ପୁଅ ଗଣିତ ଲଗାଇ କଲେ ଝିଅକୁ ପ୍ରପୋଜ, ମେସେଜ ରେ ଲେଖିଲେ, ‘୧୨.୯୯୯’ ମାନେ ପଚାରିଲେ ତ ମିଳିଲା ଏମିତି ଉତ୍ତର

ବିଜନେସମ୍ୟାନ ହର୍ଷ ଗୋୟଙ୍କା (Harsh Goenka) ଶୋଶିଆଲ ମିଡ଼ିଆରେ (Social Media)ରେ ବହୁତ ଆକ୍ଟିଭ ରହୁଛନ୍ତି। ସେ ଏକ ଜୋକ (Joke) ଶେୟାର କରିଛନ୍ତି। ଏଠାରେ ସେ ଜଣାଇଛନ୍ତି କି ପୁଅଟି କେମିତି ଗଣିତ ଲଗାଇ ଝିଅ (Mathematician Proposes Girl) ଙ୍କୁ ପ୍ରପୋଜ କଲେ।

ବିଜନେସମ୍ୟାନ ହର୍ଷ ଗୋୟଙ୍କା (Harsh Goenka) ଶୋଶିଆଲ ମିଡ଼ିଆରେ (Social Media)ରେ ବହୁତ ଆକ୍ଟିଭ ରହୁଛନ୍ତି। ସେ ମଜାଦାର ଭିଡିଓ ଏବଂ ଜୋକ୍ସ ଶେୟାର କରିଥାନ୍ତି। ତାଙ୍କ ଟବୀଟ୍ସକୁ ବହୁତ ପସନ୍ଦ କରାଯାଇଥାଏ। କିଛିଦିନ ପୂର୍ବରୁ ହର୍ଷ ଗୋୟଙ୍କା ଏକ ପଜଲ ଶେୟାର କରିଥିଲେ। ସେ ଫଟୋ ଶେୟାର କରି ପଚାରିଥିଲେ କି ଏହି ଫଟୋରେ କେତୋଟି ବତକ ଅଛନ୍ତି। ବର୍ତମାନ ସେ ଏକ ଜୋକ (Joke) ଶେୟାର କରିଛନ୍ତି, ଯାହାକୁ ପଢି ଲୋକ ହସିହସି ଗଡ଼ି ଯାଉଛନ୍ତି। ଯେଉଁଠାରେ ସେ କହିଛନ୍ତି କି ପୁଅଟିଏ କେମିତି ଗଣିତ ଲଗାଇ ଝିଅକୁ (Mathematician Proposes Girl) ଙ୍କୁ ପ୍ରପୋଜ କରିଛନ୍ତି।

ହର୍ଷ ଗୋୟଙ୍କା ଏକ ଜୋକ ଶେୟାର କରିଛନ୍ତି। ଲେଖିଥିଲେ, ‘ଏକ ଗଣିତଜ୍ଞ ନିଜ ଗାର୍ଲଫ୍ରେଣ୍ଡଙ୍କୁ ନୋଟ ପଠାଇଥିଲେ, ଯେଉଁଥିରେ ଲେଖିଥିଲେ, ‘୧୨.୯୯୯୯୯୯୯’ ଦେଖି ଗାର୍ଲଫ୍ରେଣ୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦେଖା ହେବା ପରେ ସେ ପଚାରିଥିଲେ, ‘ତୁମ ନୋଟର ମାନେ କ’ଣ ଥିଲା?’ଯାହା ଉପରେ ଗଣିତଜ୍ଞ ଜବାବ ଦେଇଥିଲେ, ‘ତୋର ହେବାକୁ ଲାଗିଛି।’

https://twitter.com/hvgoenka/status/1353959947059539968?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1353959947059539968%7Ctwgr%5E%7Ctwcon%5Es1_&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fharsh-goenka-shares-hilarious-joke-on-mathematician-proposes-girl-in-unique-way-2359839

ସେ ଏହି ଟବୀଟ ୨୬ ଜାନୁଆରୀରେ କରିଥିଲେ, ଯାହାକୁ ବହୁତ ପସନ୍ଦ କରାଯାଉଛି। ଏହି ଟବୀଟ ଉପରେ ଏ ପର୍ଯ୍ୟନ୍ତ ୩ହଜାରରୁ ଅଧିକ ଲାଇକ ଏବଂ ୨୦୦ରୁ ଅଧିକ ରି-ଟବୀଟ୍ସ ହୋଇସାରିଛି। ଲୋକମାନେ ତାଙ୍କ ଜୋକକୁ ସବୁଠାରୁ ଅଧିକ ରହସ୍ୟ ବୋଲି ମାନିଛନ୍ତି। ସିଙ୍ଗର ଏବଂ ଅଭିନେତ୍ରୀ ସୋଫୀ ଚୌଧୁରୀ ମଧ୍ୟ ତାଙ୍କ ଟବୀଟର ପ୍ରଶଂସା କରିଛନ୍ତି।

ସୋଫୀ ଲେଖିଛନ୍ତି, ‘ହର୍ଷ, ତୁମ ଟବୀଟ୍ସ ବହୁତ ଭଲ ହୋଇଥାଏ, ସବୁବେଳେ ପଢିବା ପରେ ହସ ଲାଗିଥାଏ।’

କମେଣ୍ଟ ସେକ୍ଶନରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…

https://twitter.com/ShivAkg3/status/1354112969211314178?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1354112969211314178%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fharsh-goenka-shares-hilarious-joke-on-mathematician-proposes-girl-in-unique-way-2359839

https://twitter.com/Dattatrayamurt2/status/1354265641499250689?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1354265641499250689%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fharsh-goenka-shares-hilarious-joke-on-mathematician-proposes-girl-in-unique-way-2359839

Leave a Reply

Your email address will not be published. Required fields are marked *