୧୭ ଜଣ ପିଲାଙ୍କ ଜେଜେମା ମା କୁ ଚଢ଼ିଲା ପ୍ରେମ ଜ୍ୱର , ନିଜ ଠାରୁ ୩୭ ବର୍ଷ ସାନ ପୁଅ ସହିତ କରିଲେ ନିର୍ବନ୍ଧ :-

ଲୋକଙ୍କ କଥାକୁ ଅଣଦେଖା କରୁଛନ୍ତି :-

ଚେରିଲ କହନ୍ତି ଯେ ଯେତେବେଳେ ସେ ସୋସିଆଲ ମିଡିଆରେ ନିଜର ଭିଡ଼ିଓ ସେୟାର କରନ୍ତି କିଛି ଲୋକ ତାଙ୍କ ସମ୍ପର୍କକୁ ନେଇ ଉପହାସ କରନ୍ତି । କିନ୍ତୁ ଚେରିଲ ଏବଂ କୁରାନ ଲୋକଙ୍କ କଥାକୁ ଧ୍ୟାନ ଦିଅନ୍ତି ନାହିଁ । ସେମାନେ ଦୁହେଁ ପରସ୍ପରକୁ ବେଶ ଭଲ ପାଆନ୍ତି ।

୨୦୦୭ ରେ ଆରମ୍ଭ ହୋଇଥିଲା ଲୋଭ ଷ୍ଟୋରୀ :-

ଆମେରିକା ର ୨୪ ବର୍ଷୀୟ କୁରାନ ମେକକେନ ୨୦୦୭ ରେ ଯେତେବେଳେ ୧୫ ବର୍ଷୀୟ ଥିଲେ ସେତେବେଳେ ସେ ଚେରିଲ ମେକଗ୍ରେଗର ଙ୍କ ସହିତ ତାଙ୍କ ଲୋଭ ଷ୍ଟୋରୀ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ସେମାନେ ପରସ୍ପରକୁ ପସନ୍ଦ କରୁଥିଲେ । କିନ୍ତୁ ଯେତେବେଳେ କୁରାନ ଯୁବକ ହେଲେ ସେତେବେଳେ ସେମାନେ ରୋମାନ୍ସ କରିବା ଆରମ୍ଭ କରିଦେଲେ ।

ଟିକଟୋକ ରେ ବନାଉଥିଲେ ଡାନ୍ସ ଭିଡ଼ିଓ :-

ଚେରିଲ ଙ୍କୁ ଡାନ୍ସ ର ସଉକ ରହିଛି । ଚେରିଲ ଥରେ ଏକ ଡାନ୍ସ ଭିଡ଼ିଓ ସେୟାର କରିଥିଲେ ଯାହାର ଖୁବ ନେଗେଟିଭ କମେଣ୍ଟ ଆସିଥିଲା । ଏହି କାରଣରୁ କୁରାନ ଚେରିଲ ଙ୍କୁ ସାହାଯ୍ୟ କରିଥିଲେ । ଯାହାପରେ ଉଭୟ ସାଥିରେ ଟିକଟୋକ ଭିଡ଼ିଓ ବନାଇବାରେ ଲାଗିଲେ । ଏଥିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଗଭୀର ହେବାରେ ଲାଗିଲା । ସେମାନଙ୍କର ଟିକଟୋକ ରେ ପ୍ରାୟ ୮,୨୬,୦୦୦ ଫୋଲୋଅର୍ସ ଅଛନ୍ତି ।

ଏଡଲଟ ସାଇଟ ରେ କରନ୍ତି କାମ :-

ଚେରିଲ କହନ୍ତି ଯେ ତାଙ୍କୁ ଏହି କଥା ଉପରେ ଭରସା ନଥିଲା ଯେ କୁରାନ ତାଙ୍କୁ ଡେଟ କରିବେ । କିନ୍ତୁ କୁରାନ ଙ୍କ ଭଲ ସ୍ୱଭାବ ଏବଂ ଚିନ୍ତାଧାରା ତାଙ୍କ ଚିନ୍ତାଧାରା କୁ ବଦଳାଇ ଦେଇଥିଲା । ଏହି ଦମ୍ପତ୍ତି ନିଜର ଖର୍ଚ୍ଚ ତୁଲାଇବାକୁ ଏକ ଏଡଲଟ ସାଇଟ ରେ କାମ କରନ୍ତି ।

ସେକ୍ସ ଲାଇଫ ବେଶ ଭଲ :-

ଡେଲି ମେଲ ରେ ଛପା ଯାଇଥିବା ଏକ ଖବର ମୁତାବିକ କୁରାନ ଏବଂ ଚେରିଲ ଏହା ଜୋର ଦେଇ କହନ୍ତି ଯେ ତାଙ୍କ ସେକ୍ସ ଜୀବନ ଖୁବ ଭଲ ଅଟେ । ସେମାନେ ଦୁହେଁ ପରସ୍ପର ସହିତ ଭଲ ସମୟ ବିତାନ୍ତି । ଦୁହିଙ୍କ ମଧ୍ୟରେ କ୍ୟାମେଷ୍ଟ୍ରି ମଧ୍ୟ ବେଶ ଆକର୍ଷଣୀୟ । କୁରାନ କହନ୍ତି ଯେ ସେମାନଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ନିଶ୍ଚିତ ଭାବରେ ରହିଛି କିନ୍ତୁ ଚେରିଲ ଙ୍କ ମଧ୍ୟରେ ୟଙ୍ଗ ସ୍ପିରିଟ ରହିଛି ।

Leave a Reply

Your email address will not be published. Required fields are marked *