ଜଣେ ବ୍ୟକ୍ତି ଘୋଡ଼ା ଉପରେ ବସିଥାନ୍ତି । ପୁଣି ପାଖରେ ମ୍ୟୁଜିକ ବାଜୁଥାଏ । ମ୍ୟୁଜିକ ଶୁଣିବା ମାତ୍ରେ ହିଁ ଘୋଡ଼ା ପାଦ ଉଠାଇବାରେ ଲାଗିଛି । ହଠାତ ଘୋଡ଼ା ରାଗିଯାଏ ଏବଂ ଭଙ୍ଗା ରୁଜ୍ଜା କରିବା ଆରମ୍ଭ କରିଦିଏ ।
କିଛି ଏପରି ପଶୁ ଥାଆନ୍ତି ଯେଉଁ ମାନଙ୍କୁ ଡାନ୍ସ କରିବା ଭଲ ଲାଗିଥାଏ । କିଛି ପଶୁ ତ ମ୍ୟୁଜିକ ଶୁଣିବା ମାତ୍ରେ ହିଁ ନିଜକୁ ସମ୍ଭାଳି ପାରନ୍ତି ନାହିଁ ଏବଂ ତାଣ୍ଡବ କରିବା ଆରମ୍ଭ କରି ଦିଅନ୍ତି । ଏହି ପରି ହିଁ ଗୋଟିଏ ମାମଲା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡ଼ିଓ କୁ ଦେଖିବା ପରେ ଲୋକେ ନିଜର ହସକୁ ଅଟକାଇ ପାରୁ ନାହାଁନ୍ତି । ହୁଏତ ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ଅଟକାଇ ପାରିବେ ନାହିଁ ।
ଭିଡ଼ିଓ ରେ ଡାନ୍ସ କରୁ କରୁ ଘୋଡ଼ା ଯେଉଁ ତାଣ୍ଡବ କରିଛି ତାହା ଦେଖିବା ଯୋଗ୍ୟ ଅଟେ । ବାସ୍ତବରେ ଜଣେ ବ୍ୟକ୍ତି ଘୋଡ଼ା ଉପରେ ବସି ରହନ୍ତି । ପାଖରେ ମ୍ୟୁଜିକ ବାଜୁଥାଏ ।ମ୍ୟୁଜିକ ଶୁଣିବା ମାତ୍ରେ ହିଁ ଘୋଡ଼ା ର ଗୋଡ଼ ଉଠିବାରେ ଲାଗିଥାଏ । ପ୍ରଥମେ ତ ପାଦ ଧୀରେ ଧୀରେ ଚାଲିଥାଏ । କିନ୍ତୁ ହଠାତ ଘୋଡ଼ା ରାଗି ଯାଏ । କିଛି ମୁହୂର୍ତ୍ତ ମଧ୍ୟରେ ହିଁ ମାହୋଲ ବଦଳି ଯାଏ । କିନ୍ତୁ ଏହି ଭିଡ଼ିଓ କୁ ଦେଖିବା ପରେ ଲୋକଙ୍କୁ ମଜା ତ ଆସୁଥିବ କିନ୍ତୁ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିବେ ।
ଥକାପଣ ଦୂର କରୁଥିବା ଭିଡ଼ିଓ :-
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390648675446136850%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମ ରେ ଏହି ଭିଡ଼ିଓ କୁ ସେୟାର କରାଯାଉଛି । ଟ୍ୱିଟର ରେ ଏହି ଭିଡ଼ିଓ କୁ ‘ Hold My Beer ‘ ନାମକ ଆକାଉଣ୍ଟ ରେ ସେୟାର କରାଯାଇଛି । ଏହି ଭାଇରଲ ଭିଡ଼ିଓ କୁ ୧୮,୦୦୦ ରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏବଂ ଲୋକେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି ।
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390652600878571526%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390655404745629700%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390658020569489408%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390662024196198406%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390677812353318916%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html
https://twitter.com/HldMyBeer/status/1390648675446136850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390708057177575428%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fhorse-angry-during-dance-funny-video-goes-to-viral-on-social-media-647557.html