ଦୁନିଆରେ ଏମିତି କେତେ ଲୋକ ଅଛନ୍ତି , ଯେଉଁମାନଙ୍କୁ ସୁନା ରୂପାରେ ଖର୍ଚ୍ଚ କରିବା ପସନ୍ଦ ଥାଏ। ଭାରତରେ ତ ଲୋକ ଦୀପାବଳୀରେ ସୁନା ରୂପା କିଣି ଥାନ୍ତି। ଖାସ କରି ଧନତେରସ ସମୟରେ । କିନ୍ତୁ ଏହା ନୁହେଁ କି ଦୁନିଆର ବାକି ଲୋକ ଏହାର ଶୌକି ନୁହଁନ୍ତି ବୋଲି। ଧନତେରସର ଗୋଟିଏ ଦିନ ପୂର୍ବେ ଜିନେବାରେ ଏକ ମୁଦି ବିକ୍ରି କରାଗଲା। ପତଳାର ଏହି ମୁଦିରେ ଲାଗିଥିବା ର୍ଦୁଲଭ ବାଇଗଣୀ ହୀରା କାରଣରୁ ଏହି ମୁଦି ୨୦ କୋଟି ଟଙ୍କାରେ ବିକ୍ରି ହେଲା। ଏହାର ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାହାର ବିଶ୍ବାସନ ଥିଲା କି ଏହି ମୁଦିର ମୂଲ୍ୟ ଏତେ ହେବ ବୋଲି।
ଭାରତ ରେ ଲୋକମାନେ ସୁନା , ରୂପାକୁ ବହୁୁତ ପସନ୍ଦ କରନ୍ତି । ସେଥିପାଇଁ ବିବାହ , ପର୍ବ ପର୍ବାଣିରେ ଲୋକମାନେ ସୁନା , ରୂପା କିଣି ଥାନ୍ତି। ଭାରତରେ ବେସି ସୁନାର ଗହଣା ପିନ୍ଧା ଯାଏ। ହୀରା ବଡ ବଡ ହାଇ କ୍ଲାସ ଲୋକମାନଙ୍କର ପସନ୍ଧ ହୋଇଥାଏ।
ଦୁନିଆରେ ବେସି ଧଳା ରଙ୍ଗର ମୁଦି ବିକ୍ରି ହୋଇଥାଏ। ଏହି ମାର୍କେଟରେ ହିଁ ମିଳିଥାଏ। ଯଦି ଏହା ବ୍ୟତିତ କେବେ ରଙ୍ଗିନ ପଥର ମିଳିଥାଏ ତେବେ ତାକୁ ର୍ଦୁଲଭ ପଥର ମଧ୍ୟରେ ଗଣା ଯାଇଥାଏ। ଏହାର ମୂଲ୍ୟ ସାଧାର ହୀରା ଠାରୁ ଅଧିକ ହୋଇଥାଏ।
ଏହା ଭିତରେ ଧନତେରସର ଗୋଟିଏ ଦିନ ପୂର୍ବରୁ ଜିନେବାରେ ଏକ ବହୁତ ର୍ଦୁଲଭ ହୀରାର ମୁଦି ବିକ୍ରି ହୋଇଛି। ଏହାର ମୂଲ୍ୟ ୨୦ କୋଟି। ଏହାର ମୂଲ୍ୟ ପାଇଁ ବହୁତ ଚର୍ଚ୍ଚା ରେ ଆସିଛି।
ଏହି ମୁଦି ପ୍ଲାଟିନମ ଏବଂ ସୁନାରେ ବନା ହୋଇଛି। ଯାହା ଉପରେ ବାଇଗଣୀ ରଙ୍ଗର ହୀରା ଲଗା ଯାଇଛି। ଏହି ହୀରା ବହୁତ ର୍ଦୁଲଭ ଅଟେ। ଏଥିପାଇଁ ଏହା ମୂଲ୍ୟ ଏତେ ।
ନ୍ୟୁଜ ଏଜନ୍ସି ଏଏନଆଈ ଙ୍କ ଅନୁସାରେ ମୁଦିରେ ୧.୦୫ କ୍ୟାରେଟର ହୀର ଲଗା ଯାଇଥିଲା। ଏହାକୁ ଟିୟାରା ଜେମ୍ସ ଏବଂ ଜ୍ବୈଲର୍ସ ଡିଏମସିସି କିଣିଛନ୍ତି। ଏହାର ମୂଲ୍ୟ ପାଇଁ ଏହାର ବହୁତ ଚର୍ଚ୍ଚା ହେଉଛି।
ଭାରତରେ ଏହି ମୁଦି ବଦଳରେ ଦିଲ୍ଲୀ ଏବଂ ମୁମ୍ବାଇ ପରି ଏରିୟାରେ ମିଡିଲ କ୍ଲାସ ଲୋକ ଆରାମରେ ୧୦ ରୁ ଅଧିକ ଫ୍ଲାଟ କିଣି ପାରିବେ। ମୁଦିର ହୀରା ଏହାକୁ ବହୁତ ର୍ଦୁଲଭ ବନେଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।