ଏକ ଦମ୍ପତ୍ତିକୁ ଏହା ଦ୍ୱାରା ହସ୍ପିଟାଲ ଯିବାକୁ ପଡ଼ିଲା ଯେବେ ସେମାନେ ଜଣେ ଆଉ ଜଣଙ୍କ ସହ ରୋ-ମା-ନ୍ସ କରୁଥିଲେ। ତଥାପି ତାଙ୍କୁ ଆଭାସ ନଥିଲା ଯେ ତାଙ୍କର ରୋ-ମା-ନ୍ସ ବଢ଼ାଇବା ପାଇଁ ଯେଉଁ ଉପାୟ କରୁଛନ୍ତି ତାହା କେତେ ଆସୁବିଧା ଆଣିଦେବ। ଏହାସବୁ ସେତେବେଳେ ହୋଇଥିଲା ଯେତେବେଳେ ପ୍ରେମିକ ଯୁବକକୁ ବେଡ଼ରୁମରେ ଟେପରେ ବା-ନ୍ଧିଥିଲା।
ଦ ସନ ଡାଟ ୟୁକେର ଏକ ରି-ପୋ-ର୍ଟ ଅନୁସାରେ, ଏକ ଦମ୍ପତ୍ତି ଯେତେବେଳେ ବେଡ଼ରୁମରେ ରୋ-ମା-ନ୍ସ କରୁଥିଲେ ସେତେବେଳେ ଯୁବତୀଙ୍କୁ କିଛି ଅଲଗା କରିବାକୁ ମନ ହେଲା। ଦମ୍ପତ୍ତି ପ୍ରକାଶ କରିଥିଲେ ଯେ, ଯେତେବେଳେ ଯୁବକକୁ ବେଡ଼ରୁମରେ ଟେପରେ ବ-ନ୍ଧା ଗଲା, ତାର ସ୍ୱାସ୍ଥ୍ୟ ହଠାତ ଅସୁସ୍ଥ ହୋଇଗଲା ଶେଷରେ ତାଙ୍କୁ ହସ୍ପିଟାଲ ପହଞ୍ଚିବାକୁ ପଡ଼ିଲା।

ରି-ପୋ-ର୍ଟ ଅନୁସାରେ ବ୍ରିଟେନ ସ୍ଥିତ ଟୀଏଲସୀର ଏକ ଟ୍ରାକ ସୋରେ କଥା ହେଲାବେଳେ ନିକ ଓ ଷ୍ଟେଫନୀ ଏହି ଘ-ଟ-ଣାର ଖୁଲାସା କରିଥିଲେ। ସେ କହିଲେ ଆମେ ରୋ-ମା-ନ୍ସ ଆରମ୍ଭ କରୁଥିଲୁ ସେତେବେଳେ ଷ୍ଟେଫନୀ ନିକଙ୍କୁ ବେଡ଼ରେ ଟେପରେ ବା-ନ୍ଧି ଦେଇଥିଲେ।
ଏହା ଦ୍ବାରା ବା-ନ୍ଧିହେ-ବା କାରଣରୁ ହଠାତ ନିକଙ୍କ ମାଂ-ସପେ-ଶୀ ଗୁଡ଼ିକ ଉପରେ ଅସୁବିଧା ବଢି ଚାଲିଲା। ଏହା ପୂର୍ବରୁ ଷ୍ଟେଫନୀଙ୍କୁ କିଛି ବୁଝାପଡ଼ିବ ତାଙ୍କର ବା-ନ୍ତି ଆରମ୍ଭ ହୋଇଗଲା। ଷ୍ଟେଫନୀ କହିଲେ ଯେ ଯଦି ଆହୁରି କିଛି ସମୟ ରହିଥାନ୍ତୁ ତେବେ ନିକର ଅଧିକ କ୍ଷ-ତି ହୋଇଥାନ୍ତା। ତଥାପି କିଛି ସମୟ ପରେ ଷ୍ଟେଫନୀ କଇଁଚି ନେଇ ନିକର ବ-ନ୍ଧା ହାତକୁ ଖୋଲିଥିଲେ। କୌଣସି ପ୍ରକାରେ ସେ ଦୁହେଁ ହସ୍ପିଟାଲରେ ପହଞ୍ଚି ଗଲେ।
ନିକ କହିଲେ ସେ ଷ୍ଟେଫନୀଙ୍କୁ ପ୍ରେମ କରନ୍ତି ଏବଂ ଷ୍ଟେଫନୀ ମଧ୍ୟ ତାଙ୍କୁ ପ୍ରେମ କରନ୍ତି। ଯେତେବେଳେ ଆମେ ଦୁହେଁ ପ୍ରେମ କରିବାକୁ ମନ କଲୁ ଜଣେ ଆଉ ଜଣଙ୍କୁ ଚୁ-ମ୍ବ-ନ ଦେଲୁ। ଏହା ପରେ ଷ୍ଟେଫନୀ ନିକଙ୍କୁ ବେଡ଼ରେ ଟେପ ନେଇ ବା-ନ୍ଧି-ଲେ। କିନ୍ତୁ ସେମାନଙ୍କୁ ଜଣାନଥିଲା ଯେ ଏହା ତାଙ୍କୁ କେତେ କ୍ଷ-ତି ପହଞ୍ଚାଇବ।

