ବିହାରର ଦରଭଙ୍ଗାରୁ ଭିଡିଓ ଭାଇ-ରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୋ-ଲି-ସ କର୍ମ-ଚାରୀଙ୍କୁ ମା-ଡ ଦିଆଯାଉଛି। ଏହି ଘ-ଟ-ଣାଟି ବୁଧବାର ବିଳମ୍ୱିତ ସନ୍ଧ୍ୟା ସମୟର। କୁହାଯାଉଛି ଯେ ଜଣେ ସାଇକେଲ ଆରୋହୀଙ୍କୁ ପୋ-ଲି-ସ୍ ଜିପ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀ ଜଣକ ଆହତ ହୋଇଥିଲେ। ଘଟ-ଣା-ସ୍ଥ-ଳ-ରେ ଥିବା ଗ୍ରାମବାସୀମାନେ ASI କୁ ମା-ଡ଼-ମା-ରିଥିଲେ। ଆହତ ବ୍ୟକ୍ତିକୁ CHC KVT ହସ୍ପିଟାଲରେ ଭର୍ତ୍ତି କରାଗଲା କିଛି ସମୟ ପରେ ସ୍ଥାନୀୟ ଗ୍ରାମବାସୀ ସେଠାରେ ପହଞ୍ଚି ASI ଚିରଞ୍ଜିବି ତିୱାରୀଙ୍କୁ ଧ-କ୍କା ମା-ରି-ଥିଲେ। ତାପରେ ତାଙ୍କୁ ଗୋଇଠା, ମୁଥା ମାରିଥିଲେ। ଏହି ସମୟ ମଧ୍ୟରେ, ଏଏସଆଇ ଗ୍ରାମବାସୀଙ୍କୁ ହାତ ଯୋଡ଼ି ନିଜକୁ ରକ୍ଷା-କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କୁ ଗୋ-ଡେ-ଇ ଗୋ-ଡେ-ଇ ରାସ୍ତାରେ ପି-ଟି-ଥିଲେ।ପୋ-ଲି-ସ ରାସ୍ତାରେ ପଡ଼ିଯିବା ସତ୍ତ୍ୱେ ଲୋକମାନେ ତାଙ୍କୁ ମା-ଡ଼ ମା-ରି-ଥିଲେ।
ଗ୍ରାମବାୀମାନେ ପୋ-ଲି-ସ କୁ ଦୌଡ଼ି ଦୌଡ଼ି ପିଟିଲେ
ଏହି ସମୟରେ କିଛି ସ୍ଥାନୀୟ ଲୋକ ଏହି ଘ-ଟ-ଣା-ର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇ-ରାଲ କରିଥିଲେ। ଆ-ହ-ତ ବ୍ୟକ୍ତିଙ୍କ ନାମ ସଞ୍ଜୟ ଚଉପାଲ୍ ଯିଏ କି କେଭାଟିର ଲାଲଗଞ୍ଜରେ ରହୁଛନ୍ତିଏବଂ ପନିପରିବା କିଣିବା ପରେ ଘରକୁ ଫେରୁଥିଲେ | ସେହିସମୟରେ ପୋ-ଲି-ସ ଜିପ୍ ତାଙ୍କୁ ଧ-କ୍କା ଦେଇଥିଲା, ବର୍ତ୍ତମାନ ସେ ବି-ପଦ-ମୁକ୍ତ।
ଭିଡିଓ ଭାଇ-ରଲ ହେବା ପରେ ଦରଭଙ୍ଗା ର ଏସଏସପି ବାବୁ ରାମ୍ ଏହି ଘ-ଟ-ଣା-କୁ ନିନ୍ଦା କରି କହିଛନ୍ତି ଯେ ଏଏସଆଇ ଙ୍କୁ ମାଡ଼ ମାରିଥିବା ସବୁ ଲୋକଙ୍କ ଉପରେ କ-ଠି-ନ କା-ର୍ଯ୍ୟା-ନୁଷ୍ଠାନ ନିଆଯିବ। ଏବଂ ସେ କହିଛନ୍ତି ଯେ ଭିଡିଓ ଦେଖିବା ଦ୍ୱାରା ସାତରୁ ଆଠ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ସମସ୍ତଙ୍କ ବି-ରୋ-ଧରେ କା-ର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।