ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଯେବେ ଘରେ ଟଙ୍କାର ଅଭାବ ହେବାକୁ ଲାଗିବ ତ ବାସ ଏହି ଗୋଟିଏ ଉପାୟ କରନ୍ତୁ ଆପଣଙ୍କର ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ।
ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ବାରା ରଚିତ ଏକ ନିତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ ବନେଇବା ପାଇଁ ଉପଯୋଗ ଫଳ ଦିଆଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ପରିସ୍ଥିତିର ବ୍ୟବହାରିକ ଶିକ୍ଷା ଦେବାର ଅଛି। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନିତି ଗୁଡ଼ିକ ବିଷୟରେ ଚନ୍ଦ୍ରଗୁପ୍ତଙ୍କୁ ରାଜାଙ୍କ ସିଂହାସନରେ ବସେଇ ଦେଇଥିଲେ।
ତେବେ ଜାଣନ୍ତୁ ଚାଣକ୍ୟଙ୍କର କିଛି ମହତ୍ତ୍ୱପୂର୍ଣ ନିତି ଗୁଡିକୁ। ଯାହା ଆପଣଙ୍କୁ ଆପଣଙ୍କର ଜୀବନର କୌଣସି ନାଁ କୌଣସି ପରିସ୍ଥିତିରେ ନିଶ୍ଚୟ କାମରେ ଆସିବ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁକି ଏମିତି କଣ କଣ ସହଜ ଉପାୟ ଅଛି। ଯାହାକୁ ଆପଣ ନିଜର ଦୈନନ୍ଦିନ ଜୀବନରେ ଆପଣ ତାକୁ ଆପଣେଇ ପାରିବେ। ଏବଂ ସେଥିରେ ସଫଳତାବି ଦେଖିପାରିବେ। ବନ୍ଧୁଗଣ ଏମିତି କିଏ ଅଛି ଯିଏ ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁନଥିବ। ଯଦି ଆପଣବି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଥିବେ ତ ପୋଷ୍ଟଟୁକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ବନ୍ଧୁଗଣ ପ୍ରତ୍ୟିକ ମଣିଷ ତା ଜୀବନରେ ବହୁତ ସାରା ଧନ କମେଇବାକୁ ଚାହିଁଥାଏ କାହିଁକିନା ଧନ ବା ଟଙ୍କା ପଇସା ବିନା ଜୀବନ ବଞ୍ଚିବା ସମ୍ଭବ ନୁହେଁ। ଧନ ବିନା ଆପଣ ଆପଣଙ୍କର ମନ ପସନ୍ଦର ଜିନିଷ ନାଁ ତ ଆପଣ କିଣି ପାରିବେ ଓ ନାଁ ହିଁ ଖାଇ ପାରିବେ। ପ୍ରକୃତରେ ବହୁତ ସାରା ଲୋକେ ଏମିତି ହୋଇଥାନ୍ତି ଯିଏ ଧନ ବା ଟଙ୍କା ପଇସା ତ ବହୁତ କମେଇ ଥାନ୍ତି କିନ୍ତୁ ଏମାନଙ୍କ ପାଖରେ କୌଣସି କାରଣରୁ ଧନ ରହିନଥାଏ। ଯାହାର କାରଣରୁ ସେମାନେ ବହୁତ ଚିନ୍ତିତ ରହିଥାନ୍ତି। ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏଭଳି ଉପାୟ ଜଣାଇବୁ ଯାହାକୁ ଆପଣ ରବିବାର ଦିନ ହିଁ ଆପଣଙ୍କୁ କରିବାର ଅଛି।
