ଘରକୁ ଘୋର ଦରିଦ୍ରତା ନେଇକି ଆସିଥାଏ, ଏହି ଗଛର କାଠରେ ତିଆରି କବାଟ ହୋଇଥାଏ ବଡ ଅମଙ୍ଗଳକାରୀ !

ଘରର ସାଜସଜ୍ଜା କିମ୍ବା କୌଣସି ଶୁଭ କାର୍ଯ୍ୟ ବିଷୟରେ ହେଉ, ଘରର ମୁଖ୍ୟ ଦ୍ୱାର ସର୍ବଦା ଆମ୍ବ ପତ୍ରରେ ସଜାଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଗଛର ପତ୍ରରେ ଏତେ ବିଶେଷ ଯେ ସେଗୁଡିକ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହୃତ ହୁଏ। ସେଇଭଳି ଘରର ମୁଖ୍ୟ ଦ୍ୱାର କେଉଁ ଗଛର କାଠରେ ନିର୍ମିତ ଏବଂ ସେଇ ଗଛର୍ କାଠ ଶୁଭ କି ଅଶୁଭ ତାହା ଜାଣିବା ନିହାତି ଦରକାର। କାରଣ ଯଦି ଘରର ମୁଖ୍ୟ ଦ୍ୱାରା ଠିକ ଥାଏ ତେବେ କୌଣସି ନେଗେଟିଭ ଏନର୍ଜୀ ଘରକୁ ପ୍ରବେଶ କରିପାରେ ନାହିଁ ଏବଂ ଆପଣଙ୍କ ପରିବାର ସର୍ବଦା ଖୁସିରେ ରହିଥାଏ। ତେବେ ଚାଲନ୍ତୁ ଜାଣିବା କଣ କଲେ ଆମର ଘରର ମୁଖ୍ୟଦ୍ୱାର ଠିକ ରହିବ।

ଯଦି ଘରର ମୁଖ୍ୟ ଦ୍ୱାରା ଠିକ ଦିଗରେ ଥାଏ ତେବେ ଘରର ଲୋକଙ୍କ ସର୍ବଦା ଉନ୍ନତି ହୋଇଥାଏ କିନ୍ତୁ ଯଦି ଠିକ ଦିଗରେ ମୁଖ୍ୟ ଦ୍ୱାରା ଲଗାଯାଇ ନଥାଏ ତେବେ ଘରର ଅନିଷ୍ଠ ଘଟିଥାଏ। ଏବଂ ଯଦି ଘରେ ସର୍ବଦା କଲି ଝଗଡା ହେଉଛି ତେବେ ଆପଣ ମୁଖ୍ୟ ଦ୍ୱାର ବାରଣ୍ଡାରେ ଝୋଟି ପକାଇ ଦିଅନ୍ତୁ । ଯାହା ଫଳରେ ଘରକୁ ପ୍ରବେଶ କରୁଥିବା ବ୍ୟକ୍ତିର ମନ ପ୍ରସ୍ରନ ରହିବ। ଏବଂ ଘରର ମୁଖ୍ୟ ଦ୍ୱାରା ସର୍ବଦା କାଠର ହେବା ଉଚିତ ଏବଂ ଏହାର ବାରେଣ୍ଡା ରହିବା ଉଚିତ କାରଣ ଏହା ଆମକୁ ସମ୍ମାନ ରେ ରହିବା ଶିଖେଇ ଥାଏ। ଏବଂ ଘର ବାରେଣ୍ଡା 3ରୁ 5 ଇଞ୍ଚୀ ରହିବା ଠିକ ଅଟେ।

ଘରର ମୁଖ୍ୟ ଦ୍ୱାର ସମ୍ନାରେ ଆମ୍ବ ପତ୍ର ଫୁଲ ଓହେଲେଇବା ଠିକ ଅଟେ ଏବଂ ଯଦି ଘର ବାହାରେ ଆପଣ ଓଃ,ଶୁଭ ଲାଭ ଲେଖନ୍ତି ତାହାଲେ ଆପଣଙ୍କ ଘରେ କୌଣସି ଦୁଷ୍ଟ ଆତ୍ମା ପ୍ରବେଶ କରି ପାରେ ନାହିଁ ଏବଂ ଘରର ମୁଖ୍ୟ ଦ୍ୱାର ସିସମ,ରୋହି,ଅଶୋକ,ନିମ ଚନ୍ଦନ,ପତଙ୍ଗ ,ଅର୍ଜୁନ,ଲୋଧ କାଠରେ ନିର୍ମିତ କରାଗଲେ ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ ବିବେଚନା କରାଯାଇଛି। ସେଇଭଳି ବହେଡ,ଓସ୍ତ ଗଛ,ବର୍ଗତ,ପକାଣ୍ଡ,କଟକ,କୈଥ ଏହି ବୃକ୍ଷର କଥାରେ ଘରର ମୁଖ୍ୟ ଦ୍ୱାର ନିର୍ମିତ ହେଲେ ଘୋର ଅଶୁଭ ହୋଇଥାଏ।

ଘରର ମୁଖ୍ୟ ଦ୍ୱରାକୁ ସର୍ବଦା ଦୁଇ ହାତରେ ଖୋଲିବା ଉଚିତ ଅଟେ ଏବଂ ଘରର ଦ୍ୱାରକୁ କେବେ ବି ଖୋଲା ଛାଡ଼ନ୍ତୁ ନାହିଁ ଯାହା ଯୋଗୁଁ କେହି ଅପଣଙ୍କ ଘରକୁ ଦେଖିପାରୁ ଏପରି କରିବା ଦ୍ୱାରା ଧନ ଚାଲିଯାଇଥାଏ। ଘରର ଦ୍ୱାର ଶବ୍ଦ କରୁଥିଲେ ତାକୁ ଜଲ୍ଦି ଠିକ କରିଦିଅନ୍ତୁ ଏହା ଅଶୁଭ ବିବେଚନା କରାଯାଇ ଥାଏ। ଆପଣ ଘରର ମୁଖ୍ୟ ଦ୍ୱରାକୁ ଯତ୍ନର ସହ ରଖିଲେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଆପଣଙ୍କ ଘରକୁ ଧନ ଆସିଥାଏ।

Leave a Reply

Your email address will not be published. Required fields are marked *