ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇ ସାରିଛି। କୋଭିଡ 19 କାରଣ ରୁ ଏହି ବର୍ଷ ବିନା ଆଡମ୍ବର ରେ ପାଳନ କରାଯିବ। କିନ୍ତୁ ଭକ୍ତ ମାନଙ୍କ ଉତ୍ସାହ କମ ହୋଇନାହିଁ। ମାତା ରାଣୀ ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଦାନ ଠାରୁ ଆରମ୍ଭ କରି ଉପବାସ ମଧ୍ୟ କରିବେ। କହିଦବାକୁ ଚାହୁଁଛୁ କି ଯଦି ଆପଣଙ୍କ ପାଖରେ ବୈଷ୍ଣୋ ଦେବୀ ଙ୍କ କଏନ ଅଛି ତ ଆପଣଙ୍କ ଉପରେ ମାତା ରାଣୀ ଙ୍କ କୃପା ବର୍ଷି ପାରିବ। ଏହି କଏନ କୁ ଆପଣ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମେଇ ପାରିବେ। ଆପଣଙ୍କୁ କହି ଦବାକୁ ଚାହୁଁଛୁ କି ଏହି ଦୁନିଆରେ ବହୁତ ଲୋକ ଅଛନ୍ତି ଯିଏ ପୁରୁଣା କଏନ କୁ ଜମା କରିଥାନ୍ତି।ଏଭଳି ଲୋକ ଏହି କଏନ ଜମା କରିବା ପାଇଁ ଲକ୍ଷେ ଟଙ୍କା ଦେବାକୁ ମଧ୍ୟ ତୟାର୍ ହୋଇ ଯାଆନ୍ତି।ଅନଲାଇନ୍ ରେ ମଧ୍ୟ ଏଭଳି କଏନ ର ନିଲାମି ହୋଇଥାଏ।
ଅନଲାଇନ ରେ କରିପାରିବେ ବିକ୍ରି:
ସମସ୍ତେ ଜାଣିଛନ୍ତି କି ଯେବେ ଠାରୁ ଇଣ୍ଟରନେଟ ଚଳିବାରେ ଲାଗିଛି ସେବେଠାରୁ ପ୍ରତ୍ୟେକ ଜିନିଷ ର କିଣିବା ବିକିବା ସହଜ ହୋଇଯାଇଛି।ଏମିତି ରେ ଆପଣଙ୍କୁ ଏହି କଏନ କୁ ବିକିବାକୁ ବାହାରକୁ ଯିବାକୁ ପଡ଼ିବନି ଆପଣ ଏହାକୁ ଅନଲାଇନ ରେ ମଧ୍ୟ ବିକ୍ରି କରିପାରିବେ।ଇଣ୍ଡିଆ ମାଟ ୱେବସାଇଟ ରେ ଏପରି ପୁରୁଣା କଏନ ଏବଂ ନୋଟ ର ନିଲାମି ହୋଇଥାଏ। ଯେଉଁ ଠାରେ ପୁରୁଣା ଜିନିଷକୁ ଜମା କରିଥିବା ଲୋକମାନେ ଏହାର ମୁହଁ ମଗା ପଇସା ଦେଇଥାନ୍ତି।ଆପଣ ଏହି କଏନ କୁ କ୍ଵିକର୍ ଏବଂ OLX ପରି ସାଇଟ ରେ ବିକ୍ରି କରିପାରିବେ।ଏଥି ପାଇଁ ଆପଣଙ୍କୁ ଏହି ୱେବସାଇଟ ରେ ଆକାଉଣ୍ଟ ତିଆରି କରି ଏହି କଏନ ର ଫଟୋ ଅପଲୋଡ଼ କରିବାକୁ ପଡ଼ିବ । ଯାହାପରେ କିଣୁଥିବା ବ୍ୟକ୍ତି ଆପଣଙ୍କୁ ସମ୍ପର୍କ କରିପାରିବେ।
ଥିବା ଦରକାର ବୈଷ୍ଣୋ ଦେବୀ ଙ୍କ ଫଟୋ:
କହିଦବାକୁ ଚାହୁଁଛୁ ଯେ ପାଞ୍ଚ ଏବଂ ଦଶ ଟଙ୍କିଆ କଏନ ରେ ମାତା ବୈଷ୍ଣୋ ଦେବୀ ଙ୍କ ଥିବା ମୂର୍ତ୍ତି ୨୦୦୨ ମସିହାରେ ପ୍ରଚଳନ ହୋଇଥିଲା । ଏଥି ପାଇଁ ଆଜିର ସମୟରେ ଏହା ମିଳିବା ବହୁ କଷ୍ଟକର ଅଟେ।ଏହି କଏନ ର ଗୋଟେ ପାଖରେ ଅଶୋକ ସ୍ତମ୍ଭ ଥାଏ ଏବଂ ତଳେ ପାଞ୍ଚ ଟଙ୍କା ଲେଖା ହୋଇଥାଏ। ଏହା ସହିତ କଏନ ର ଅପର ପାର୍ଶ୍ଵ ରେ ମାତା ବୈଷ୍ଣୋ ଦେବୀଙ୍କ ପ୍ରତିମା ଦର୍ଶା ଯାଇଥାଏ।
କଏନ ଉପରେ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ସାଇନ୍ ବୋର୍ଡ ହିନ୍ଦୀ ଏବଂ ଇଂରାଜୀ ଦୁଇ ଭାଷାରେ ଲେଖା ଯାଇଥାଏ। ଏବଂ ପୂର୍ବେ ଏହାର ଓଜନ ପାଖା ପାଖି ୬ ଗ୍ରାମ ଥିଲା। ବୈଷ୍ଣୋ ଦେବୀ ଙ୍କ ଚିତ୍ର ଥିବା କାରଣରୁ ଏହାକୁ ଅଧିକ ଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି।
କମାଇ ପାରିବେ ଦଶ ଲକ୍ଷ:
ଇଣ୍ଡିଆ ମାଟ ୱେବସାଇଟ ରେ କଏନ ନିଲାମୀ ହୋଇଥାଏ। ନିଲାମୀ ସମୟରେ ଆପଣ ମଧ୍ୟ ଆପଣଙ୍କ ମୁତାବକ ନିଲାମି ଲଗାଇ ପାରିବେ। ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ଏହି କଏନ ଟି ଆପଣଙ୍କୁ ଦଶ ଲକ୍ଷ ଟଙ୍କା ପଯ୍ୟନ୍ତ ଦେଇପାରିବ। ଏହି କଏନ ବ୍ୟତୀତ ଆପଣ ଏହି ୱେବସାଇଟ ରେ ଦୁର୍ଲଭ ନୋଟ ମଧ୍ୟ ବିକ୍ରି କରିପାରିବେ।କହି ଦେବାକୁ ଚାହୁଁଛୁ କି ବ୍ରିଟିଶ ନୋଟ ଏମିତି ଚଳୁଥିଲା ଯାହାର ବର୍ତ୍ତମାନ ର ମୂଲ୍ୟ ହଜାର ହଜାର ଅଛି। ସେଥିରେ ଦଶ ଟଙ୍କିଆ ଗୋଟେ ନୋଟ ମଧ୍ୟ ସାମିଲ ଅଛି।ଏହି ନୋଟ ର ଗୋଟେ ପାଖରେ ଅଶୋକ ସ୍ତମ୍ଭ ଏବଂ ଅନ୍ୟ ପାଖରେ ତିନି ମୁହଁ ଥିବା ଫଟୋ ଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।