କେବେ ଛୁଆଙ୍କୁ ସୁରରେ କାନ୍ଦିବାର ଶୁଣିଛନ୍ତି? ଯଦି ଶୁଣି ନାହାଁନ୍ତି ତ ଏହି ଭିଡିଓକୁ ଦେଖନ୍ତୁ। କାରଣ ଏହା ଇଣ୍ଟରନେଟରେ ଭାଇ-ରାଲ ବର୍ତ୍ତମାନର ସବୁଠାରୁ ସୁନ୍ଦର ଭିଡିଓ ଅଟେ! ଏଥିରେ ଜଣେ ମାଆ ରିୟାଜ କରୁଛନ୍ତି। ହଠାତ କୋଳରେ ବସିଥିବା ଛୁଆ ମଧ୍ୟ ମାଆଙ୍କ ପରି ସୁର କରିବାକୁ ଚେ-ଷ୍ଟା କରିବାକୁ ଲାଗିଥିଲା। ଏହା ଦେଖି ମାଆ ଇଶାରା କରିଥିଲେ କି ଦେଖ ସେ ଗାଉଛି! ପୁଣି ଦୁଇଜଣଙ୍କ ‘ଜୁଗଳବନ୍ଦୀ’ ଆରମ୍ଭ ହୋଇ ଯାଇଥିଲା, ଯାହାକୁ ଦେଖି ବହୁତ ଲୋକଙ୍କ ମୁହଁରେ ହସ ଫୁଟି ଯାଇଛି।
ହୃଦୟ ଜିତି ନେବ ଏହି ଛୁଆ..
A lovely Jugalbandi to make your morning beautiful.
Vidoe via @Raaggiri pic.twitter.com/eoloUr3Wsh
— Arun Bothra (@arunbothra) March 23, 2021
ଏହି ହୃଦୟକୁ ଛୁଇଁ ଯିବା ଭଳି ଭିଡିଓ ଆଇପୀଏସ ଅରୁଣ ବୋଥରା ସେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ଗୋଟିଏ ସୁନ୍ଦର ଯୁଗଳବ-ନ୍ଦୀ ଆପଣଙ୍କ ସକାଳକୁ ସୁନ୍ଦର କରିଦେବ।’ ଏହି କ୍ଲିପକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ପାଖାପାଖି ୨୦ହଜାର ଭ୍ୟୁଜ ଏବଂ ୧୬୦୦ରୁ ଅଧିକ ଲୋକ ଲାଇକ କରିଛନ୍ତି।
ମାଆ ହେଉଛନ୍ତି ମରାଠୀ କଣ୍ଠଶିଳ୍ପୀ..
Her name is Priyanka Barve.She is marathi singer.
— Yogesh Mundhe 🇮🇳 (@Yogesh1810) March 23, 2021
She is on Instagram.https://t.co/vBHOM2Zu8o
— Yogesh Mundhe 🇮🇳 (@Yogesh1810) March 23, 2021
ଛୁଆଟିର ମାଆଙ୍କ ନାମ ପ୍ରିୟଙ୍କା ବର୍ବେ ଅଟେ, ଯିଏ ଜଣେ ଅଭିନେତ୍ରୀ ଏବଂ ପ୍ଲେବ୍ୟାକ ସିଙ୍ଗର ଅଟନ୍ତି। ସେ ହିନ୍ଦୀ ଏବଂ ମରାଠୀ ଭାଷାର ବହୁତ ଗୀତରେ ନିଜର କଣ୍ଠଦାନ କରିଛନ୍ତି। ପ୍ରିୟଙ୍କା ୩୦ବର୍ଷର ଅଟନ୍ତି ଏବଂ ମହାରାଷ୍ଟ୍ରର ପୁଣେରେ ବସବାସ କରନ୍ତି।
ମାଆଙ୍କ କୋଳରେ ବସି ପ୍ରତ୍ୟେକ ଛୁଆ..
A lovely Jugalbandi to make your morning beautiful.
Vidoe via @Raaggiri pic.twitter.com/eoloUr3Wsh
— Arun Bothra (@arunbothra) March 23, 2021
ପରମ୍ପରା ଆଗକୁ ବଢ଼ାଇବା ସମୟରେ..
Parampara continues🙏 https://t.co/dsZeXWofhi
— g katyan misra (@kamlesm) March 23, 2021
ଓଏମଜୀ..
O my God !
😂😂 https://t.co/5X29VWEVu0— Kailash Modi. (@iKailashmodi) March 23, 2021
ଏଠାରେ ଦେଖନ୍ତୁ ପୂରା ଭିଡିଓ..
माँ की गोद में बैठी बच्ची/बच्चा बड़ा हो चुका होगा। माँ का रियाज जारी होगा। लेकिन इस बच्चे में संगीत के जो संस्कार आए वो अमिट रहेंगे। #Raaggiri का सभी कलाकारों से अनुरोध है कि कार्यक्रमों में 8-10 साल से कम के बच्चों पर पाबंदी न लगाएं। सुर में रोने वाले बच्चे की जानकारी भी दें 😊 pic.twitter.com/XToFAYqVUZ
— Raaggiri रागगीरी (@Raaggiri) March 19, 2021
ଏହି ଭିଡିଓ ଟୁଇଟର ୟୁଜର @Raaggiri ଶେୟାର କରିଥିଲେ। ଏହାର କ୍ୟାପଶନରେ ସେ ଲେଖିଥିଲେ, ମାଆ କୋଳରେ ବସିଥିବା ଝିଅ/ପୁଅ ବଡ ହୋଇ ସାରିବଣି। ମାଆଙ୍କ ରିୟାଜ ଆରମ୍ଭ ହେବ। କିନ୍ତୁ ଏହି ଛୁଆ ଭିତରେ ସଙ୍ଗୀତର ଯେଉଁ ସଂସ୍କାର ରହିଛି ତାହା ଅବିସ୍ମରଣୀୟ ହୋଇ ରହିବ।#Raaggiriର ସବୁ କଳାକାରଙ୍କୁ ଅନୁ-ରୋଧ କରୁଛୁ କି କାର୍ଯ୍ୟକ୍ରମରେ ୮-୧୦ ବର୍ଷରୁ କମ ଛୁଆମାନଙ୍କ ଉପରେ ପ୍ରତିବନ୍ଧକ ଲଗାନ୍ତୁ ନାହିଁ। ସୁରରେ କାନ୍ଦୁଥିବା ଛୁଆର ସୂ-ଚନା ମଧ୍ୟ ଦିଅନ୍ତୁ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।