ସରକାରୀ ଚାକିରିଆକୁ ପାଇ ଗାର୍ଲଫ୍ରେଣ୍ଡ ଠକି ଦେଲା ।

ସୋସିଆଲ ମିଡିଆରେ ସ୍ଲାନ୍ସ କହି ବେଶ ଫେମସ ଥିବା ଆଶୁତୋଷ ମଲିକ ବା ୱେବ ଭିଲିଆନ ବର୍ତ୍ତମାନ ଏମିତି କିଛି ତାଙ୍କ ଜୀବନ ବିଷୟରେ ବଖାଣିଛନ୍ତି ଯାହା ଆପଣଙ୍କୁ ନିହାତି ଭାବେ ଚକିତ କରିବ । ଆଶୁତୋଷ ରୁ ସେ କିପରି ହେଲେ ୱେବ ଭିଲିଆନ । କାହିଁକି ସେ ସୋସିଆଲ ମିଡିଆରେ ସ୍ଲାନ୍ସ ବ୍ୟବହାର କଲେ ଏହା ପଛରେ କାହାର ହାତ ଅଛି । କେଉଁ କାରଣକୁ ନେଇ ସେ ସ୍ଲାନ୍ସ ବ୍ୟବହାର କଲେ ଆଉ ଆଜି ସେ କିପରି ଏତେ ଫେମସ ହେଲେ ଆଜି ଜାଣିବା ।

ସେ ଜଣେ ବିଟେକ ଛାତ୍ର ଅଛନ୍ତି ଆଉ ଏବେ ସେ ମଧ୍ୟ ପାଠ ପଢୁଛନ୍ତି । ହେଲେ ଦିନେ ଆଶୁତୋଷ ମଲିକଙ୍କ ସହ ଏପରି କିଛି ଘ-ଟଣା ଘଟିଥିଲା ଯାହାକୁ ଆଶୁତୋଷ ପ୍ରକାଶ କରିବା ପାଇଁ ତାଙ୍କ ପାଖରେ କେହି ମଣିଷ ନଥିଲେ ନା ଥିଲେ ସାଙ୍ଗ ନା ହିଁ ଥିଲେ ଘର ଲୋକ । ଘର ଲୋକେ ଯଦିଓ ଆଶୁତୋଷ ଙ୍କୁ ସାଥ ଦେଉଥିଲେ ହେଲେ ତଥାପି ଆଶୁତୋଷ କୁହନ୍ତି କିଛି କଥା ଏମିତି ଥାଏ ଯାହା ଚାହିଁ ମଧ୍ୟ ଘର ଲୋକଙ୍କୁ କହି ହୁଏ ନାହିଁ ।

ତେଣୁ ଆଶୁତୋଷ ସବୁବେଳେ ଡିପ୍ରେସନ ରେ ରହୁଥିଲେ ଆଉ ଯେତେବେଳେ ଆଶୁତୋଷ ନିଜକୁ ଏକା ଏକା ଭାବୁଥିଲେ ସବୁବେଳେ ମନ ଦୁଃ-ଖରେ ବସୁଥିଲେ ସେତେବେଳେ ଆଶୁତୋଷ କ୍ୟାମେରା ସହ ଖେଳିବା ଆରମ୍ଭ କରିଦେଇଥିଲେ । ମାନେ ଆଶୁତୋଷ କ୍ୟାମେରାରେ ଯାହା ପାରୁଥିଲେ ତାହା କହୁଥିଲେ । ଆଶୁତୋଷ କୁହନ୍ତି ସେ କ୍ୟାମେରାକୁ ନିଜର ସାଙ୍ଗ ଭାବି ନେଇଥିଲେ । ଆଉ ସେହି ଦୁଃ-ଖ ଥିଲା ତାଙ୍କର ଏକ ଗାର୍ଲ ଫ୍ରେଣ୍ଡ ଥିଲା ଯାହାକୁ ଆଶୁତୋଷ ନିଜଠୁ ମଧ୍ୟ ଢ଼େର ଅଧିକ ଭଲ ପାଉଥିଲେ ।

ଜୀବନରେ ତାଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ତାଙ୍କୁ ବିବାହ କରିବେ ଖୁସିର ସଂସାର ଗଢିବେ ଏ ସବୁ ସ୍ୱପ୍ନ ଦେଖି ସାରିବା ପରେ ହଟାତ ଆଶୁତୋଷଙ୍କ ସ୍ୱପ୍ନ ଭାଙ୍ଗିଯିବାକୁ ଲାଗିଲା । ପ୍ରେମ କରି ବିନା ଭୁଲରେ ଆଶୁତୋଷଙ୍କୁ ଧୋ-କା ଖାଇବାକୁ ପଡିଲା । ଯାହାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ ଆଶୁତୋଷ ତେଣୁ ଆଶୁତୋଷ ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ ।

ବିନା ଦୋ-ଷରେ ଯେତେବେଳେ ପ୍ରେମିକା ଆଶୁତୋଷଙ୍କ ପାଖରୁ ଦୂରେଇ ଗଲେ । ସେତେବେଳେ ହଟାତ ଆଶୁତୋଷ ନିଜକୁ ଏକା ଏକା ଅନୁଭବ କଲେ ଆଉ ଏହା ପରେ ଆଶୁତୋଷ ଭାଷା କହି ଭିଡିଓ ବନେଇବା ଆରମ୍ଭ କରିଦେଲେ । ମନ ଭିତରେ ଥିବା ରା-ଗ କ୍ଷୋଭକୁ ଆଶୁତୋଷ କ୍ୟାମେରା ରେ କ-ଏଦ କରି କ୍ୟାମେରା ସହ ଗପିବାକୁ ଲାଗିଲେ ।

ଆଉ ଯେତେବେଳେ ଆଶୁତୋଷ ତାଙ୍କ ପ୍ରେମିକାଙ୍କ କଥା ମନେ ପକାଉଥିଲେ ସେତେବେଳେ ତାଙ୍କ ପ୍ରେମିକାଙ୍କ ଉପରେ ଆଶୁତୋଷଙ୍କୁ ପ୍ରବଳ ରା-ଗ ଲାଗୁଥିଲା କାହିଁକି ନା ଆଶୁତୋଷ କେବଳ ତାଙ୍କ ପ୍ରେମିକାଙ୍କୁ ଭଲ ପାଉନଥିଲେ ତାଙ୍କ ମା ମଧ୍ୟ ଝିଅ ଭଳି ଆଦର କରୁଥିଲେ ଆଶୁତୋଷଙ୍କ ମା ତାଙ୍କ ପ୍ରେମିକାଙ୍କୁ ତାଙ୍କ ନିଜ କୋଳରେ ବସାଇ ମ୍ୟାଗି ଖୁଆଇ ଦେଉଥିଲେ । ହେଲେ ବିନା ଦୋ-ଷରେ କିନ୍ତୁ ସରକାରୀ ଚାକିରିଆଙ୍କୁ ପାଇ ପ୍ରେମିକ ଠ-କି ଦେଇ ଚାଲିଗଲେ ।

ଏହା ପରେ ଆଶୁତୋଷ ହୋଇଗଲେ ଆଶୁତୋଷ ରୁ ୱେବ ଭିଲିଆନ । ଏହି ନା ପଛରେ ଅବଶ୍ୟ ସେମିତି କିଛିବି ନାହିଁ । ହେଲେ କିନ୍ତୁ ଆଶୁତୋଷ କୁହନ୍ତି ମୁଭି ଦେଖି ସେ ଏହି ନା ରଖିଥିଲେ । ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଆଶୁତୋସଙ୍କୁ ସମସ୍ତେ ୱେବ ଭିଲିଆନ ନାମରେ ଜାଣିଛନ୍ତି । କାରଣ ଆଶୁତୋଷ ସମସ୍ତଙ୍କୁ ବେଶ ଅଧିକ ଭଲ ପାଇଥାନ୍ତି । ହେଲେ ସେହି ଭିଡ଼ିଓରେ ଆଶୁତୋଷ ସ୍ଲାନ୍ସ ମଧ୍ୟ ୟୁଜ କରିଥାନ୍ତି ।

ତେବେ ଆଶୁତୋଷ କୁହନ୍ତି ସେ ସ୍ଲାନ୍ସ ବ୍ୟବହାର କଲେ ମଧ୍ୟ ସେହି ସ୍ଲାନ୍ସ ଭିତରେ ଆଶୁତୋଷ ଅନେକ ଭଲ କଥା କହିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ଭିଡିଓ ପାଇଁ ବେଶ ଭାଇରାଲ ହେଉଥିବା ଆଶୁତୋଷ କୁହନ୍ତି ପ୍ରେମରେ ଧୋ-କା ଖାଇବା ପରେ କ୍ୟାମେରା ଆଗରେ ଗପୁ ଗପୁ କେତେବେଳେ ସେ ଭାଇରାଲ ହୋଇଯାଇଥିଲେ ସେ କଥା ସେ ନିଜେ ମଧ୍ୟ ଜାଣି ନଥିଲେ ।

Leave a Reply

Your email address will not be published. Required fields are marked *