କାହିଁକିନା ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କର ଦିନ ଅଟେ। ଏବଂ ସୂର୍ଯ୍ୟ ଦେବଙ୍କୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମାନି ନିଆଯାଇଥାଏ। ବନ୍ଧୁଗଣ ଯଦି ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଚାହୁଁଥିବେ ତ ରବିବାର ଦିନ ରାତିରେ ଶୋଇବା ସମୟରେ ଆପଣ ନିଜ ମୁଣ୍ଡ ପାଖରେ ଗୋଟେ ଗ୍ଲାସ ପାଣିରେ ଟିକେ କ୍ଷୀର ପକାଇକି ରଖି ଦିଅନ୍ତୁ କିନ୍ତୁ ବନ୍ଧୁଗଣ ଏହି କଥାର ଧ୍ୟାନ ଦେବେ କି ଏହାକୁ ଏମିତି ଜାଗାରେ ରଖିବେ କି ରାତିରେ ଶୋଇବା ସମୟରେ ଆପଣଙ୍କ ହାତ ଭୁଲରେ ବି ସେ ଗ୍ଲାସ ଉପରେ ବାଜି ଗଳି ନପଡୁ ଏବଂ ସକାଳୁ ଉଠିବେ ଓ ସ୍ନାନ କରିବା ପରେ ଏହାକୁ ବର ଗଛ ତଳେ ଢାଳି ଦେବେ।
ଏହା କରିବା ଦ୍ବାରା ଆପଣଙ୍କ ଘରେ ଧନ ରହିବାକୁ ବା ଟେକିବାକୁ ଲାଗିବ ଏବଂ ଆପଣଙ୍କ ମନକୁ ମଧ୍ୟ ଶାନ୍ତିର ଅନୁଭବବି ହେବ। ବନ୍ଧୁଗଣ ଯଦି ଆପଣଙ୍କର କୌଣସିବି କାର୍ଯ୍ୟ ବନି ପାରୁନାହିଁ ମାନେ କି ଆପଣଙ୍କ କାମରେ କୌଣସିବି ପ୍ରକାରର କିଛି ବାଧା ଆସୁଅଛି ତ ରବିବାର ଦିନ କଳା କୁକୁରକୁ ରୁଟି ଖୁଆଇ ଦିଅନ୍ତୁ ବା କଳା ପକ୍ଷୀ ମାନଙ୍କୁ ଦାନା ବୁଣି ଖୁଆଇ ଦିଅନ୍ତୁ। ଏମିତି କରିବାରେ ଆପଣଙ୍କ ଜୀବନରେ ଆସୁଥିବା ସବୁ କାର୍ଯ୍ୟରେ ବାଧା ଦୂର ହୋଇଯିବ। ଏମିତି ମାନିନିଆଯାଇଥାଏ କି ରବିବାର ଦିନ କଳା ରାଶି ବା କଳା ମୁଗର ମଞ୍ଜି ଦାନା ଏହାକୁ ଦାନ କରିବାରେ ଜୀବନରେ ଆସୁଥିବା ସବୁ ସମସ୍ୟାର ଅନ୍ତ ହୋଇଯାଇଥାଏ।
