ବନ୍ଧୁଗଣ କାନ୍ଦିବାର ଦିନ ଶେଷ ହେଲା କରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ଭଗବାନ ମହାଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନେ ମାନିଥାଉ। ଭଗବାନ ମହାଦେବହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ। ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେହି ବ୍ୟକ୍ତିଙ୍କ ଉପରେ ବର୍ଷାଇ ଥାନ୍ତି। ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି। ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ।
ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ଭଗବାନ ମହାଦେବ ଏବେ କିଛି ରାଶି ମାନଙ୍କର ଉପରେ ପ୍ରସନ୍ନ ହୋଇଛନ୍ତି। ଭଗବାନ ଶିବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇସାରିଛନ୍ତି। ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥଙ୍କର କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ। ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯଇଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ ବା ଚାଲିବାର ଲାଗିବ। ଏବଂ ଆପଣ ନିଜ ଜୀବନରେ ଆଗକୁଁ ଆସୁଥିବା ଅସୁବିଧା ସେସବୁ ସମସ୍ୟା ଦୁର ହୋଇଯିବ।
ଆପଣଙ୍କୁ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କର ଶତୃ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ। ସମାଜରେ ଆପଣଙ୍କୁ ଲୋକମାନେ ମାନ ସମ୍ମାନ ଦେବେ। ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣା ଜୋରରେ ଆଗକୁ ଆଗକୁ ବଢ଼ି ଚାଲିବ। ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମଧ୍ୟ ମିଳିଯିବ। ଭଗବାନ ଭୋଳାନାଥଙ୍କର କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି। ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ। ଆପଣଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ।
ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ। ଭଗବାନ ଭୋଳାନାଥଙ୍କର କୃପାରୁ ଆପଣଙ୍କର ମନରେ ଆତ୍ମବିଶ୍ୱାସ ଏବଂ ଉତ୍ସହ ମଧ୍ୟ ବଢ଼ିଯିବ। ପ୍ରେମ ସମ୍ବୋଦ୍ଧ ଆପଣଙ୍କର ମଧୁର ରହିବ। ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି। ତେବେ ଭଗବାନ ଭୋଳାନାଥଙ୍କର କୃପାରୁ ଯେଉଁ ରାଶି ଗୁଡ଼ିକ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସିପୂର୍ଣ ହେବାକୁ ଯାଉଛି ସେହି ରାଶିଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି।
ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “