ସାମାନ୍ୟ ଗୋଟେ ଜ୍ୟାକେଟ ପାଇଁ ନିଜ ହାତରେ ସ୍ତ୍ରୀକୁ ମା-ରିଦେଲେ।

ଝିଅଟି ନିଜ ଘରେ ଥିଲା ବେଳେକେତେ ଖୁସିରେ ଥାଏ। ସେ ଭାବେ ଆଉ ଯାହା ଘରକୁ ବାହା ହେଇକି ଯିବି ସେଠିବି ଏମିତି ଖୁସିରେ ରହିବି। କେତେଜଣଙ୍କ ଖୁସିରେ ରହିବ ସ୍ବପ୍ନ ପୂରଣ ହୁଏ ତ କେତେଜଣଙ୍କ ସ୍ଵପ୍ନ ଅଧା ରହିଯାଏ। କେତେବେଳେ ଶାଶୂଙ୍କ ନିର୍ଯା-ତନା ତ ଆଉ କେତେବେଳେ ସନ୍ଦେ-ହର ଚାରି କାନ୍ତ ଭିତରେ ରହି ବୈବାହିକ ସମ୍ପ-ର୍କ ଭାଙ୍ଗି ଯାଏ।

ଯୌତୁକରେ ସବୁ ଆଣିଲା ପରେ ବି ବେଳେବେଳେ କିଛି ସାଧାରଣ ଜିନିଷ ପାଇଁ ସ-ମ୍ପର୍କ ଭାଙ୍ଗି ଯାଏ କିନ୍ତୁ ବିହାରରେ ଜଣେ ସ୍ବାମୀ ସାମାନ୍ୟ ଗୋଟେ ଜ୍ୟାକେଟ ପାଇଁ ନିଜ ସ୍ତ୍ରୀଙ୍କୁ ଜୀବନରୁ ମା-ରିଦେଇଛନ୍ତି।ବିହାରର ମୁଫସିଲ୍ ଥା-ନା ଅନ୍ତର୍ଗତ ମଙ୍ଗାଇଡିହ ଗାଆଁର ରିତିକା ୮ ବର୍ଷ ତଳେ ସେଇ ଗାଆଁର ବୁଲବୁଲଙ୍କୁ ବିବାହ କରିଥିଲେ।

ବାହାଘର ବହୁତ୍ ଧୁମ୍ ଧାମରେ ହେଇଥିଲା। ବୁଲବୁଲ ଯେତେ ଯୌ-ତୁକ ମାଗିଥିଲେ ରୀତିକାଙ୍କ ଘର ଲୋକ ସବୁ ଟଙ୍କା ଦେଇ ଥିଲେ। ତାପରେ ତାଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ଥିଲା। ସୁଖରେ ଦୁଃ-ଖରେ ଦିନ କଟୁଥିଲା।ଶିତର ପ୍ର-ଭାବ ଟିକେ ବଢିବାରୁ ବୁଲବୁଲ ଗୋଟେ ଦାମି ଜ୍ୟାକେଟ୍ ଶଶୁର ଘରୁ ଆଣିବାକୁ କହିଥିଲେ

କିନ୍ତୁ ରୀତିକା ନିଜ ଘରୁ ଗୋଟେ ଜ୍ୟାକେଟ ଆଣିପାରି ନଥିଲେ ସେଥିପାଇଁ ବୁଲବୁଲ ରାଗିଯାଇ ରୀତିକାଙ୍କ ହ-ତ୍ୟା କରିଦେଲେ। ସାମାନ୍ୟ ଗୋଟେ ଜ୍ୟାକେଟ ପାଇଁ ସେ ନିଜ ସ୍ତ୍ରୀକୁ ନିଜ ହାତରେ ମା-ରିଦେଲେ। ରୀତିକାଙ୍କ ଘର ଲୋକ ମୁଫସିଲ୍ ଥା-ନାରେ ବୁଲବୁଲଙ୍କ ବିରୁ-ଦ୍ଧ ରେ ଅଭି-ଯୋଗ କରିଛନ୍ତି। ଏବଂ ପୋ-ଲିସ୍ ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *