ଦିଲ୍ଲୀ ନିକଟ ଗାଜିଆବାଦରେ ସୋମବାର ଦିନ ଏକ ଅ-ଜବ ଘ-ଟ-ଣା ଘ-ଟିଥି-ଲା ଏବଂ ଜଣେ ଯୁବକଙ୍କୁ ଗୁ-ଳି କରି ହ-ତ୍ୟା କରିଦିଆଗଲା। ଆ-ଶ୍ଚର୍ଯ୍ୟର କଥା ଏହି ଯୁବକ ଜଣକ ବହୁ ସମୟ ଧରି ଜାଣି ନଥିଲେ ଯେ ତାଙ୍କୁ ଗୁ-ଳି ମ-ରାଯା-ଇଛି ବୋଲି। ଗୁ-ଳି ଲାଗିବାର ବହୁ ସମୟ ପରେ ଯୁବକ ଜଣଙ୍କୁ ଯ-ନ୍ତ୍ର-ଣା ହେଲା ଏବଂ ସେ ଦେଖେ ତ ର-କ୍ତ ବାହାରୁଛି। ଯୁବକ ଜଣକ ତୁରନ୍ତ ପୋ-ଲି-ସକୁ ଡାକି ସାହାଯ୍ୟ ମାଗିଥିଲେ। ଯେତେବେଳେ ପୋ-ଲି-ସ ଏହି ଯୁବକଙ୍କୁ ପଚରାଉଚରା କଲା, ସେତେବେଳେ ସେ ପୋ-ଲି-ସକୁ ଯାହା କହିଥିଲେ ତାହା ଆହୁରି ଚ-କି-ତ କରିଥିଲା।
ଯୁବକ ପୋ-ଲି-ସକୁ କହିଥିଲେ ଯେ ଗାଜିଆବାଦର ଟିଲା ମୋଡ ପୋ-ଲି-ସ୍ ଷ୍ଟେ-ସ-ନ ଅଞ୍ଚଳରେ ଲୋନି ଭୋପୁରା ରୋଡରେ ଥିବା ଦିଲ୍ଲୀ ୯୯ ସୋସାଇଟି ନିକଟରେ ଜଣେ ବ୍ୟକ୍ତି ତାଙ୍କଠାରୁ ଲି-ଫ୍ଟ ମା-ଗିଥିଲେ। ଯୁବକ ଜଣକ ତାଙ୍କ ସ୍କୁଟିରେ ଲି-ଫ୍ଟ ଦେଲେ ଏବଂ କିଛି ସମୟ ପରେ ବ୍ୟକ୍ତି ଜଣକ ତାଙ୍କୁ ସ୍କୁଟି ରୋକିବାକୁ କହିଥିଲେ। ସ୍କୁଟି ଅଟକିବା ମାତ୍ରେ ବ୍ୟକ୍ତି ଜଣକ ତଳକୁ ଓହ୍ଲେଇ ଯୁବକଙ୍କୁ ଧନ୍ୟବାଦ ଜଣାଇଲେ। ଏହା ପରେ ସେ ଚାଲିଗଲେ। କିଛି ଦୂର ଯିବା ପରେ ଯୁବକ ଜଣକଙ୍କୁ ଯ-ନ୍ତ୍ର-ଣା ହେଲା ଏବଂ ସେତେବେଳେ ସେ ଗୁ-ଳି ଲାଗିଥିବାର ଜାଣିବାକୁ ପାଇଲେ।

ଏ ସମ୍ପର୍କରେ ପୋ-ଲି-ସକୁ ସୂ-ଚନା ଦିଆଯାଇଥିଲା। ଏହି ଘ-ଟ-ଣା ସମ୍ପର୍କରେ ପୋ-ଲି-ସ କହିଛି ଯେ ଗତକାଲି ରାତିରେ ଦସନା ନିବାସୀ ସାଜିଦଙ୍କଠାରୁ ଏକ ଅଜଣା ବ୍ୟକ୍ତି ଲି-ଫ୍ଟ ମାଗିଥିଲେ। ସାଜିଦ ସୋମବାର ରାତି ପ୍ରାୟ ୧୧ ଟା ସମୟରେ ଏହି ଲିଫ୍ଟ ଦେଇଥିଲେ। ପ୍ରାୟ ୫୦୦ ମିଟର ଆଗକୁ ଯିବା ପରେ ବ୍ୟକ୍ତି ଜଣକ ଓ-ହ୍ଲେ-ଇ ଥିଲେ । ଓ-ହ୍ଲେ-ଇବା ପରେ ସେ ସାଜିଦଙ୍କୁ ଧନ୍ୟବାଦ ଜଣାଇ ଚାଲିଗଲେ। ସାଜିଦ ଯେତେବେଳେ ସେଠାରୁ ଅଧିକ ଦୂରକୁ ଚାଲିଗଲେ ସେତେବେଳେ ଯ-ନ୍ତ୍ର-ଣା ଅ-ନୁଭ-ବ କଲେ ।
ତା’ପରେ ସାଜିଦ ଜାଣିବାକୁ ପାଇଲେ ଯେ ତାଙ୍କୁ ଗୁ-ଳି ଲାଗିଛି ବୋଲି। ସାଜିଦ ନିକଟରେ ଉପସ୍ଥିତ ଥିବା ପୋ-ଲି-ସକୁ ସୂ-ଚ-ନା ଦେଇଥିଲେ ଏବଂ ପରେ ପୋ-ଲି-ସ ତାଙ୍କୁ କବିନାଗରର ସର୍ଭୋଦୟା ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ପୋ-ଲି-ସ ଏହି ଘ-ଟଣା-ର ତ-ଦ-ନ୍ତ କରୁଛି ଏବଂ ତାଙ୍କୁ କିଏ ଗୁ-ଳି ଚଳାଇଛି ତାହା ଜାଣିବାକୁ ଚେ-ଷ୍ଟା କରୁଛି। ଏସପି ସିଟି ସେକେଣ୍ଡ ଜୟନେନ୍ଦ୍ର ସିଂ ଏହି ଘ-ଟଣା-ରେ କହିଛନ୍ତି ଯେ ଲୋନିରୁ ଆସିଥିବା ଦସନା ନିବାସୀ ସାଜିଦ ସୋମବାର ରାତିରେ ଜଣେ ଯୁବକଙ୍କୁ ଲି-ଫ୍ଟ ଦେଇଥିଲେ। ଯେତେବେଳେ ସେ ୫୦୦ ମିଟର ଆଗରେ ଓ-ହ୍ଲା-ଇ ଯାଇ, ସେ ସାଜିଦଙ୍କୁ ଗୁ-ଳି କରିଥିଲେ । ସାଜିଦଙ୍କ ଅନୁଯାୟୀ, ସେ ଲି-ଫ୍ଟ ଦେଇଥିବା ବ୍ୟକ୍ତିଙ୍କୁ ଜାଣି ନାହାଁନ୍ତି।