ଏହା ସହିତ ହିଁ ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କର କୃପା ମଧ୍ୟ ବନି ରହିଥାଏ। ରବିବାର ଦିନ ସକାଳୁ ଜଲଦି ହିଁ ଉଠିବେ ଓ ତାପରେ ସ୍ନାନ ପରେ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ। ଜଳ ଦେଉଥିବା ସମୟରେ ଜଳର ଧାରରେ ସେଥିରେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିବେ। ଏମିତି କରିବାରେ ଆଖିର ଜ୍ୟୋତି ବଢିଥାଏ ଏବଂ ଆପଣ କୌଣସିବି ରୋଗ ବୈରାଗ ଠାରୁ ବଞ୍ଚିକି ହିଁ ରହିଥାନ୍ତି। କୌଣସିବି ରୋଗ ଆପଣଙ୍କୁ ହୋଇନଥାଏ ବା ଆପଣଙ୍କ ପରିବାରରେ ସଦସ୍ୟଙ୍କର ଆଖପାଖରେ ବି କୌଣସି ରୋଗ ବୈରାଗ ବୁଲି ନଥାଏ।
ଏହା ଛଡ଼ା ରବିବାର ଦିନ ଆପଣ ଜଳ ଚଢେଇବା ସମୟରେ ସୂର୍ଯ୍ୟ ମନ୍ତ୍ର ଓଁ ସୂର୍ଯ୍ୟଦେବାୟ ନମଃ ଏହି ମନ୍ତ୍ର ଜପ କରିବେ। ତ ଆପଣଙ୍କୁ ଭଗବାନ ସୂର୍ଯ୍ୟ ଦେବଙ୍କର ଆଶୀର୍ବାଦ ମିଳିବା ସହ ସହ ମା ଲକ୍ଷ୍ମୀଙ୍କର ଆଶୀର୍ବାଦବି ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ରବିବାର ଦିନ ହିଁ ବରଗଛ ତଳେ ଚାରି ମୁଖା ବାଲା ଦୀପଟିଏ ଜଳାନ୍ତୁ। ଚାରି ମୁଖା ଦୀପ ମାନେ ଯେଉଁ ଦୀପକୁ ଆପଣ ଚାରି ପଟରୁ ଜଳାଇ ପାରିବେ। ଏଥିରେ ବ୍ୟାପାରରେ ଲାଭ ବୃଦ୍ଧି ହୋଇଥାଏ। ଏହା ସହ ଘରକୁ ଧନ ଆସିବାର କେତେ ପ୍ରକାରର ରାସ୍ତା ବନି ଯାଇଥାଏ। ଏତିକି ହିଁ ନୁହେଁ ଘରକୁ ସବୁ ପ୍ରକାରର ସମସ୍ୟା ବି ଦୂର ହୋଇଯାଇ ଥାଏ।
ବନ୍ଧୁଗଣ ଆପଣ ପଇସା ତ ବହୁତ କମେଇଥାନ୍ତି ଜୀବନରେ କିନ୍ତୁ ସେ ପଇସା ଘରେ କେବେ ସ୍ଥାୟୀ ହୋଇ ବା ଟେକିକି ରହି ନଥାଏ। ବ୍ୟର୍ଥ ବା ଆଲତୁ ଫାଲତୁ କାମରେ ଖର୍ଚ୍ଚ ହୋଇ ଯାଇଥାଏ। ତ ଏମିତିରେ ଆପଣ ଏ ଉପାୟ ନିଶ୍ଚୟ କରିବେ। ତାହା ପୁଣି କୌଣସି ବି ଶୁଭ ମୁହୂର୍ତ୍ତରେ। ଆପଣ ପ୍ରଥମେ ସକାଳୁ ଉଠନ୍ତୁ। ଜଲଦି ଉଠିକି ଲାଲ ରଙ୍ଗର କପଡା ନେବେ ଏବଂ ସେଥିରେ ଅଖଣ୍ଡିତ ୨୧ ଟି ଚାଉଳକୁ ବାନ୍ଧି ଦେବେ। ଏହା ପରେ ମା ଲକ୍ଷ୍ମୀଙ୍କର ପୁଜା କରିବେ ଏବଂ ପୂଜାରେ କପଡାର ସେହି ବନ୍ଧା ଚାଉଳକୁ ବି ରଖି ଦେବେ। ପୁଜା ପରେ ମା ଲକ୍ଷ୍ମୀଙ୍କ ପାଖରେ ନିଜର ମନସ୍କାମନାକୁ ମାଗିବେ।
