଟର ବହୁତ ବଡ଼ ରେଞ୍ଜର ବଢିଆ ରିହାତି ଏବଂ ଡିଲସର ଅଫର ଦିଆଯିବ। ଏହାଛଡା ସିଟି ବ୍ୟାଙ୍କ ଏବଂ ICICI ବ୍ୟାଙ୍କର କ୍ରେଡିଟ କାର୍ଡ଼ ଉପରେ ୟୁଜର ମାନଙ୍କୁ ୧୦ ପ୍ରତିଶତ ରିହାତି ମିଳିବ।
ସେଲରେ Oppo Reno 2ର 6GB+୨୫୬GB ଭେରୀଏଣ୍ଟ ୧୭,୯୯୦ ଟଙ୍କାରେ ମିଳିବ। ଏହି ଫୋନର ବାସ୍ତବିକ ମୂଲ୍ୟ ୨୮,୯୯୦ ଟଙ୍କା ରହିଛି। iQoo 3ର 8GB+128GB ଭେରୀଏଣ୍ଟ ୩୭,୯୯୦ ଟଙ୍କା ବଦଳରେ ମାତ୍ର ୩୧,୯୯୦ ଟଙ୍କାରେ କିଣି ପାରିବେ। Realme X2 ର 8GB + 128GB ଭାରିଆଣ୍ଟ ୨୮,୯୯୯ ଟଙ୍କାରେ କିଣି ପାରିବେ। Oppo F11 Pro ଫୋନ ମାତ୍ର ୧୪,୯୯୦ ଟଙ୍କାରେ କିଣାଯାଇପାରିବ।
ଲାପଟପ, ହୋମ ସ୍ପିକର୍ସ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି:
Flipkartରେ ଏହି ସେଲରେ ଆପଣ ଲାପଟପ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇଁ ପାରିବେ। ସେହିପରି ଯଦି ଆପଣ ହୋମ ସ୍ପିକର୍ସ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଭଲ ଅବସର ରହିଛି। ଏହି ସେଲରେ ଆପଣଙ୍କୁ ହୋମ ସ୍ପିକର୍ସ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳି ପାରିବ। ସେଲରେ ୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ସାଥିରେ କ୍ୟାମେରା ମଧ୍ୟ କିଣି ପାରିବେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |