କ୍ୟାମେରାରେ କ-ଏ-ଦ ହୋଇଥିବା ଏକ ଛାତିଥରା ଦୃ-ଶ୍ୟରେ ଆପଣମାନେ ଋଷର ବାସିନ୍ଦା ଏକ ଦମ୍ପତ୍ତିଙ୍କୁ ଚମତ୍କାର ଭାବରେ ନିଜ ଜୀବନ ବଞ୍ଚାଇବର ଦୃ-ଶ୍ୟ ଦେଖିବାକୁ ପାଇବେ । ଯେତେବେଳେ ଏକ ବିଶାଳ ବରଫଖଣ୍ଡ 50 ଫୁଟ ଉଞ୍ଚରୁ ପଡିଲା ଏବଂ ସେମାନଙ୍କର ଗାଡିର ଆଗରେଥିବା କାଚ ଭା-ଙ୍ଗିଗ-ଲା ।
ଲେଡିବଲଙ୍କ ରି-ପୋ-ର୍ଟ ଅନୁସାରେ କୋକାର ଆର୍କଟିକ ଆଉଟପୋଷ୍ଟରୁ ଏକ ବଡ ବରଫଖଣ୍ଡ ଖସିଛି । ଦମ୍ପତ୍ତି ଗାଡିର ଆଗ କାଚରେ ବରଫ ପଡିବା ପୂର୍ବରୁ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ ।
ଭାଇରାଲ ଭିଡିଓରେ ଦମ୍ପତି ନିଜ ନିଶାନ ମୁରାନରୁ ଭ-ୟରେ ବାହାରକୁ ଆସୁଥିବାର ଦେଖାଯାଇଛନ୍ତି । କାହିଁକିନା ଚାଳକଙ୍କ ପାଖରେ ଗୀୟର ବଦଳେଇବାପାଇଁ ସମୟ ନଥିଲା, ସେଥିପାଇଁ ଗାଡିକୁ ଆମେ ତଳକୁ ଢଳି ଯିବାର ଦେଖିବା ।
ଯେତେବେଳେ ମହିଳା ଜଣକ ଗାଡ଼ିର ଗୀୟର ଅଥବା ବ୍ରେକ ମା-ରି-ବାକୁ ଚେଷ୍ଟା କରୁଥିଲେ,ସେତେବେଳେ ପୁରୁଷ ଲୋକଟି ଭ-ୟରେ ଏପଟସେପଟ ହୋଇ ଦୌଡ଼ିବାକୁ ଲାଗିଲା ।
ରି-ପୋ-ର୍ଟରେ କୁହାଯାଇଛି ଯେକି ଦମ୍ପତ୍ତିଜଣକ ସେଠାରେ ଥିବା ଏକ ଦୋକାନ ପାଖରେ ଛିଡ଼ାହୋଇଥିବା ଏକ ଗାଡ଼ିରେ ଚଢି ଗଲେ ।