ଇଂଲଣ୍ଡର ୟାର୍କଶାୟରରେ ପୂର୍ବ ଗ୍ଲେମର ମଡେଲ ଟ୍ରେସୀ ଡିକ୍ସନ ପୋଲିସ ବିରୋଧରେ କେସ ଜିତି ଯାଇଛନ୍ତି | ଟ୍ରେସୀଙ୍କ ଆରୋପ ଥିଲା ଯେ ଯେତେବେଳେ ସେ ନିଜ ଗାର୍ଡେନରେ ଉଲଗ୍ନ ହୋଇ ସୂର୍ଯ୍ୟସ୍ନାନ ନେଉଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ହେଲିକେପ୍ଟରର ବ୍ୟବହାର କରି ତାଙ୍କ ଭିଡିଓ ବନାଉଥଲେ |
ଇଂଲଣ୍ଡର ୟାର୍କଶାୟରରେ ପୂର୍ବ ଗ୍ଲେମର ଟ୍ରେସୀ ଡିକ୍ସନ ପୋଲିସ ବିରୋଧରେ କେସ ଜିତି ଯାଇଛନ୍ତି | ଟ୍ରେସୀଙ୍କ ଆରୋପ ଥିଲା ଯେ ଯେତେବେଳେ ସେ ନିଜ ବଗିଚାରେ ଉଲଗ୍ନ ହୋଇ ସୂର୍ଯ୍ୟସ୍ନାନ ନେଉଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ହେଲିକେପ୍ଟରର ବ୍ୟବହାର କରି ତାଙ୍କ ଭିଡିଓ ବନାଇଥିଲେ | ଟ୍ରେସୀ ଏହି ମାମଲାରେ ପ୍ରାୟ ୨ କୋଟିର ମାନହାନୀର କେସ ଲଗାଇ ଦେଇଥିଲେ | ମିରର ୱେବସାଇଟର ରିପୋର୍ଟ ମୁତାବକ ଏହି ଘଟଣାରେ ପୋଲିସର କହିବା କଥା ଯେ ସେ ଟ୍ରେସୀଙ୍କ ସହିତ ସେଟଲମେଣ୍ଟ କରି ନେଇଛନ୍ତି | ତେବେ ୨ କୋଟି ଟଙ୍କାର ମାନହାନୀକୁ ନେଇ ପୋଲିସ ଅଧିକାରୀ ଜଣକ ନିରବ ରହିଛନ୍ତି |
ଟ୍ରେସୀ କହିଛନ୍ତି ଯେ ବ୍ୟକ୍ତି ଜଣକ ସରକାରୀ ହେଲିକେପ୍ଟରର ବ୍ୟବହାର ନିଜ ଆନନ୍ଦ ପାଇଁ କରୁଥିଲେ ଏବଂ ଅପରାଧୀଙ୍କ ଉପରେ ଦୃଷ୍ଟି ରଖିବା ପରିବର୍ତ୍ତେ ଏସବୁ କାମ କରିଥାନ୍ତି, ଏପରି ପୋଲିସ ସାଧାରଣ ଜନତାଙ୍କ ପାଇଁ ବିପଦଜ୍ଜନକ ଅଟନ୍ତି | ୫୪ବର୍ଷିୟ ଟ୍ରେସୀ କହିଛନ୍ତି ଯେ ପୋଲିସ ଅଧିକାରୀ ଜଣକ ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିଛନ୍ତି ଏବଂ ଏହି ଘଟଣା ଜରିଆରେ ତାଙ୍କୁ ମାନସିକ ସ୍ତରରେ ମଧ୍ୟ ବହୁତ ହଇରାଣ କରାଯାଇଛି |
ଟ୍ରେସୀ ଏହା ମଧ୍ୟ କହିଥିଲେ ଯେ ଏହି ପୋଲିସ ଅଧିକାରୀ ତାଙ୍କୁ ଏହା ମଧ୍ୟ କହିବାକୁ ମନା କରି ଦେଇଥିଲେ ଯେ ସେ ଏହି ଖରାପ କାମ ଏହାପୂର୍ବରୁ କେତେଥର କରି ସାରିଥିଲେ | ସେହିପରି ୫୪ ବର୍ଷୀୟ ପୂର୍ବରୁ କନେଷ୍ଟବଳ ଏଦ୍ରିୟାନ ପୋଗମୋର ମାନିଛନ୍ତି ଯେ ସେ ଦକ୍ଷିଣ ୟାର୍କଶାୟରର ପୋଲିସ ହେଲିକେପ୍ଟରର ବ୍ୟବହାର କରି ଟ୍ରେସୀଙ୍କର ଜାସୁସି କରିଥିଲେ | ଏହି ସରକାରୀ ହେଲିକେପ୍ଟରର ବ୍ୟବହାର କରି ଟ୍ରେସୀଙ୍କ ଜାସୁସି କରିଥିଲେ | ଏହି ସରକାରୀ ହେଲିକେପ୍ଟରରେ ଏକ ବହୁତ ଶକ୍ତିଶାଳୀ କ୍ୟାମେରା ଲାଗି ରହିଛି ଯାହା ଗାଡ଼ିରେ ନମ୍ବର ପ୍ଲେଟର ଦୁଇ ମାଇଲ ଦୁରକୁ ମଧ୍ୟ ସ୍ପଷ୍ଟ ଭାବରେ ଦେଖିପାରିବ |
ଏହି ପୋଲିସ ଅଧିକାରୀନ୍କ ସହିତ ବିଦ୍ୟାଳୟରେ ମଧ୍ୟ ପଢ଼ିସାରିଛନ୍ତି ଟ୍ରେସୀ:
ଟ୍ରେସୀ ଏହା ମଧ୍ୟ କହିଛନ୍ତି ଯେ ସେ ଏବଂ ପୋଗମୋର ଗୋଟିଏ ସ୍କୁଲରେ ପଢୁଥିଲେ ଏବଂ ତାଙ୍କୁ ଚିନ୍ତା ରହିଛି ଯେ କେଉଁଠି ନା କେଉଁଠି ପୋଗମୋର ତାଙ୍କର ଅନେକ ବର୍ଷ ହେବ ଗୋପନୀୟ ପ୍ରକ୍ରିୟାରେ କରିଥାଇ ପାରନ୍ତି | ଟ୍ରେସୀ ମିରର ୱେବସାଇଟ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ଏହି ଘଟନ ପରେ ମୋର ପୋଲିସ ଉପରେ ବିଶ୍ୱାସ ଉଠିଯାଇଛି | ଏହା ମୋର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଅଟେ | ପୋଗମୋର ଦକ୍ଷିଣ ୟାର୍କଶାୟର ପୋଲିସର ଏୟାର ସପୋର୍ଟ ୟୁନିଟରେ କାମ କରୁଥିଲେ | ତାଙ୍କ ଉପରେ ଆରୋପ ରହିଛି ଯେ ୨ ମିଲିୟନ ପାଉଣ୍ଡର ଏହି ହେଲିକେପ୍ଟରର କ୍ୟାମେରା ସେ ଜଣେ କପଲଙ୍କର ସେକ୍ସ ଭିଡିଓ ମଧ୍ୟ ଶୁଟ କରିସାରିଛନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।