ବିବାହ ର ରସମ ପାଇଁ ଘରୁ ବାହାରିଲେ କାଜଲ ଅଗ୍ରବାଲ, ବିବାହ ର ଆୟୋଜନ ହେଲା ଆରମ୍ଭ

ଅଭିନେତ୍ରୀ କାଜଲ ଅଗ୍ରବାଲ ନିଜ ଜୀବନରେ ଆଗକୁ ବଢିବାକୁ ଯାଉଛନ୍ତି। ସେ ଆଜି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି। କାଜଲ ନିଜର ବିବାହ ରସମ ପାଇଁ ଘରୁ ହୋଟେଲ ରେ ରହିବା ପାଇଁ ବାହାରି ଗଲେ।

ସେ ଘରୁ ବାହାରୁ ଥିବା ସମୟ ରେ ନିଜର ମା ଙ୍କ ସହିତ କ୍ୟାମେରା ସାମ୍ମନା ରେ ପୋଜ ଦେଇଛନ୍ତି। ଏହି ସମୟ ରେ ସେ ପିନ୍କ କଲର ର ଡେସ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା।

କାଜଲ ବହୁତ ଖୁସି ଦେଖିବାକୁ ମିଳିଥିଲେ। ସେ ହାତ ଯୋଡି ନମସ୍କାର କରିଛନ୍ତି। କାଜଲ ଙ୍କର ହସ ତାଙ୍କ ସୁନ୍ଦରତା ଆହୁରି ବଢଉଥିଲା। ମା ଙ୍କ ସହିତ କାଜଲ ଙ୍କର ଫଟୋ ବହୁତ ଭାଇରାଲ ହେଉଛି।

କାଜଲ ଅଗ୍ରବାଲ ଙ୍କ ବିବାହ ର ସେଲିବ୍ରେସନ ୨୯ ଅକ୍ଟୋବର ରୁ ଆରମ୍ଭ ହୋଇଛି। ନିଜର ମେହେନ୍ଦୀ ସେରିମନି ରେ ଆକ୍ଟର ମାନେ ବହୁତ ମସ୍ତି କରିଛନ୍ତି। କାଜଲ ମେହେନ୍ଦୀ ଲଗା ହାତ ରେ ଫଟୋ ମଧ୍ୟ ସେୟାର କରିଛନ୍ତି।

କାଜଲ ଙ୍କ ବିବାହ କୁ ନେଇ ବହୁତତ ଚର୍ଚ୍ଚା ରହୁଛି। ତାଙ୍କର ମୁମ୍ବାଇ ରେ ଥିବା ଘରେ ହଲଦି ସେରିମନି ହେଇଛି। ହଲଦି ସେରିମନି ର ଫଟୋ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।


କାଜଲ ନିଜର ହଲଦୀ ରେ ବହୁତ ଖୁସି ଏବଂ ସୁନ୍ଦର ଲାଗୁଛନ୍ତି। ହଲଦୀ ପାଇଁ ସେ ଫୁଲର ଗହଣା ପିନ୍ଧିଛନ୍ତି ଏବଂ ବହୁତ ସୁନ୍ଦର ଲାଗୁଛନ୍ତି।

ଯାଣି ଥିବେ କି ଅକ୍ଟୋବର ୬ ରେ କାଜଲ ଅଗ୍ରବାଲ ଇନଷ୍ଟାଗ୍ରାମ୍ ରେ ଗୌତମ କିଚଲ ଙ୍କ ସହିତ ବିବାହ ର ଘୋଷଣା କରିଥିଲେ।

କୋରୋନା ପାଇଁ ଏହି ବିବାହ ମୁମ୍ବାଇ ରେ ପ୍ରାଇବେଟ ସେରିମନି ହେଉଛି। ଏହି ବିବାହ ରେ କେବଳ ତାଙ୍କ ପରିବାର ଲୋକ ରହିବେ।

Leave a Reply

Your email address will not be published. Required fields are marked *