ଶାହରୁଖ ଖାନ ଙ୍କ ସ୍ତ୍ରୀ ଗୌରୀ ଖାନ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅଭିନେତ୍ରୀ ସହିତ ଏକ ଭଲ ଡିଜାଇନର ଅଟନ୍ତି। ଗୁରୁବାର ଦିନ ସେ ତାଙ୍କର ୫୦ ତମ ଜନ୍ମ ଦିବସ ପାଳନ କରିଛନ୍ତି। ତାଙ୍କ ଜନ୍ମ ଦିନ ସୁଜଗରେ ତାଙ୍କ ର କେତେକ ବିଳାସ ପୂର୍ଣ୍ଣ ଜୀବନର କଥା କହିବାକୁ ଯାଉଛୁ। ସେ ପାଖ ମୁମ୍ବାଇ ରେ ନୁହେଁ କିନ୍ତୁ ଦୁବାଇ ରେ ରହିଥାନ୍ତି। ତାଙ୍କ ବଙ୍ଗଳା ‘ମନ୍ନତ ‘ କାହାର ହୃଦୟ କିଣିନେଇ ପାରେ। ଏହି ପରି ଆମେ ତାଙ୍କର ଦୁବାଇ ବାଲା ଘର ବିଷୟରେ କହୁଛୁ।
ଗୌରୀ ଖାନ ଙ୍କ ଦୁବାଇ ବାଲା ଘର ର ନାମ ‘ସିଗ୍ନେଚର୍ ‘ ଅଟେ, ଏବଂ ଏହା କୌଣସି ସ୍ଵର୍ଗ ଠାରୁ କମ ନୁହେଁ, ମିଡ଼ିଆ ର ତଥ୍ୟ କୁ ମାନିବା ତ ଦୁବାଇ ପାଖରେ ଥିବା ଯୁମେରାହ୍ ରେ ଅବସ୍ଥିତ ବିଳାସ ପୂର୍ଣ୍ଣ ବଙ୍ଗଳା ର ଦାମ ୨୦୦ କୋଟି କୁହାଯାଇଛି।
ଏହି ବଙ୍ଗଳା ୮,୫୦୦ ସ୍କୋୟାର ଫୁଟ କ୍ଷେତ୍ରରେ ଅବସ୍ଥିତ। ଏହି ପୁରା ଘର ୧୪,୦୦୦ ସ୍କୋୟର ଫୁଟ ଅଛି। ସମୁଦ୍ର ଉପରେ ଅବସ୍ଥିତ ଏହା ଏକ କୃତ୍ରିମ ଦ୍ଵୀପପୁଞ୍ଜ ଅଟେ।
କୁହାଯାଇଛି ଯେ ଏହି ବଙ୍ଗଳା ତାଙ୍କୁ ୨୦୦୭ ମସିହା ସେପ୍ଟେମ୍ବର ମାସରେ ଏକ ଦୁବାଇ ସମ୍ପତି ଉନ୍ନତି କାରି ବ୍ୟକ୍ତି ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଏହି ସୁନ୍ଦର ବଙ୍ଗଳାରେ ୬ ଟି ଶୟନ କକ୍ଷ ଏବଂ ୨ ଟି ଉନ୍ନତ ମାନର ଗୃହ ବି ନିର୍ମାଣ ହୋଇଅଛି।
ଏହି ବଙ୍ଗଳାରେ ବହୁତ ସୁନ୍ଦର ପୋଖରୀ ଏବଂ ନିଜର ସମୁଦ୍ର ତଟ ଅଛି। ଯେଉଁଥିରେ ସମୁଦ୍ର କୂଳରେ ଖେଳାଯାଉଥିବା ସମସ୍ତ ଖେଳ ର ମଜା ନିଆ ଯାଇ ପାରିବ। ଏହି ବଙ୍ଗଳା କୁ ଶାହାରୁଖ ଖାନ ଙ୍କ ପତ୍ନୀ ଗୌରୀ ଖାନ ନିଜେ ଡିଜାଇନ୍ କରିଛନ୍ତି।
୨୦୧୬ ମସିହାରେ ଏକ ସାକ୍ଷାତକାର ସମୟରେ ଗୌରୀ ଖାନ ନିଜର ଏହି ବଙ୍ଗଳା ବିଷୟରେ ଖୁଲାସା କରି କହିଛନ୍ତି ଯେ ଦୁବାଇ ବାଲା ଘରର ବାହାର ଟା ଦେଖିବକୁ ଖୁବ୍ ସୁନ୍ଦର ଅଟେ। ସେ କହିଥିଲେ ଯେ, ଆମକୁ ଦୁବାଇ ଯିବା ବହୁତ ପସନ୍ଦ ଅଟେ, ଏବଂ ଆମେ ସଦାବେଳେ ଏଠାକୁ ଯିବା ଆସିବା କରିଥାଉ।
ଶାହରୁଖ୍ ତାଙ୍କର ଏହି ଘରେ ଫରାହ ଖାନ ଙ୍କ ଚଳଚ୍ଚିତ୍ର ‘ ହାପି ନିୟୁ ଇୟର’ ସୁଟିଙ୍ଗ ମଧ୍ୟ କରାଯାଇଛି।