ଦୁନିଆ ରେ ଏମିତି କେତେଥର କିଛି ଜିନିଷ ଦେଖିବାକୁ ମିଳିଯାଏ,ଯାହା ଉପରେ ବିଶ୍ବାସ କରି ହୁଏ ନାହିଁ। ଏବେ ପେଂସିଲ୍ବେନିଆ ରେ ଏମିତି ଏକ ଚଢେଇ ମିଳିଛି କି ସେ ଚଢେଇ ଅଧା ଅଣ୍ଡିରା ଓ ଅଧା ମାଇ ସେ ଯଦି ଚାହିଁବ ଅଣ୍ଡିରା ଚଢେଇ ସହ ପ୍ରଜନନ୍ କରି ଅଣ୍ଡା ଦେଇ ପାରିବ ଅଥବା ମାଇ ଚଢେଇ ସହ ପ୍ରଜନନ୍ କରି ତାକୁ ପ୍ରେଗନେଟ୍ କରିପାରିବ। ବିତି ଯାଇ ଥିବା ୬୪ ବର୍ଷରେ ଏହା ପ୍ରଥମ ଥର ଘଟିଛି। ଏହି ର୍ଦୁଲଭ ଚଢେଇ ର ବହୁତ ଚର୍ଚ୍ଚା ହେଉଛି।
କିଏ ଏହି ଚଢେଇ?
ଅନୁସନ୍ଧାନକାରି ମାନେ ଏହି ଚଢେଇ ର ନାମ ଗ୍ରୁଜବିକ୍ସ କହିଛନ୍ତି। ଏହାର ଶରୀର ଉଭୟ ମାଇ ଓ ଅଣ୍ଡିରା ଚଢେଇ ପରି ଦେଖିବାକୁ। ଏହି ପ୍ରଜାତି ଚଢେଇ ର ଆକ୍ରମଣ ପର ର ରଙ୍ଗ କଳା ଏବଂ ବଡ ହୋଇଥାଏ, ସମିତି ହିଁ କିଛି ଏହି ପକ୍ଷୀ ମଧ୍ୟ ରୁ ପାଇବାକୁ ମିଳିଛି। ଯେତେବେଳେ କି ଏହି ପ୍ରଜାତି ର ମାଇ ଚଢେଇ ର ପର ରଙ୍ଗିନ୍ ହୋଇଥାଏ। ମିଳିଥିବା ଚଢେଇ ର ଅନ୍ୟ ପଟ ମାଟିଆ ଓ ହଳଦିଆ। ଏହା ସହିତ ଏହି ଚଢେଇ ର ଛାତି ରେ କୌଣସି ଚିହ୍ନ ନାହିଁ। ବୈଜ୍ଞାନିକ ଙ୍କ ଭାଷା ରେ ଏହି ଚଢେଇ କୁ ଗ୍ରାଏଂଡ୍ରୋର୍ମାଫିଜ୍ମ କୁହାଯାଏ।
କେମିତି ଜନ୍ମ ହୁଅନ୍ତି ଡ୍ରୋର୍ମାଫିଜ୍ମ ?
ବୈଷୟିକ ଙ୍କ ଅନୁସାରେ ଏହି ଚଢେଇ ସେତେବେଳେ ଜନ୍ମ ହୁଅନ୍ତି ମାଇ ଚଢେଇ ର ଅଣ୍ଡା ରେ ଅଣ୍ଡିରା ଚଢେଇ ର ସେମିତି ସ୍ପର୍ମ ମିଳିଥାଏ। ଯେଉଁଥିରେ ଦୁଇଟି ନ୍ୟୁକ୍ଲିଅସ୍ ଥାଏ। ଏମିତି ଭୃମ ଉଭୟ ଅଣ୍ଡିରା ଓ ମାଇ ଚଢେଇ ଭିତରେ କ୍ରୋମୋଜୋ୍ମ ଆସିଯାଇଥାଏ। ଏହାର ସମ୍ଭାବନା ବହୁତ କମ୍ ଥାଏ। ଏହି ଚଢେଇ ମିଳିବା ୬୪ ବର୍ଷ ପୂର୍ବେ ଏମିତି ଏକ ଚଢେଇ ମିଳିଥିଲା। ଏହି ବର୍ଷ ଯେବେ ପାଉଡର୍ ମିଲ୍ ରିସର୍ଚ ରେ ଟିମ ଚଢେଇଙ୍କ ଜନ ସଂଖ୍ୟା ଗଣୁଥିବା ସମୟ ରେ ତାଙ୍କୁ ଏହି ଚଢେଇ ମିଳିଥିଲା।
ଅଣ୍ଡା ଦେଇ ପାରିବ ଏବଂ ର୍ଗଭବତୀ ମଧ୍ୟ କରିପାରିବ।
ଚଢେଇ ର ଏହି ପ୍ରଜାତୀ ବହୁତ ଖାସ ଅଟନ୍ତି। ଏଥିରେ ଅଣ୍ଡା ଶୟ ଅଛି । ଏଥିପାଇଁ ଚଢେଇ ସେ ଅଣ୍ଡା ଦେଇପାରେ । ଏହା ସହିତ ଅଣ୍ଡିର ଚଢେଇ ର ଗୁଣ ମଧ୍ୟ ଅଛି। ଏଥିପାଇଁ ସେ ପ୍ରଜନନ୍ କରେଇ ପାରେ। ଅନୁସନ୍ଧାନକାରି କହିଛନ୍ତି କି ଆଗକୁ ସେ ଚଢେଈ ଅଣ୍ଡିରା ଚଢେଇ ହୋଇ ରହିବ କି ମାଇ ସେଇଟା ତା ଉପରେ ର୍ନିଭର କରେ। ଯଦି ସେ ଗୁଣଗୁଣ ହେଉଥାଏ ତାହାଲେ ମାଇ ଚଢେଇ ଆକର୍ଷିତ ହେବେ ନହେଲେ ଏମାନେ ଅନ୍ୟ ଅଣ୍ଡିରା ଚଢେଇ ଉପରେ ଆକର୍ଷିତ ହେବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।