ତାଙ୍କୁ ନିଜର ମନସ୍କାମନାଟି ଜଣାଇବେ ଓ ଚାଉଳର ପୁଟୁଳିକୁ ନିଜର ପୋର୍ସ ବା ଆଲ୍ମିରାରେ ରଖିଦେବେ। ଏମିତି କରିବାରେ ଆପଣଙ୍କର ଆର୍ଥିକ ସ୍ଥିତିର ସମସ୍ୟା ଦୂର ହୋଇଯାଇଥାଏ। ଧନ ପ୍ରାପ୍ତି ପାଇଁ ଆପଣ ପ୍ରତିଦିନ ସକାଳୁ ଜଲଦି ଉଠିବେ ଓ ଉଠିକି ଆପଣ ଆପଣଙ୍କର ଦୁଇ ହାତର ରେଖା ପାପୁଲିକୁ ଦେଖିକି ହିଁ ମା ଲକ୍ଷ୍ମୀଙ୍କୁ ସ୍ମରଣ କରିବେ। ବନ୍ଧୁଗଣ ଏହା କରିବା ଦ୍ବାରା ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ଓ ମା ସ୍ୱରସ୍ୱତିବି ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।
ଏବଂ ବନ୍ଧୁଗଣ ସକାଳୁ ଉଠିକି ସବୁଠାରୁ ପ୍ରଥମେ ଘରର ଗୃହିଣୀ ଯଦି ଗୋଟେ ଢାଳ ପାଣି ଘରର ମୁଖ୍ୟ ଦ୍ୱାରରେ ଢାଳିଥାଏ ତ ଘରେ ମା ଲକ୍ଷ୍ମୀଙ୍କର ଆସିବାର ରାସ୍ତା ଖୋଲି ଯାଇଥାଏ। ଘରେ ଟଙ୍କା ପଇସା ରଖିବାର ଆଲ୍ମିରାର ମୁହଁ ଉତର ଦିଗ ଆଡକୁ ହିଁ ରଖି ଦିଅନ୍ତୁ। ଏମିତି କରିବାରେ ଘରେ ଲକ୍ଷ୍ମୀ ବଢିଥାଏ। ଘରର ଗୃହିଣୀହିଁ ଘରର ଲକ୍ଷ୍ମୀ ହୋଇଥାନ୍ତି। ତ ବନ୍ଧୁଗଣ ଆପଣମାନେ କେବେବି ତାଙ୍କର ଅପମାନ କରିବେ ନାହିଁ। ତାଙ୍କୁ ସବୁବେଳେ ସ୍ନେହ ଶ୍ରଦ୍ଧା ଭଲପାଇବା ଏବଂ ସମ୍ନାନ ଦିଅନ୍ତୁ।
ଏବଂ ବନ୍ଧୁଗଣ ଯଦି ଆପଣ ଜବ ବା ବିଜନେସ କରୁଛନ୍ତି ତ ଆପଣ ଆପଣଙ୍କର ଆୟ ଭାଗରୁ ଗୋଟେ ନିର୍ଧାରିତ ଭାଗକୁ ନିଜର ବାପା ମାଙ୍କୁ ସବୁ ମାସରେ ନିଶ୍ଚୟ ଦେବେ। ରାତିରେ ଶୋଇବା ପୂର୍ବରୁ ବନ୍ଧୁଗଣ ଆପଣ ନିଜ ପାଖରେ ରଖିଥିବା ନୋଟକୁ ଗଣି କରି ଶୋଇବେ। ଏବଂ ବିନତି କରିବେ କି ହେ ଧନ ତୁମେ ମୋ ପାଖକୁ ଆସ ଯେଉଁ ରାସ୍ତା ତୁମକୁ ଠିକ ଲାଗିବ ତୁମେ ସେହି ରାସ୍ତା ଦେଇକି ହିଁ ଆସ। ହେ ଧନ, ହେ ଲକ୍ଷ୍ମୀ ତୁମେ ୩ ଗୁଣା ବଢ଼ିକି ଆସ। ଏବଂ କାହାରିକୁ କୌଣସିବି କ୍ଷତି ନପହଞ୍ଚେଇ ମୋ ପାଖକୁ ଆସ। ମୁଁ ତୁମକୁ ସ୍ୟୁକ୍ୱାର କରିବାକୁ ରେଡି ଅଛି।
ବନ୍ଧୁଗଣ ଏହି କଥାର ଧ୍ୟାନ ରଖିବେ କି ଜେବେବି ଆପଣ କୌଣସି ସମୟରେ ବା କେବେ ଟୋଙ୍କା ନୋଟକୁ ଗଣୁ ଥିବେ ତ ଆଙ୍ଗୁଠିରେ ଛେପ ଲଗାଇକି କେବେବି ଗଣିବେ ନାହିଁ। ଓ କେବେବି ସୂର୍ଯ୍ୟଅସ୍ତ ପରେ ଘରେ ଝାଡୁ ଲଗେଇବେ ନାହିଁ। ଓ ସୂର୍ଯ୍ୟଅସ୍ତ ପରେ କେବେବି କାହାରିକୁ କ୍ଷୀର, ଦହି, ପିଆଜ ଦେବା ଉଚିତ ହୋଇ ନଥାଏ। ତେଣୁ କୌଣସିବି ବାହାର ବ୍ୟକ୍ତିଙ୍କୁ ଆପଣ ସୂର୍ଯ୍ୟଅସ୍ତ ପରେ ଏହି ସବୁ ଜିନିଷ ଦେବେ ନାହିଁ। ଏହା ଶୁଭ ହୋଇ ନଥାଏ ଏବଂ ଏଥିରୁ ଘରେ ଶାନ୍ତି ସବୁ ଚାଲି ଯାଇଥାଏ।
