ସ୍ତ୍ରୀକୁ ବଞ୍ଚେଇବାକୁ ଯାଇ ସ୍ୱାମୀ ବଦମାସଙ୍କ ସହ ଲଢି ତୀରରେ ଆଘାତ ହେଲେ

ମଧ୍ୟ୍ୟପ୍ରଦେଶର ଇନ୍ଦୌର ଶହରରେ ଶନିବାର ରାତି ବଡଓ୍ବାନୀରୁ ଏମବାୟ ହସ୍ପିଟାଲକୁ ଏକ ଏପରି ଆଘାତ ବ୍ୟକ୍ତି ଆସିଥିଲେ ଯାହା ମୁଣ୍ଡରେ ତୀର ପସିଥିଲା। ତୀର ପସିବାର କାହାଣୀ ଶୁଣି ସମସ୍ତଙ୍କର ହୋସ ଉଡି ଯାଇଥିଲା।

ବାସ୍ତବରେ ଜଣେ ବ୍ୟକ୍ତିର ସ୍ତ୍ରୀକୁ କିଛି ଲୋକ ଅପହରଣ କରୁଥିଲେ। ଯେତେବେଳେ ସ୍ବାମୀ ତାର ବିରୋଧ କରିଥିଲା ସେତେବେଳେ ସେହି ଅପରାଧୀ ମାନେ ସ୍ବାମୀ ଉପରେ ତୀର ଚଲାଇ ଥିଲେ। କିନ୍ତୁ ଏହାପରେ ମଧ୍ୟ ସ୍ବାମୀ ହାର ମାନି ନଥିଲେ। ତୀରର ଆକ୍ରମଣରେ ସେ ବହୁତ ଆଘାତ ହୋଇପଡିଲେ ଏବଂ ଗୋଟିଏ ତୀର ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା। ଏହାପରେ ଘାହତ ବ୍ୟକ୍ତିଙ୍କର ପରିବାର ଲୋକ ତାଙ୍କୁ ଏମାଓ୍ବାର ହସ୍ପିଟାଲ ନେଇ ଯାଇଥିଲେ , ଯେଉଁଠି ବର୍ତ୍ତମାନ ମୁଣ୍ଡର ଅପରେସନ କରି ତୀର ବାହର କରାଯିବ। ସ୍ତ୍ରୀ ଜଣକ ସ୍ବାମୀର ସାହସୀକତା ପାଇଁ ବଦମାସଙ୍କ ଠାରୁ ବଞ୍ଚି ଯାଇଥିଲେ।

ଖରାପ ଅନୁସାରେ ପରିବାର ଲୋକମାନଙ୍କର ଆରୋପ ଏହା କି ଶନିବାରକୁ ଦୁଇଟି ଆରୋପୀ ଏବଂ ତାଙ୍କର କିଛି ସାଙ୍ଗ ମାନଙ୍କ ସହ ଆସି ପିଡୀତ ବ୍ୟକ୍ତିଙ୍କର ସ୍ତ୍ରୀକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଯାହାର ବିରୋଧ ସ୍ବାମୀ କରିଥିଲା।

ଆରୋପ ଏହାକି ଯେତେବେଳେ ସ୍ବାମୀ ତାଙ୍କ ସ୍ତ୍ରୀକୁ ନେବା ପାଇଁ ଆସିଲେ ସେତେବେଳେ ବଦମାସ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଗୋଟିଏ ପରେ ଗୋଟିଏ ତୀର ଚଲେଇ ଥିଲେ। ତାଙ୍କର ଗୋଟିଏ ତୀର ସ୍ବାମୀର ମୁଣ୍ଡରେ ପସି ଯାଇଥିଲା ଏବଂ ଏହାପରେ ବଦମାସ ମାନେ ସେଠାରୁ ପଳାଇ ଥିଲେ।

ସ୍ବାମୀର ଏହି ଅବସ୍ଥା ଦେଖି ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ବର୍ତ୍ତମାନ ଆହତ ବ୍ୟକ୍ତିଙ୍କର ହସ୍ପିଟାଲରେ ପ୍ରଥମିକ ଚିକିତ୍ସା ଚାଲିଛି। ଡକ୍ଟର ଅପରେସନ କରି ମୁଣ୍ଡରୁ ତୀର ବାହର କରିବେ। ଖବର ମିଳିବା ମାତ୍ରେ ପୋଲିସ ଜାଞ୍ଚ ଆରମ୍ଭ କରି ଆରୋପି ମାନଙ୍କୁ ଖୋଜୁଛି।

Leave a Reply

Your email address will not be published. Required fields are marked *