ଆସିଫ ଅଲ୍ଲୀ, ଶାହାଜାହାନଂପୁର
ୟୁପି ର ଶାହାଜାହାନଂପୁର ଠାରୁ ହୃଦୟକୁ ଦୋହଲାଇ ଦେବାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁଣ୍ଡରେ ମୁକୁଟ ପିନ୍ଧିବା ପୂର୍ବରୁ ବରର ଶରୀରରେ କବର ଘୋଡାଇବାକୁ ପଡ଼ିଲା। ବାହାଘରର ଏକ ଦିନ ପୂର୍ବରୁ ହଳଦି ବିଧି ହେବାର ଥିଲା, ଅତିଥି ମାନଙ୍କର ଆସିବା ଆରମ୍ଭ ହୋଇଯାଇଥିଲା।ସବୁ କାମକାର୍ଯ୍ୟ ସାରିବା ପରେ ବିଧି ସଂପୂର୍ଣ୍ଣ କରିବା ପାଇଁ ବର ପ୍ରସ୍ତୁତ ହେବାପାଇଁ କଠୋରୀକୁ ଯାଇଥିଲେ, କିନ୍ତୁ କିଛି ସମୟପରେ ତାଙ୍କ ଶବକୁ ବାହାରକୁ ବାହାର କରାଯାଇଥିଲା। ଶବକୁ ଦେଖିବା ପରେ ବାହାଘରର ଆନନ୍ଦ ପରିବର୍ତ୍ତେ ଘର ଭିତରୁ କେବଳ ଚିତ୍କାର ଏବଂ କାନ୍ଦଣାର ଶବ୍ଦ ଶୁଣିବାକୁ ମିଳିଥିଲା। ପରିଶେଷରେ ବାହାଘରର ଏକ ଦିନ ପୂର୍ବରୁ ବରଙ୍କର ହୋଇଛି ମୃତ୍ୟୁ, ତାଙ୍କର ଶବକୁ ଗମଗୀନ ମହଲରେ ସତ୍କାର କରିବା ପାଇଁ ହସ୍ତାନ୍ତର କରି ଦିଆଯାଇଛି।
ତର୍ଜମା ଅନୁସାରେ,କାଂଟ ଥାନା କ୍ଷେତ୍ରର ମୋହଲା ମରୈୟା ନିବାସୀ ଲିୟାକତ ଅଲ୍ଲୀଙ୍କର ପାଞ୍ଚଟି ପୁଅ ଅଛନ୍ତି।୩ପୁଅ ମାଶୁକ,ନିଜାମତ ଏବଂ ସିଦାକତ କୁବୈତରେ ଭଣ୍ଡାରୀ କାର୍ଯ୍ୟ କରୁଛନ୍ତି।୭ଡ଼ିସେମ୍ବରରେ ମାଶୁକର ବାହାଘର ଥିଲା, ଏବଂ ୧୦ ଡିସେମ୍ବର ଦିନ ତାଙ୍କ ବଡ଼ଭାଇ ନିଜାମତଙ୍କ ବାହାଘର ହେବାର ଅଛି। ତିନିଭାଇ କୁବୈତରୁ ନିଜ ଘରକୁ ବାହାଘର ପାଇଁ ଆସିଛନ୍ତି।ଗତଦିନ ସେହି ଘର ଭିତରେ ଆନନ୍ଦ ମନା ଯାଉଥିଲା, ଘର ବହୁତ ସୁନ୍ଦର ସାଜସଜ୍ଜା ଏବଂ ଅତିଥିରେ ଘର ଭରପୂର ହୋଇଯାଇଥିଲା,ମାଶୁକଙ୍କ ବାହାଘର ସୋମବାର ଦିନ ହେବାର ଥିଲା ଏଥିପାଇଁ ତାଙ୍କର ସମସ୍ତ ବିଧି ସଂପୂର୍ଣ୍ଣ ହୋଇଯାଇଥିଲା।
ଘରେ ଖେଳିଯାଇଥିଲା ଚିତ୍କାରଶବ୍ଦ
ମାଶୁକଙ୍କ ବଡ଼ଭାଇଙ୍କ ବିଧି ପାଇଁ ସବୁ କାର୍ଯ୍ୟ ତୁଲାଇବା ପରେ କଠୋରୀକୁ ପ୍ରସ୍ତୁତ ହେବାପାଇଁ ଯାଇଥିଲେ। ବହୁତ ସମୟ ଅପେକ୍ଷା କରିବା ପରେ ବି ଯେତେବେଳେ ମାଶୁକ କଠୋରୀରୁ ବାହାରକୁ ଆସିଲେ ନାହିଁ ତ, ତାଙ୍କ ଭାଇମାନଙ୍କୁ ଚିନ୍ତା ହେବାକୁ ଲାଗିଲା ଏବଂ ବହୁତ ଅପେକ୍ଷା କରିବା ପରେ ଯେତେବେଳେ କଠୋରୀର କବାଟ ଭାଙ୍ଗିଲେ ତ,ମାଶୁକର ଶବ ପଡ଼ିଥିଲା। ଶବକୁ ଦେଖିବା ମାତ୍ରେ ହିଁ ପରିବାରରେ ଶୋକ ଖେଳି ଯାଇଥିଲା, ଘରକୁ ଆସିଥିବା ଅତିଥିମାନଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା,ଘରେ ଗୀତ ବଜାଇ ଆନନ୍ଦ ମନାଯିବା ପରିବର୍ତ୍ତେ ଚିତ୍କାର ଏବଂ କାନ୍ଦଣାର ଶବ୍ଦ ଶୁଣିବାକୁ ମିଳିଥିଲା।
ହୃଦସ୍ପନ୍ଦନ ଅଟକି ଯିବାରୁ ହୋଇଛି ମୃତ୍ୟୁ
ସଙ୍ଗେସଙ୍ଗେ ସେମାନେ ଜିଲ୍ଲା ଚିକିତ୍ସାଳୟକୁ ନେଇଯାଇଥିଲେ, କିନ୍ତୁ ଡିକ୍ତର ତାଙ୍କୁ ମୃତ ଘୋଷଣା କରି ଦେଇଛନ୍ତି।ଆଗଦିନ ଯେଉଁ ଘରେ ବାହାଘର ପାଇଁ ବରକୁ ପ୍ରସ୍ତୁତ ହେବାର ଥିଲା, ବାହାଘରର ଏକ ଦିନ ପୂର୍ବରୁ ସେହି ବ୍ୟକ୍ତିଙ୍କୁ କବରରେ ଘୋଡାଇ ସମାଧି ପର୍ଯ୍ୟନ୍ତ ନିଆଯାଇଥିଲା। ସେହି ମୃତକଙ୍କ ଭାଇ କହିଛନ୍ତି କି ଘରେ ଆନନ୍ଦର ପରିବେଶ ଥିଲା,ମାଶୁକ ତାର ବାହାଘରକୁ ନେଇ ବହୁତ ଖୁସି ଥିଲା। ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ ସେ ପ୍ରସ୍ତୁତ ହେବାପାଇଁ କଠୋରୀକୁ ଯାଇଥିଲା, କିନ୍ତୁ କଠୋରୀ ବାହାରକୁ ତାର ଶବକୁ ବାହାର କରାଯାଇଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।