ଅନଲାଇନରେ ହୋଇଥିବା ପ୍ରେମ ସବୁବେଳେ ସଫଳ ହେବ ଏହାର କୌଣସି ଆବଶ୍ୟକତା ନାହିଁ। କେବେକେବେ ଏଥିରୁ ଏମିତି ଧୋ-କା ମିଳିଥାଏ କି ମଣିଷର ପାଦ ତଳୁ ମାଟି ହିଁ ଖସି ଯାଇଥାଏ। ବର୍ତମାନ ଫ୍ରୀ ଫାୟର ଗେମ (Free Fire Game) ଖେଳ ବୃଦ୍ଧିର ଏହି କାହାଣୀକୁ ହିଁ ଦେଖି ନିଅନ୍ତୁ। ଏଠାରେ ଜମୁଇ (Jamui Bihar)ର ପୁଅ ଏବଂ ଉତ୍ତର ପ୍ରଦେଶ (Uttar Pradesh)ର ଝିଅ ଫ୍ରୀ ଫାୟର ଗେମ (Free Fire Game) ଖେଳୁଖେଳୁ ଜଣେ ଅନ୍ୟ ଜଣଙ୍କୁ ହୃଦୟ ଦେଇ ବସିଥିଲେ। ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଝିଅଟି ଶହଶହ କିଲୋମିଟରର ଯାତ୍ରା ଶେଷ କରି ପୁଅ ସହିତ ଦେଖା ହେବା ପାଇଁ ଯାଇ ପହଞ୍ଚିଥିଲେ। କିନ୍ତୁ ସେଠାକୁ ଯାଇ ଯେତେବେଳେ ତାଙ୍କୁ ପୁଅଟିର ସତ୍ୟତା ବିଷୟରେ ଜଣା ପଡ଼ିଥିଲା ତ ଆ-ଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଝିଅ ଜଣଙ୍କ ୟୁପିରୁ ବିହାର ଯାଇଥିଲେ ଏବଂ ସେ ପୁଅଟି ସହିତ ବାହା ହୋଇ ଯାଇଥିଲେ। ପୁଅଘର ଲୋକ ମଧ୍ୟ ଝିଅଟିକୁ ଆପଣେଇ ନେଇଥିଲେ। ହେଲେ ଝିଅଟିର ମୁ-ଣ୍ଡ ସେତେବେଳେ ଖରାପ ହୋଇଯାଇଥିଲା ଯେତେବେଳେ ସେ ପୁଅଟିର ଘରକୁ ରହିବାକୁ ଯାଇଥିଲେ। ସେଠାରେ ପୁଅଟିର ଚାଳ ଛପରର ଘର ଦେଖି ଝିଅଟିର ମୁଣ୍ଡ ଖରାପ ହୋଇଯାଇଥିଲା। ସେ ପୁଅଟିକୁ ସ୍ପଷ୍ଟ ଭାବରେ କହିଥିଲେ କି ସେ ଏହି ଘରେ ରହି ପାରିବେ ନାହିଁ।
ପୁଅଟିର ଭଙ୍ଗାରୁଜା ଘର ଦେଖିବା ପରେ ଝିଅ ଜଣଙ୍କ ୟୁପିର ନିଜ ଭାଇଙ୍କୁ ଫୋନ କରିଥିଲେ ଏବଂ ପୁଣିଥରେ ଘରକୁ ଯିବାପାଇଁ କହିଥିଲେ। ଜଣା ଯାଉଛି କି ଫ୍ରୀ ଫାୟର ଗେମ ଖେଳିବା ସମୟରେ ପୁଅଟି ଝିଅଙ୍କୁ କହିଥିଲା କି ତାଙ୍କ ପାଖରେ ବହୁତ ସୁନ୍ଦର ଏବଂ ରାଜକୀୟ ଘର ଅଛି। ସେ ବହୁତ ଧନୀ ଅଟନ୍ତି। କିନ୍ତୁ ଯେତେବେଳେ ଝିଅଟି ବାହା ହୋଇ ପୁଅ ଘରଠାରେ ପହଞ୍ଚି ଥିଲେ ତ ସେ ଦେବାଳିଆ ବୋଲି ଜଣା ପଡିଥିଲା। ତାଙ୍କ ପାଖରେ ରାଜକୀୟ ବଙ୍ଗଳା ନାହିଁ ବରଂ ଛୋଟ ଚାଳ ଘରଟିଏ ଥିଲା।
ଝିଅଟିର ଆଶା ବିଶ୍ଵାସ ପାଣି ଭଳି ମିଳେଇ ଯାଇଥିଲା। ବର୍ତମାନ ଯେତେବେଳେ ସୋସିଆଲ ମିଡିଆରେ ଏହି ଘ-ଟ-ଣା ଭାଇ-ରାଲ ହୋଇଛି ତ ଯେ କେହିକେହି ଝିଅଟିକୁ ଉପହାସ୍ୟ କରିବାକୁ ଲାଗିଥିଲେ। ଲୋକମାନେ କହିଥିଲେ କି ଯଦି ପୁଅଟିକୁ ପ୍ରକୃତ ପ୍ରେମ କରୁଥାନ୍ତେ ତାହେଲେ କୈାଣସି ବି ଘରେ ରହିଥାନ୍ତେ। ଲାଗୁଛି ଝିଅଟି ପୁଅ ଠାରୁ ଅଧିକ ତାଙ୍କ ସମ୍ପତ୍ତିକୁ ଭଲ ପାଉଥିଲେ। ସେଠାରେ କିଛି ଲୋକ ଝିଅଟିକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି କି ପୁଅଟି ଝିଅଟିକୁ ମିଛ କହିବାର ନଥିଲା। ସେ ସବୁ ସତ କହିବାର ଥିଲା। ଯଦି ଝିଅଟି ଏହା ପରେ ମଧ୍ୟ ତାଙ୍କୁ ବାହାହେବା ପାଇଁ ପ୍ରସ୍ତୁତ ହୋଇଥାନ୍ତେ ତାହେଲେ ଦୁଇଜଣ ବହୁତ ଭଲରେ ଜୀବନ ବିତେଇ ପାରିଥାନ୍ତେ।
ଏହାଛଡା ଏହି ପୂରା ଘ-ଟ-ଣା ଉପରେ ଆପଣଙ୍କର କଣ ମତ ରହିଛି ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଏହାଛଡା ଆପଣ କୈାଣସି ପୁଅଠାରେ କଣ ଦେଖନ୍ତି? ତା ଚେହେରା, ତା ସମ୍ପତ୍ତି, ତା ହୃଦୟ କିମ୍ବା ତା ପ୍ରକୃତି? ଆପଣଙ୍କ ଉତ୍ତରର ଆମେ ଅପେକ୍ଷାରେ ରହିଛୁ। ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଖବର ପସନ୍ଦ ଆସୁଛି ତାହେଲେ ଏହାକୁ ଅଧିକରୁ ଅଧିକ ଲୋକଙ୍କ ସହିତ ସେୟାର ନିଶ୍ଚିତ କରନ୍ତୁ। ଏହିପରି ସେମାନେ ମଧ୍ୟ ଅନଲାଇନ ପ୍ରେମରେ ମିଳୁଥିବା ଧୋକାରୁ ସାବଧାନ ହୋଇଯିବେ।