ବୟଫ୍ରେଣ୍ଡଙ୍କ ଠାରୁ ବକ୍ସିଙ୍ଗ ଶିଖୁଥିଲେ ଅମୀର ଖାନଙ୍କ ଝିଅ ଇରା ଖାନ, ସେୟାର କଲେ ଭିଡିଓ

ଅଭିନେତ୍ରୀ ବର୍ତ୍ତମାନ ନିଜ ବୟଫ୍ରେଣ୍ଡ ନୁପୁର ଶିଖାରେଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ସହିତ କ୍ୟୁଟ ବଣ୍ଡିଙ୍ଗର ଝଲକ ଅଭିନେତ୍ରୀ ସେୟାର କରିବାରେ ଲାଗିଥାନ୍ତି। ବର୍ତମାନ ଇରା ଖାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବୟଫ୍ରେଣ୍ଡଙ୍କ ସହିତ ବକ୍ସିଙ୍ଗ କରୁଥିବାର ଦେଖାଯାଇଛନ୍ତି।

ଅମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ବହୁତ ଅଧିକ ବ୍ୟସ୍ତ ରହିଥାନ୍ତି ଏବଂ ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନ ସହିତ ଫ୍ୟାନ୍ସଙ୍କୁ ପରିଚିତ କରାଇଥାନ୍ତି। ଅଭିନେତ୍ରୀ ବର୍ତ୍ତମାନ ନିଜ ବୟଫ୍ରେଣ୍ଡ ନୁପୁର ଶିଖାରେଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ସହିତ କ୍ୟୁଟ ବଣ୍ଡିଙ୍ଗର ଝଲକ ଅଭିନେତ୍ରୀ ସେୟାର କରିବାରେ ଲାଗିଥାନ୍ତି। ବର୍ତମାନ ଇରା ଖାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବୟଫ୍ରେଣ୍ଡଙ୍କ ସହିତ ବକ୍ସିଙ୍ଗ କରୁଥିବାର ଦେଖାଯାଇଛନ୍ତି।

ସମସ୍ତେ ଜାଣିଛନ୍ତି କି ଇରା ଖାନ ଫିଟନେସ ଚିନ୍ତିତ ଅଭିନେତ୍ରୀ ଅଟନ୍ତି ଏବଂ ଲକଡାଉନ ସମୟରେ ହିଁ ତାଙ୍କର ଅନେକ ଗୁଡ଼ିଏ ଫଟୋ ଏବଂ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ନିଜ ଫିଟନେସ ଟ୍ରେନରଙ୍କ ସହିତ ଏକ୍ସରସାଇଜ କରୁଥିବାର ନଜର ଆସିଥିଲେ। ଏମିତି ହିଁ ଗୋଟିଏ ଭିଡିଓରେ ଅମୀର ଖାନ ମଧ୍ୟ ନଜର ଆସିଥିଲେ ଏବଂ ସେ ଫିଟନେସ ଟ୍ରେନରଙ୍କୁ ଅନଲାଇନ ସେସନ ସମୟରେ ହ୍ୟାଲୋ ମଧ୍ୟ କହିଥିଲେ। ବର୍ତମାନ ଇରା ଖାନ ଇନଷ୍ଟାଗ୍ରାମରେ ନିଜର ଆଉ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବୟଫ୍ରେଣ୍ଡ ନୁପୁରଙ୍କ ସହିତ ବକ୍ସିଙ୍ଗ କରୁଥିବାର ଦେଖାଯାଇଛନ୍ତି। ଭିଡ଼ିଓରେ ଦେଖା ଯାଉଛି କି କେମିତି ଇରା, ନୁପୁରଙ୍କ ସହିତ ଦୋ-ଦୋ ହାତ କରୁଥିବାର ନଜର ଆସିଛନ୍ତି। ଇରା ଆଟାକ କରିଛନ୍ତି ଏବଂ ନୁପୁର ଡିଫେଣ୍ଡ କରିଛନ୍ତି। ପରେ ଇରା, ନୁପୁରଙ୍କୁ ଆଲିଙ୍ଗନ କରୁଥିବାର ମଧ୍ୟ ନଜର ଆସିଛନ୍ତି।

 

View this post on Instagram

 

A post shared by Ira Khan (@khan.ira)

ଭିଡିଓ ସେୟାର କରିବା ସମୟରେ ଇରା କ୍ୟାପଶନରେ ଲେଖିଛନ୍ତି- କିକ ବକ୍ସିଙ୍ଗ ଠିକ ଭାବରେ ମୋତେ ଆସିନାହିଁ। ମୋ ବାହୁ ଏମିତି କଣ କରୁଛନ୍ତି? ଏବଂ ଏହାର ଟେକ୍ନିକ୍ସ ମଧ୍ୟ ମୁଁ ବୁଝି ପାରୁନାହିଁ। ଏହାଛଡା ଅଭିନେତ୍ରୀ ଏମିତି କହି ତ ଦେଇଛନ୍ତି କିନ୍ତୁ ଫିଟନେସ ମା-ମ-ଲା-ରେ ସେ ବହୁତ ସଜାଗ ଅଟନ୍ତି ଏବଂ ନିୟମିତ ଭାବରେ ନିଜକୁ ଫିଟ ରଖିବା ଚେଷ୍ଟାରେ ଲାଗି ରହିଥାନ୍ତି।

କେମିତି ଇରା ନିଜ ସମ୍ପର୍କକୁ କଲେ ଅଫିସିଆଲ:

୧୧ଫେବୃଆରୀ ପ୍ରମିସ ଡେ ଦିନ ଇରା ନୁପୁର ଶିଖାରେଙ୍କ ସହିତ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।ଇରା ପୋଷ୍ଟ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି କି ଆପଣଙ୍କ ସହିତ ଏବଂ ଆପଣଙ୍କ ପାଇଁ ପ୍ରତିଜ୍ଞା କରିବା ମୋ ପାଇଁ ଗର୍ବର କଥା ଅଟେ। ଜଣା ଯାଉଛି କି ଇରା ଖାନ, ଅମୀରଙ୍କ ପ୍ରଥମ ସ୍ତ୍ରୀ ରୀନା ଦତ୍ତାଙ୍କ ଝିଅ ଅଟନ୍ତି। ସେ ବର୍ତ୍ତମାନ ନିଜର ବଲିଉଡ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସେ କିଛିଦିନ ପୂର୍ବରୁ ହିଁ ଡି-ପ୍ରେ-ସ-ନ ଯୋଗୁଁ ନିଜ ଲ-ଢେ-ଇ ବିଷୟରେ ଜଣାଇଥିଲେ ଏବଂ ଏହାକୁ ନେଇ ସ-ଚେ-ତ-ନତା ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *