ଝରାଫୁଲ ମୃ-ତ୍ୟୁ ଘ-ଟ-ଣା: ସ୍କୁଟର ପରେ ମିଳିଲା ଏହି ସବୁ ଜିନିଷ ଯାହା ସେଦିନ ରାତିରେ ବ୍ୟବହାର କରିଥିଲା ରାକେଶ

ଓଡ଼ିଶାରେ ଚା-ଞ୍ଚଲ୍ୟ ସୃଷ୍ଟି କରିଥିବା ଝରାଫୁଲ ମୃ-ତ୍ୟୁ ଘ-ଟଣାରେ ପୁ-ଲିସ୍‌କୁ ମିଳିଲା ଆଉ ଏକ ସଫଳତା | ଏଥିରେ ସ-ମ୍ପୃତ ହୋଇଥିବା ସ୍କୁଟି ଯେଉଁଥିରେ ଝରାଫୁଲ କୁ ମଝିରେ ବସେଇ ଭୁବନେଶ୍ୱର ଠାରୁ ନେଇ ଯାଜପୁର ରେ ରାସ୍ତା କଡରେ ଫି-ଙ୍ଗି ଦେଇଥିଲେ, ସିସି-ଟିଭି ଫୁଟେ-ଜରେ ଏହି ଦୃଶ୍ୟ କ-ଏଦ ହୋଇଥିଲେ। କିନ୍ତୁ ଏଯାଏ ରାକେଶର ସହଯୋଗୀ ଶକ୍ତିଶେଖର ପୁ-ଲି-ସ୍‌ ହାତରେ ପଡ଼ି ନାହିଁ। ଝରାଫୁଲଙ୍କ ମୃ-ତ-ଦେ-ହ-କୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗି-ବାରେ ସେ ରାକେଶଙ୍କୁ ସହଯୋଗ କରିଥିଲା। ସେହି ସ୍କୁଟି ଜ-ବତ ହେବା ପରେ ଏବେ ସେହି ସାର୍ଟ ଏବଂ ପ୍ୟାଣ୍ଟ ପୋ-ଲିସ ଜ-ବତ କରିଛି ଯାହାକୁ ଝରାଫୁଲଙ୍କ ପ୍ରେମିକ ରାକେଶ ସେହି ଦିନ ବିନ୍ଧିଥିଲେ |

ଝରାଫୁଲ ସହିତ ୨୬ ତାରିଖରେ ବୁଲା ବୁଲି ସାରି ଗେଷ୍ଟ ରୂମର ଏହି ଡ୍ରେସ ପିନ୍ଧିଥିଲେ ଝରାଫୁଲ ପ୍ରେମିକ ରାକେଶ | ନିଜ ଘରେ ଡ୍ରେସ ଓ ମୋବାଇଲ ଲୁଚାଇ ରଖିଥିଲା ଏହାକୁ ବର୍ତ୍ତମାନ ପୋ-ଲିସ ଜ-ବ-ତ କରିଛି | ଜ-ବ-ତ ସାର୍ଟ, ପ୍ୟାଣ୍ଟକୁ ପ-ରୀ-କ୍ଷା ପାଇଁ ପଠାଯାଇପାରେ। ଏଥିସହ ଜ-ବ-ତ ମୋବାଇଲରୁ ରାକେଶ କାହାକୁ ଫୋନ୍‌ କରିଥିଲା, କ’ଣ ଚାଟ କରିଥିଲା ତାହା ଜଣାପଡ଼ିପାରେ। ଅ-ପ-ର-ପକ୍ଷେ, ୩ ଦିନିଆ ରି-ମା-ଣ୍ଡ ସରୁଥିବାରୁ ରାକେଶକୁ ଆଜି କୋ-ର୍ଟରେ ହା-ଜ-ର କରାଯିବ|

ରାକେଶଙ୍କୁ ପୋ-ଲି-ସ ଯେତେବେଳେ ଭୁବନେଶ୍ୱର ଆଣି ଗେଷ୍ଟ ହାଉସରେ ସେଦିନର ଘ-ଟ-ଣା-କୁ ସି-ନ ରିକ୍ରି-ଏସନ କରୁଥିଲେ ସେହି ସମୟରେ ରାକେଶ ସୁନ୍ଦରପଦା ଅଂଚଳରେ ଏକ ବୁଦା ମୂଳରେ ସ୍କୁଟିକୁ ଲୁ-ଚେଇ ରଖିଥିବାର ସୂ-ଚନା ପୋ-ଲି-ସକୁ ଦେଇଥିଲା | ଏବଂ ଏହା ପରେ ପୋ-ଲି-ସ ପକ୍ଷରୁ ଏହି ସ୍କୁଟିକୁ ଜ-ବ-ତ କରାଯାଇଥିଲା |

ଏତେ ସବୁ ଯା-ଞ୍ଚ ପ-ର-ତା-ଳ ଭିତରେ ବିଭିର୍ନ ପ୍ର-ମା-ଣ ପୋ-ଲି-ସ ହା-ତରେ ଲାଗିଥିବା ବେଳେ ଝରଫୁଲର ଫୋନ ଏପର୍ଯ୍ୟନ୍ତ ପୋ-ଲି-ସକୁ ମିଳିପାରିନାହିଁ | ଏହି ଘ-ଟ-ଣାଟି ସପ୍ତାହରୁ ଅଧିକ ହେଲେ ମଧ୍ୟ ପୋ-ଲିସ ଝରାଫୁଲ ମୃ-ତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜାଣିପାରିନାହିଁ। ରାକେଶ ମଧ୍ୟ ଏହି ବିଷୟରେ କିଛି ଜାଣି ନାହିଁ ବୋଲି କହୁଛି।

ପୂର୍ବରୁ ବ୍ୟ-ବଚ୍ଛେ-ଦ ରି-ପୋର୍ଟ ଆସିଥିଲେ ମଧ୍ୟ ଏହି ବିଷୟରେ ପୋ-ଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି। ଆଉ ଆଜି ଭିସେରା ରି-ପୋର୍ଟ ଆସିପାରେ। ଏହା ଦ୍ବାରା ମୃ-ତ୍ୟୁର କାରଣ ନେଇ ଠୋସ ପ୍ର-ମାଣ ମଧ୍ୟ ମିଳିପାରେ ବୋଲି ଆଲୋଚନା ହେଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *