ଆହୋଇ ଅଷ୍ଟମି ବ୍ରତ ଦିନ ରାଧା କୁଣ୍ଡ,ବୃନ୍ଦାବନ ରେ ରାତି ୧୨ ଟା ରେ ସ୍ବାମୀ ସ୍ତ୍ରୀ ଙ୍କୁ ସେଠାରେ ଗାଧୋଇ ସେଠାରେ ସୀତା ଫଳ ଦାନ କରିବାକୁ ପଡିବ। କୁହାଯାଏ କି ଏହି ଉପାୟ କଲେ ଗୋଟିଏ ବର୍ଷ ଭିତରେ ପିଲା ହୋଇଥାଏ।
ଘରୋଇ ଜୀବନ ବିତେଇବା ସହିତ ସମସ୍ତ ଙ୍କର ଏହି ଇଛା ଥାଏ କି ତାଙ୍କର ସନ୍ତାନ ହେଉ ବୋଲି। କତେଥର ଚିକିତ୍ସା ପରେ ବି ସନ୍ତାନ ହୋଇ ନଥାଏ।
କୁହାଯାଏ କି ଏହା ପଛରେ ବଡ କାରଣ ଗ୍ରହ ମାନଙ୍କର ସ୍ତିତି ବି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଏହା କୁହାଯାଇଛି ଯେ ବୃହଷ୍ପତି ଗ୍ରହ ନିଶ୍ଚିତ ସ୍ତିତି ରେ ଥିଲେ ସନ୍ତାନ ହୋଇନଥାଏ। ଏଥିରେ ଏହା ଜରୁରୀ କି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇ ଥିବା ଉପାୟ କୁ ମାନିବା।

ଆହୋଇ ଅଷ୍ଟମି ବ୍ରତ ଦିନ ରାଧା କୁଣ୍ଡ, ବୃନ୍ଦାବନ ରେ ରାତି ୧୨ ଟା ରେ ଗାଧୋଇ ସୀତା ଫଳ ଦାନ କଲେ କୁହାଯାଏ କି ଗୋଟିଏ ବର୍ଷ ଭିତରେ ସନ୍ତାନ ପ୍ରାପ୍ତ ହୋଇଥାଏ।
ଯେଉଁ ଲୋକମାନଙ୍କର ସନ୍ତାନ ପାଇଁ ଆଶା ଥାଏ ତାଙ୍କୁ କଦଳୀ ଗଛ ର ଚେର ବେକରେ ପିନ୍ଧିବା ଜରୁରୀ। ଗୁରୁବାର ଦିନ ହଳଦିଆ ରଙ୍ଗ ର ସୂତା ସହ କଦଳୀ ଗଛର ଚେର ପିନ୍ଧିଲେ ପିଲା ଜଲଦି ହୋଇଥାଏ।
ଯଦି ଆପଣଙ୍କୁ କଦଳୀ ଗଛର ଚେର ନ ମିଳେ ତାହେଲେ ଆପଣ ଭଣ୍ଡା ଗଛର ଚେର ପିନ୍ଧି ପାରନ୍ତି। ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କ ମନ୍ତ୍ର ରେ ଚେର କୁ ଅଭିମନ୍ତ୍ରିତ କରି ତା ଦେହରେ ଗଙ୍ଗା ଜଳ ଲଗେଇ ପୁଣି ତାକୁ ବେକରେ ଲଗେଇବ।
ଏହା କୁହାଯାଏ କି ବର୍ଷକୁ ଥରେ ଆସୁଥିବା ପୁତ୍ରଦା ବ୍ରତ କରିବା ଦ୍ବାରା ସନ୍ତାନ ପ୍ରାପ୍ତ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଏହି ବ୍ରତ ଦଶମୀ ସନ୍ଧ୍ୟା ରୁ ଆରମ୍ଭ ହୋଇ ଦ୍ବାଦଶୀ ର ପ୍ରଥମ ପ୍ରହର ଯାଏ କରିବା ଉଚିତ।
ଯେଉଁ ଲୋକଙ୍କର ବହୁ ବର୍ଷ ପ୍ରୟାସ ପରେ ବି ସନ୍ତାନ ପ୍ରାପ୍ତ ହଉନାହିଁ। ତାଙ୍କୁ ଗୁରୁବାର ର ବ୍ରତ କରିବା ଦରକାର। ଏହା ସହିତ ବୃହଷ୍ପତି ଦେବ ଙ୍କ ର ଉପାସନା କଳିବା ଦରକାର । କୁହାଯାଏ କି ବୃହଷ୍ପତି ବାର ରେ ବୃହଷ୍ପତି ଦେବ ଙ୍କର ବ୍ରତ ରଖିଲେ ସନ୍ତାନ ପ୍ରାପ୍ତି ଜଲଦି ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।