ବିବାହର ଚାରିବର୍ଷ ପରେ ମା ହେବାକୁ ଯାଉଛନ୍ତି ଶାହୀଦଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ, ବେବୀବମ୍ପ ରେ କ୍ଲିନିଂ ବାହାରେ ଦେଖିଲେ

ଶାହୀଦ କପୂରଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ କୁହାଯାଉଛି ଅଭିନେତ୍ରୀ ଅମୃତା ରାଓ ବିବାହ ପରେ ନିଜର ବ୍ୟକ୍ତିଗତ ଜୀବନ କୁ ଫିଲ୍ମ ଓ ଗ୍ଲାମର ର ଦୁନିଆରୁ ବହୁତ ଦୂରରେ ରଖିଛନ୍ତି। ଏବେ ପୁଣିଥରେ”ବିବାହ”ର ଅଭିନେତ୍ରୀ ଚର୍ଚ୍ଚା ରେ ଆସିଛନ୍ତି। ଏହାର କାରଣ ଅଲଗା କିଛି ନୁହେଁ ବରଂ ସେ ଗର୍ଭବତୀ ଅଛନ୍ତି। କରିନା କପୂର, ଅନୁଷ୍କା ଶର୍ମା ଭଳି ଅଭିନେତ୍ରୀ ଙ୍କ ତାଲିକାରେ ଅମୃତା ରାଓ ମଧ୍ୟ ସାମିଲ ହୋଇ ସାରିଛନ୍ତି, ଯିଏ ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି।

ଅମୃତା ଙ୍କ ଗର୍ଭବତୀ ହେବାର ଖବର ସେତେବେଳେ ସମ୍ବାଦରେ ଆସିଲା ଯେବେ ତାଙ୍କୁ ଗତ କିଛି ଦିନ ହେବ ଗୋଟିଏ କ୍ଲିନିଙ୍ଗ ର ବାହାରେ ବେବୀବମ୍ପ ରେ ଦେଖିଲେ। ଏହି କାରଣରୁ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସହିତ ଥିଲେ।

ଅମୃତା ଓ ଆର. ଜେ. ଅନମୋଲ ବିବହାର ଚାରିବର୍ଷ ପରେ ପ୍ରଥମ ଥର ବାପା ମାଆ ହେବାକୁ ଯାଉଛନ୍ତି ଏବଂ ଦୁଇଜଣ ଜଣେ ଡାକ୍ତର ଙ୍କ କ୍ଲିନିଙ୍ଗ ବାହାରେ ଏକା ସହ ନଜର ଆସିଥିଲେ। କ୍ଲିନିଂ ର ବାହାରେ ନେଇଥିବା ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଅମୃତା ଙ୍କ ବେବୀବମ୍ପ ସ୍ପଷ୍ଟ ଭାବେ ଦର୍ଶାଉଛି।

କୁହାଯାଉଛି, ଅମୃତା ଓ ଅନମୋଲ ଙ୍କ ବିବାହ ୨୦୧୬ ରେ ପାଖାପାଖି ୭ ବର୍ଷ ଡେଟ କଲା ପରେ ହୋଇଥିଲା। ଏହି ବିବାହ ବହୁତ ଲୁଚାଛପା ରେ ହୋଇଥିଲା ଓ ଏଥିରେ କେବଳ ଘରଲୋକ ଓ କିଛି ନିଜ ଲୋକ ଓ ସାଙ୍ଗମାନେ ସାମିଲ ହୋଇଥିଲେ।

ଅଭିନେତ୍ରୀ ଙ୍କ ସହ ଯୋଡ଼ି ହୋଇଥିବା ଖବର ପାଖାପାଖି ଗୋଟେ ସୂତ୍ରର ଜରୀଆରେ କୁହାଯାଉଛି କି”ସେ ନିଜ ଜୀବନ ର ଏହି ଫେଜକୁ ଖୁସିରେ ନେଇ ବଞ୍ଚୁଛନ୍ତି”। କିନ୍ତୁ ଲୋକଙ୍କୁ ତାଙ୍କର ଗର୍ଭବତୀ ହେବା କଥା ଜଣା ନାହିଁ, କିନ୍ତୁ ତାଙ୍କ ପାଖାପାଖି ଲୋକଙ୍କୁ ଏହି ବିଷୟରେ ଜଣା ଅଛି।

କୁହାଯାଉଛି କି, ସେ ଲକଡାଉନ ପୂର୍ବରୁ ଗର୍ଭବତୀ ହୋଇଥିଲେ ଅମୃତା ଓ ଅନମୋଲ ଦୁଇଜଣ ନିଜର ଜୀବନକୁ ବ୍ୟକ୍ତିଗତ ରଖି ବଞ୍ଚିବାକୁ ପସନ୍ଦ କରନ୍ତି।

କୁହାଯାଉଛି, ଅମୃତା ଫିଲ୍ମ”ଅବ କେ ବରସ”ରୁ ବଲିଉଡ କୁ ଆସିଥିଲେ, ଯାହାକି ୨୦୦୨ ରେ ରିଲିଜ ହୋଇଥିଲା। କିନ୍ତୁ ଅମୃତା ଙ୍କୁ ସବୁଠାରୁ ଅଧିକ”ଇସ୍କି ବିସ୍କି” ଓ “ବିବାହ” ଫିଲ୍ମ ରେ ପସନ୍ଦ କରିଥିଲେ। ଏହି ଫିଲ୍ମ ରେ ଶାହୀଦ କପୂର ଙ୍କ ସହିତ ଅମୃତା ରାଓ ଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ।

ଫିଲ୍ମ” ଇସ୍କି ବିସ୍କୀ” ରେ ଶାହୀଦ ଓ ଅମୃତା ଙ୍କୁ ନେଇ କୁହାଯାଉଛି କି ଦୁଇଜଣ ଏହି କାରଣରୁ ଜଣେ ଆଉଜଣ ଙ୍କ ପାଖାପାଖି ଆସି ଯାଇଥିଲେ ଓ ଚକର ଥିବାର ଖବର ମିଡ଼ିଆରେ ଆସିବାକୁ ଲାଗିଲା।

Leave a Reply

Your email address will not be published. Required fields are marked *