ଆଜି ଆମେ ଆପଣଙ୍କୁ ଅ-ପ-ରା-ଧ-ର ଏକ ସତ୍ୟ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘ-ଟ-ଣା-ଟି ଉତ୍ତରପ୍ରଦେଶରେ ଥିବା ଗୋରଖପୁର ଜିଲ୍ଲାର । ପାଞ୍ଚ ବର୍ଷ ପୂର୍ବରୁ ଜଣେ ମହିଳା ପ୍ରେମିକ ସହ ମିଶି ନିଜର ସ୍ୱାମୀଙ୍କୁ ନି-ର୍ଯା-ତ-ନା ଦେଇ ମା-ରି-ଦେ-ଲେ । ସେଥିରେ ସେ ସନ୍ତୁଷ୍ଟ ନହୋଇ ନିଜର ଏକମାତ୍ର ପୁତ୍ରକୁ ମଧ୍ୟ ମା-ରି-ଦେ-ଲେ ।
ଜାନୁଆରୀ 2016 ରେ , ଶାହପୁରର ବଶାରତପୁର ନିବାସୀ ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଓମପ୍ରକାଶ ଏବଂ ତାଙ୍କ ପୁତ୍ରଙ୍କୁ ହ-ତ୍ୟା କରାଯାଇଥିଲା । ଓମପ୍ରକାଶଙ୍କ ମାତା ବାଗେଶ୍ୱରୀ ଦେବୀ ଅର୍ଚ୍ଚନା ଏବଂ ତା ପ୍ରେମିକ ବି-ରୋ-ଧ-ରେ ପୋ-ଲି-ସ-ରେ ଏକ ହ-ତ୍ୟା ମା-ମ-ଲା ରୁ-ଜୁ କରିଥିଲେ । ପୋ-ଲି-ସ ଅର୍ଚ୍ଚନା ଏବଂ ତା ପ୍ରେମିକ ଫିରୋଜାବାଦ ବାସିନ୍ଦା ଅଜୟ ୟାଦବଙ୍କୁ ଗି-ର-ଫ କରି ଜେ-ଲ ପଠାଇଥିଲେ । ପୋ-ଲି-ସ କହିଥିଲେ କି ଅର୍ଚ୍ଚନା ଫେସବୁକ ଜରିଆରେ ତାକୁ ବନ୍ଧୁ କରିଥିଲେ । ଯେବେ ଅର୍ଚ୍ଚନା ନିଜ ବାପ ଘର ଲକନୌ ଯାଏ ସେଠାରେ ସେମାନେ ଗୁ-ପ୍ତ ଭାବରେ ସା-କ୍ଷା-ତ କରୁଥିଲେ ।
ଯେତେବେଳେ ସ୍ୱାମୀଙ୍କୁ ଅର୍ଚ୍ଚନା ଉପରେ ସ-ନ୍ଦେ-ହ ହେଲା ଅଜୟ ସେହି ସମୟରେ ଘ-ଟ-ଣା ସ୍ଥଳୀରେ ପହଞ୍ଚିଥିଲା । ଅର୍ଚ୍ଚନା କବାଟ ଖୋଲିବାପରେ ସେ ଘର ଭିତରକୁ ପ୍ରବେଶକଲା । ଦୁହେଁ ଅତି ନି-ର୍ମ-ମ ଭାବରେ ଶୋଇଥିବା ଓମପ୍ରକାଶଙ୍କୁ ହାତୁଡିରେ ମା-ରି ହ-ତ୍ୟା କରିଥିଲେ । ଏହା ଦେଖି ନୀତିନ ଉଠିପଡ଼ି ମା କୋଳରେ ଲୁଚି ଯାଇଥିଲା । କିନ୍ତୁ ଅର୍ଚ୍ଚନା ତାର ତ-ଣ୍ଟି ଚିପି ମା-ରି-ଦେଲେ । ସେବେଠାରୁ ସେ ଆଉ ତା ପ୍ରେମିକ ଜେ-ଲରେ ଅଛନ୍ତି । ତାଙ୍କର ଜା-ମିନ ମଧ୍ୟ ହୋଇନାହିଁ । ଅକ୍ଟୋବର 17, 2020 ରେ ଜଜ ଜୟପ୍ରକାଶ ଶୁ-କ୍ଳା ପ୍ର-ମା-ଣ ଅନୁଯାୟୀ ଆ-ଜୀ-ବ-ନ କା-ରା-ଦଣ୍ଡ ଏବଂ ଆର୍ଥିକ ଦ-ଣ୍ଡ ମଧ୍ୟ ଲଗାଇଥିଲେ । ଜ-ରି-ମା-ନା ନଦେବାରୁ ଛ-ଅ ମାସ ପର୍ଯ୍ୟନ୍ତ ଦ-ଣ୍ଡ-ରେ ଦ-ଣ୍ଡି-ତ ମଧ୍ୟ କରାଯାଇଥିଲା ।
ଏହି ଘୃ-ଣ୍ୟ କାର୍ଯ୍ୟ ପରେବି ସେମାନଙ୍କୁ କୌଣସି ଦୁଃଖ ନଥିଲା । ଦୁହେଁ ଦୁହିଁଙ୍କୁ ଭେଟିବା ପାଇଁ ଜେ-ଲରେ ଅନେକଥର ଆବେଦନ କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ସ-ମ୍ପ-ର୍କ ନଥିବାରୁ ଆ-ଇ-ନ ତାଙ୍କୁ ଅନୁ-ମତି ଦେଇନଥିଲା ।
ଅର୍ଚ୍ଚନା ଏବଂ ଅଜୟ ଯେଉଁ ମି-ଛ ପ୍ରେ-ମରେ ପଡି ଅ-ପ-ରା-ଧୀ ହୋଇଯାଇଥିଲେ , ତାହା କେବେ ପୁରଣ ହୋଇପାରିବ ନାହିଁ । ଘ-ଟ-ଣା-ର ଚାରି ବର୍ଷ ଜେ-ଲ-ରେ ଥିବାବେଳେ ସେମାନେ କେବେବି ସା-କ୍ଷା-ତ ହୋଇପାରିନାହାନ୍ତି । ଏଥି ସହିତ ସାରା ଜୀବନ ଜେ-ଲ-ରେ ରହିବାକୁ ପଡିଛି । କିଛି ସମ୍ପର୍କ ନଥିବାରୁ ସେମାନଙ୍କୁ ଆ-ଇ-ନ ସା-କ୍ଷାତ କରିବାକୁ ଦେଉନାହିଁ ।