“ତମେ ନ ମିଳିଲେ ମୁଁ ମରିଜୀବୀ” କହିଥିବା ଲୋକ ସ୍ତ୍ରୀର ଗହଣା ଏବଂ ପଇସା ନେଇ ଫେରାର

ଫେସବୁକରେ ଦୋସ୍ତି କରି ମହିଳା ଜଣଙ୍କୁ ବିବାହ କରିବା ପରେ ଧୋକା ଦେଇ ଫେରାର ହେଲା ଚତୁର ଧୋକାବାଜ ସ୍ବାମୀ। ଆଜ୍ଞା ହଁ ଏହି ଘଟଣା କଲିକତାର ଏକ ମହିଳାଙ୍କର ଅଟେ , ଯିଏ ବିରକ୍ତି ହୋଇ ଗୋଟିଏ ବର୍ଷ ପରେ ନିଜ ଧୋକାବାଜ ସ୍ବାମୀର ଘରେ ପହଁଚି ହଙ୍ଗମା କରିଥିଲେ ଏବଂ ୟୁପିର ଫତେପୁର ପୋଲିସକୁ ନ୍ୟାୟର ଭିକ୍ଷା କରିଛନ୍ତି। ମହିଳାଙ୍କର କହିବା ଅନୁସାରେ ଏ ଆ-ତ୍ମହ-ତ୍ୟାର ଧମକ ଦେଉଥିଲା। କହୁଥିଲା କି ତୁମେ ଯଦି ମତେ ବିବାହ ନ କର ତେବେ ମୁଁ ମୋର ବେକ ବ୍ଲେଡରେ କାଟି ଆ-ତ୍ମ-ହ-ତ୍ୟା କରିବି। ଏବେ ସେ ଧୋକା ଦେଇ ଫେରାର ହୋଇଯାଇଛି।

ମହିଳାଙ୍କର ଦାବି ଏହା କି ପରି ଧୋକାବାଜ ଲୋକମାନଙ୍କୁ ଜେଲ ଭିତରେ ରହିବା ଆବଶ୍ୟକ , ତାଙ୍କର କହିବା ଏହାକି ତାଙ୍କର ବିବାହ ପରେ ତା ସ୍ବାମୀ ଘରେ ଥିବା ସୁନା ଗହଣା ଏବଂ ପଇସା ନେଇ ଫେରାର ହୋଇଛି। ସେଇଠି ପୋଲିସ ଆଶ୍ବସନା ଦେଇ କହିଛି କି ବହୁତ ଜଲଦି ଅଭିଯୁକ୍ତକୁ ଆରେଷ୍ଟ କରାଯିବ। ମହିଳା ଜଣଙ୍କ ସ୍ବାମୀକୁ ଖୋଜିବା ପାଇଁ କଲିକତା ପୋଲିସ ସହିତ ଆସି ଜିଲ୍ଲା ପୋଲିସକୁ ଗୁହାରି କରିଛନ୍ତି।

ଏହାପରେ ମହିଳା ପୋଲିସଙ୍କ ସହିତ ସ୍ବାମୀ ଅଭିଷେକ ଆର୍ୟଙ୍କ ଘରେ ଆସି ପହଁଚି ଥିଲେ। ଘରେ ତାଲା ଲାଗିଥିବାର ଦେଖି ମହିଳା ଜଣକ ବହୁତ ହଙ୍ଗାମା କରିଥିଲେ। ପିଡିତା ମହିଳାଙ୍କ କହିବା ଏହାକି ଅଭିଷେକ ଆର୍ୟଙ୍କ ସହ ତାଙ୍କର ଫେସବୁକରେ ଦୋସ୍ତି ହୋଇଥିଲା। ଜଣା ଶୁଣା ପରେ ଜଣା ପଡିଲା କି ଦୂରର ପାରିବାରିକ ବନ୍ଧୁ ବୋଲି। ଏହାର କିଛି ଦିନ ପରେ ଅଭିଷେକ ମହିଳା ଜଣଙ୍କୁ ବିବାହ କରିବାକୁ ଦାବି କଲେ। ମହିଳାଙ୍କ କହିବା ଅନୁସାରେ ଅଭିଷେକ ଗଳାକୁ ବ୍ଲେଡରେ କାଟି ଆ-ତ୍ମ-ହ-ତ୍ୟା କରିବାକୁ ଧମକ ଦେଉଥିଲେ। ମହିଳା ଜଣଙ୍କ ଏହି ଧମକକୁ ଅଣଦେଖା କରିଥିଲେ କିନ୍ତୁ ଅଭିଷେକ ଦିଲ୍ଲୀରୁ ସିଧା ଫ୍ଲାଇଟରେ ଆସି କଲିକତାରେ ପହଁଚି ଥିଲା।