ଷ୍ଟେଫନୀ କହିଲେ ଆମେ ଦୁଇଜଣ ସାଙ୍ଗରେ ଥିଲୁ, ସେଥିପାଇଁ ଆମକୁ ଲାଗିଲା ବିନା ଚିନ୍ତାରେ ମିଶିପାରିବୁ। ସେ କହିଲେ ଆମେ ଦୁହେଁ ଏକ ସୀମା ପର୍ଯ୍ୟନ୍ତ ଠିକ ଥିଲୁ କିନ୍ତୁ ପରେ ନିଜକୁ ଭୁଲ ପ୍ରମାଣ କଲୁ।
ବର୍ତ୍ତମାନ ଧୀରେ ଧୀରେ ଦୁଇଜଣଙ୍କ ପରିସ୍ଥିତି ସୁଦୃଢ଼ ଅଛି। ନିକଙ୍କୁ କିଛି ସମୟ ଆରାମ କରିବାକୁ ପଡ଼ିଲା। ଏହି ଟ୍ରାକ ସୋ ରେ କଥା ହେଉଥିଲା ବେଳେ ନିକ ଓ ଷ୍ଟେଫନୀ ସମ୍ପୂର୍ଣ୍ଣ ତଥ୍ୟ ଦେଲେ ଯେ, କିପରି ଘ-ଟ-ଣା ପରେ ନିଜର ଦିନ କଟାଇଥିଲେ
କହି ରଖୁଛୁ, ଏହି ଟ୍ରାକ ସୋ ନିକଟରେ ଏହିଭଳି ଏକ ଘ-ଟ-ଣା ଶୁଣିବାକୁ ମିଳିଥିଲା। ଯେତେବେଳେ ଏକ ଦମ୍ପତ୍ତି ଆକାଶରେ ରୋ-ମା-ନ୍ସ କରୁଥିଲେ। ଯଦିଓ ଏହା ସେମାନଙ୍କ ଉପରେ ଭାରୀ ପଡିଲା ଏବଂ ସେ ଦୁହେଁ ହସ୍ପିଟାଲରେ ପହଞ୍ଚି ଗଲେ।

ଦମ୍ପତ୍ତି ସ୍କାଇ ଡାଇଭିଂ କରୁଥିଲେ। ଦମ୍ପତ୍ତି ଖୋଲି କହିଥିଲେ ଯେ, ଯେତେବେଳେ ସେମାନଙ୍କର ପାରାସୁଟ ଖୋଲିଲା ନାହିଁ, ସେତେବେଳେ ତାଙ୍କ ସହ ଦୁ-ର୍ଘଟ-ଣା ହେଲା। ଶେଷରେ ସେ ହସ୍ପିଟାଲରେ ପହଞ୍ଚି ଥିଲେ।
ଯେତେବେଳେ ପାରାସୁଟ ଖୋଲିଲା ନାହିଁ ସେତେବେଳେ ଦୁହେଁ ତଳେ ଖରାପ ଭାବରେ ପଡ଼ିଲେ ଏବଂ ସେମାନଙ୍କର ହାତ ଗୋଡ଼ ଭା-ଙ୍ଗିଯାଇଥିଲା। ଯୁବକଙ୍କର ନାକ ଭା-ଙ୍ଗି ଯାଇଥିଲା, କମରରେ ପେ-ନ ଥିଲା। ହସ୍ପିଟାଲରେ ଡକ୍ଟର କହିଲେ ଯୁବକର ନାକରେ ଅଧିକ ଗଭୀର ଜ-ଖ-ମ ହୋଇଛି ବାକି ସବୁ ନରମାଲ ଅଛି।