ପ୍ରେମରେ ଦୁଇଟି ମଣିଷ ପାଖାପାଖି ଆସି ଯାଆନ୍ତି।ଦୁଇଜଣ ପରସ୍ପର ଙ୍କ ଖୁସିର ଧ୍ୟାନ ରଖନ୍ତି । ତାଙ୍କ ପାଇଁ ନିଜ ଠାରୁ ପ୍ରଥମେ ସାମ୍ନାବାଲାର ଆବଶ୍ୟକତାର ଧ୍ୟାନ ରଖନ୍ତି। ଆଜିର ସମୟରେ ମଣିଷ କାହାକୁ ପ୍ରେମ କରିବାରେ ପ୍ରତିବନ୍ଧକ ର ସାମ୍ନା କରିବାକୁ ପଡୁନାହିଁ। ବର୍ତ୍ତମାନ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ସମାଜ ଅଧିକରୁ ଅଧିକ ଅନୁମତି ଦେଇ ଦେଇଛି। କିନ୍ତୁ ଯଦି ଏହି ପ୍ରେମ ଦୁଇଟି ଦୁନିଆରେ ହୋଇଯାଏ ତାହେଲେ ? ଇଂଲଣ୍ଡ ରେ ରହୁଥିବା ଜଣେ ମହିଳା, ଯାହାର ନାମ ଏମେଥିଷ୍ଟ ରିଲଲ୍ମ ଅଟେ, ତାଙ୍କ କହିବା କଥା କି ସେ ପୂର୍ବ ଦୁଇ ବର୍ଷ ହେଲା ଗୋଟେ ଭୂତ ସହିତ ସଂପକରେ ଅଛି। ଏତିକି ନୁହେଁ, ସେ ଏହି ଭୂତ ସହିତ ପରିବାର ର ଯୋଜନା କରୁଥିଲା। କିନ୍ତୁ ଏବେ ଦୁଇଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି ଓ ମହିଳା ଜଣକ ଏବେ ବ୍ରେକଅପ ଚାହୁଁଛନ୍ତି।
ବହୁତ ଗମ୍ଭୀର ଥିଲା ଉଭୟଙ୍କ ସମ୍ପର୍କ:
ଏହି ମହିଳା ଜଣକ ବିଜ୍ଞାନ ର ସବୁ ତର୍କ କୁ ମିଥ୍ୟା କହି ଭୂତ ସହିତ ନିଜ ସମ୍ପର୍କର ଖୁଲାସା କରିଥିଲା। ମହିଳା ଜଣକ କହିଥିଲା କି ସେ ଗୋଟେ ଭୂତ ସହିତ ଗମ୍ଭୀର ସମ୍ପର୍କ ରେ ଅଛି। ଦୁଇଜଣଙ୍କ ସମ୍ପର୍କ ବହୁତ ରୋମାଣ୍ଟିକ ଅଟେ ଓ ଦୁଇଜଣ ଶାରୀରିକ ସମ୍ପର୍କ ରେ ମଧ୍ୟ ଇନ୍ଦ୍ରିୟ ଅଛନ୍ତି। ମଝିରେ ମହିଳା ଭୂତ ସହିତ ପିଲାର ଯୋଜନା ମଧ୍ୟ କରୁଥିଲା। କିନ୍ତୁ ବର୍ତ୍ତମାନ ହଠାତ୍ ଦୁଇଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି। ଏହି ଫାଟକ ଏତେ ଅଧିକ ବଢ଼ି ଯାଇଥିଲା କି କଥା ବ୍ରେକଅପ ଯାଏ ଆସି ଯାଇଛି।
ଭୂତକୁ ଥାଇଲ୍ୟାଣ୍ଡ ରେ ହେଲା ଅନ୍ୟ କାହା ସହ ପ୍ରେମ:
ବାସ୍ତବରେ, ମହିଳା ଜଣକ ଏହି ଭୂତ ସହିତ ଛୁଟି କଟାଇବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲା। ସେଠି ଦୁଇଜଣ ବହୁତ ଭଲ ସମୟ ବିତାଇଲେ। କିନ୍ତୁ ସେଠାରୁ ଆସିବା ପରେ ଜିନିଷ ବଦଳିବାକୁ ଲାଗିଲା। ମହିଳା ଜଣକୁ ଏମିତି ଲାଗିଲା କି ଭୂତକୁ ଅନ୍ୟ କାହା ସହିତ ପ୍ରେମ ହୋଇଯାଇଛି। ଏହି କାରଣରୁ ତାହାର ବ୍ୟବହାର ବଦଳି ଯାଇଛି। ମହିଳା ଜଣକ କହିଲେ କି ଏବେ ତାହାର ପ୍ରେମ ଆଗ ଭଳି ନାହିଁ। ଏହି କାରଣରୁ ତାଙ୍କୁ ସମ୍ପର୍କ ଶେଷ କରିବାର ଅଛି।
ଭୂତ ହଇରାଣ କରିବା ଆରମ୍ଭ କଲା:
ମହିଳା ର ଅଭିଯୋଗ ଅଛି କି ଥାଇଲ୍ୟାଣ୍ଡ ରୁ ଫେରିବା ପରେ ଭୂତ ତାକୁ ହଇରାଣ କରୁଥିଲା। ସେ ପ୍ରଥମେ ନିଜର କେତେ ସାଙ୍ଗ ଭୂତକୁ ଘରକୁ ଡାକିଥିଲା। ସେ ତାଙ୍କ ସହିତ ଡ୍ରଗସ ଖାଉଥିଲା ଓ ତାହା ପରେ ହଙ୍ଗାମା କରୁଥିଲା। ମହିଳା କୁ ଏହି କଥାରେ ବହୁତ ରାଗ ଆସିଗଲା ଓ ସେ ଭୂତ କୁ ବ୍ରେକଅପ ପାଇଁ କହିଦେଲା। ମହିଳା ର ପ୍ରେମକାହାଣୀ କେତେ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।