କଲିକତାରେ ପହଁଚିବା ପରେ ଅଭିଷେକ ମହିଳା ଜଣଙ୍କୁ ବୁଝାଇ ଥିଲା ବିବାହ ପାଇଁ, ତାପରେ ଦୁଇ ଜଣ କୋର୍ଟ ମ୍ୟାରେଜ କରି ହୋଟେଲରେ ରହିଥିଲେ। ମହିଳା କହିଥିଲେ କି ଅଭିଷେକଙ୍କ ବାପା ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦାରେ ଚାକିରୀ କରୁଛନ୍ତି। ଯେତେବେଳେ ଏଠି ଆସି ଦେଖିଲାକୁ ସବୁ ଗାୟବ। ଏତିକି ହିଁ ନୁହେଁ ସ୍ବାମୀ ଜଣଙ୍କ ତାଙ୍କ ଘର ଲକରରେ ଥିବା ୩ ଲକ୍ଷ ଟଙ୍କାର ଗହଣା ସହିତ ଏକ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି।

ସେଠାରେ ପିଡିତାଙ୍କ ମାଙ୍କର ଦାବି ଏହାକି ଏପରି ଲୋକମାନଙ୍କୁ କଠିନ ଦଣ୍ଡ ଦେବା ଦରକାର କାରଣ ଏପରି ଲୋକ ଆଉ କେଉଁ ଅନ୍ୟ ଝିଅର ଜୀବନ ନଷ୍ଟ ନକରନ୍ତୁ। ସେପଟେ ଏସିପି ସତପାଲ ଅନ୍ତିଲ କହିଛନ୍ତି କି କଲିକତା ପୋଲିସ ସହିତ ଏକ ପିଡିତା ଆସିଥିଲା ଯାହାପାଇଁ କେତବାଲି ପୋଲିସ ଏବଂ DSP ସିଟିଙ୍କ ସାହାର୍ଯ୍ୟ ପାଇଁ ଲଗା ଯାଇଛି। ବହୁତ ଜଲଦି ଆରୋପିକୁ ଆରେଷ୍ଟ କରି କଲିକତା ପୋଲିକଙ୍କୁ ହସ୍ତାନ୍ତର କରା ଯିବ।

ସେ ଅଭିଯୋଗ କରିଛନ୍ତି କି ଫତେପୁରର ଏକ ମହିଳା ଫେସବୁକ ମାଧ୍ୟମରେ ବନ୍ଧୁତା କରି ଏବଂ ବିବାହ କରିଥିଲେ। ଏବଂ ଯୁବକ ଜଣଙ୍କ ପଇସା ଏବଂ ଗହଣା ସବୁ ନେଇ ଫେରାର ହୋଇ ଯାଇଛି। ଏହି ବିଷୟରେ କଲିକତାରେ ମକଦ୍ଦମା ଲେଖା ଯାଇଛି। ଏହି ଘଟଣାରେ ଥାନାଧ୍ୟକ୍ଷ ଏବଂ ସିଓ ସିଟିଙ୍କୁ ର୍ନିଦେଶିତ କରାଯାଇଛି କି ଏହି ଘଟଣାରେ ତାଙ୍କୁ ବିଧିବଧ ଭାବେ ସାହାର୍ଯ୍ୟ କରାଯାଉ ଯେମିତି ଏହି ଘଟଣାକୁ ଠିକ ଭାବେ ଜାଞ୍ଚ କରା ଯାଉ।

ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚିନ୍ତ ଜାଣନ୍ତୁ। ଏବଂ ନିଜ ସାଙ୍ଗ ସାଥିଙ୍କ ସହ ଶେୟାର କରନ୍ତୁ |

Leave a Reply

Your email address will not be published. Required fields are marked *