ଏଣୁ ଏପରି ଭୁଲ ଭୁଲରେବି କେବେ ଆପଣ କରିବେ ନାହିଁ। ଏବଂ ଘରେ ଝାଡୁକୁ କୌଣସି ସଫା ଜାଗାରେ ସବୁବେଳେ ରଖୁଥିବେ। ଏମିତି ହିଁ ଝାଡୁକୁ ଏଠି ସେଠି ପକେଇ ଦେବେ ନାହିଁ। ଏବଂ ଝାଡୁକୁ ସବୁବେଳେ ଶୁଆଇକି ହିଁ ରଖା ଯାଇଥାଏ। ତାକୁ ନାହିଁ ଛିଡା କରିକି ହିଁ ରଖା ଯାଇଥାଏ ଓ ନାହିଁ ପାଦ ଲଗାଇକି କେବେ ରଖା ଯାଇଥାଏ। ବନ୍ଧୁଗଣ ଝାଡୁରେ ଯଦି ଓଳେଇବା ବେଳେ ବା ରଖିବା ବେଳେ କେବେବି ଯଦି ଝାଡୁରେ ଯଦି ଆପଣଙ୍କର ପାଦ ଭୁଲରେ ବାଜି ଯାଇଥାଏ ତ ତାକୁ ସେମିତି ଛାଡ଼ି ଦେଇ ଯିବେ ନାହିଁ। ଝାଡୁକୁ ପ୍ରଣାମ କରିକିହିଁ ନିଶ୍ଚୟ ଯିବେ। କାହିଁକିନା ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ।
ହେଲେ ଝାଡୁର କେବେବି ଅପମାନ କରିବେ ନାହିଁ କାହିଁକିନା ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇକି ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ତେଣୁ ଘରେ ସବୁବେଳେ ଝାଡୁରବି ସମ୍ମାନ କରିବେ। ଝାଡୁକୁ କେବେବି ଏକାଠି କରି ରଖିବେ ନାହିଁ ଅର୍ଥାତ ଆପଣଙ୍କ ଘରେ ଗୋଟେ ଝାଡୁ ତ ନଥିବ ଅନେକ ଝାଡୁ ଥିବ ତ ଝାଡୁ କୁ ଅଲଗା ଅଲଗା କରି ରଖିବେ । ଆପଣ ନିଜ ଘରେ କିମ୍ବା ଘର ଆଖ ପାଖରେ କେବେବି ଅପରିଷ୍କାର ଓ ଅସନା ଜିନିଷ ସବୁ ରଖିବାକୁ ଦେବେ ନାହିଁ। ବା ଅପରିଷ୍କାର ରଖିବେ ନାହିଁ। ସବୁବେଳେ ଘରକୁ ଘରର ବାହାରେ ଆଖପାଖରେ ସଫା ସୁତରା ରଖୁଥିବେ।
ସବୁଠି ସବୁ ଜିନିଷକୁ ପରିଷ୍କାର ଭାବରେ ରଖୁଥିବେ। ସବୁ ଜାଗାକୁବି ପରିଷ୍କାର ରଖୁଥିବେ କାହିଁକିନା ମା ଲକ୍ଷ୍ମୀ କେବେବି ଅପରିଷ୍କାର ଜାଗାରେ ବାସ କରନ୍ତି ନାହିଁ। ତେଣୁ ଆପଣଙ୍କୁ ସବୁବେଳେ ଛୋଟ ମୋଟ ଜିନିଷ ଉପରେ ବି ଧ୍ୟାନ ରଖିବାକୁ ପଡ଼ିବ। ଯଦି ଆପଣ ମା ଲକ୍ଷ୍ମୀଙ୍କର କୃପା ଚାହୁଁଥିବେ ଆଜି ଆମେ ଯାହା ସବୁ କହିଲୁ ଆପଣ ସେହି ସବୁ ନିଶ୍ଚୟ କରିବେ।
ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “